Browsing Category

ଆଞ୍ଚଳିକ

ବୁଦ୍ଧଖୋଲରେ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ

ବୁଗୁଡ଼ା : ନିକଟସ୍ଥ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଠାରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚ୍ ଛାତ୍ରଙ୍କ ଏକ ବିରଳ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୟୋଜ୍ୟେଷ୍ଠ ଛାତ୍ର ଦୁଃଖିଶ୍ୟାମ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ତତ୍କାଳୀନ ଛାତ୍ର ଓ…

ସ୍ୱଚ୍ଛ ଭାରତ ଅଭିଯାନ

ଉମରକୋଟ : ଭାରତର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୂଖ୍ୟ ଭିତରେ, ସଚ୍ଛ ଭାରତ ଅଭିଯାନ ଅନ୍ୟତମ | ସଚ୍ଛ ଭାରତ ଅଭିଯାନ ସମଗ୍ର ଭାରତ ବର୍ଷ ଉପରେ ଏହାର ପ୍ରଭାବ ପରିଛି | ଆମ ଓଡ଼ିଶାରେ ବିଶେଷ କରି ଏହାର ପ୍ରଭାବରେ ପ୍ଲାଷ୍ଟିକ ବର୍ଜନ କରିବା ସହିତ ଧୂମ୍ରପାନ ବର୍ଜନ କରିବା…

ହିଞ୍ଜିଳିକାଟୁ ପୌରପରିଷଦରେ ୬୨କୋଟି ଟଙ୍କାର ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ (୨୧।୧୨) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନମଣ୍ଡଳିର ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବୃହତ ପାନୀୟ ଜଳ ପ୍ରକଳ୍ପ‘ ସୂଜଳ’ର ଭିଡିଓ କନଫେରନ୍ସି ମାଧ୍ୟମରେ…

ଜି.ଉଦୟଗିରି ଏନଏସି ୱାର୍ଡ ସଭ୍ୟ ପଦବୀ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ନଂ ୱାର୍ଡସଭ୍ୟ ପଦବୀ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ…

ଏଜେଓ ଉଚ୍ଚ ବିଦ୍ୟାଳୟରେ ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଏଜେଓ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଥିଲେ l ଏହି…

ଗଂଜେଇ ଚୋରା ଚାଲାଣ ଗୁଇନ୍ଦା ଅବକାରୀ ପକ୍ଷରୁ ଚଢ଼ାଉ : ୬୦ କିଲୋ ଗଂଜେଇ ସହ ୨ ଗିରଫ

ବ୍ରହ୍ମପୁର : ଗଂଜେଇ ଚୋରା ଚାଲାଣ ବେଳେ ବ୍ରହ୍ମପୁର ଗୁଇନ୍ଦା ଅବକାରୀ ପକ୍ଷରୁ ଚଢ଼ାଉ କରି ଏକ ମହିନ୍ଦ୍ରା ବୋଲେରୋ ଗାଡ଼ିରୁ ୬୦ କିଲୋ ଗଂଜେଇ ସହ ୨ ଜଣଙ୍କୁ ଗିରଫ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଗୁଇନ୍ଦା ଥାନା ଅଧିକାରୀ ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ସୋରଡ଼ା ଥାନା…

ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର

ବ୍ରହ୍ମପୁର : କୋର୍ଟପେଟା ସ୍ଥିତ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି…

ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ବନ୍ଧୁ ମିଳନ

ବ୍ରହ୍ମପୁର : ସ୍ଥାନୀୟ ଗୋସାଇଁନୂଆଗାଁ ବ୍ରହ୍ମପୁର ଉତ୍ତେରେଶ୍ୱର ଭବନ କଲ୍ୟାଣ ମଣ୍ଡପ ଠାରେ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଦକ୍ଷିଣ ଓଡିଶା ବିଦ୍ୟୁତ୍ ବିତରଣ ଶାଖା ପକ୍ଷରୁ ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ଏକ ବନ୍ଧୁ ମିଳନ ସମାରୋହ ଓ ଟିପି ଏସୋଡ଼ିଏଲ ବିଦ୍ୟୁତ୍ ଶ୍ରମିକ…

ଟ୍ରାଫିକ୍ ନିୟମକୁ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର : ଟ୍ରାଫିକ୍ ନିୟମକୁ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସିଟି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକ ଏମ୍‌ଙ୍କ ପ୍ରତ୍ୟକ୍ଷ ତତ୍ୱାବଧନାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ଼ିଏସ୍‌ପି ଅକ୍ଷୟ…

ୟୁରୋ ସ୍କୁଲ ପକ୍ଷରୁ ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଛତ୍ରପୁର : ୟୁରୋ ସ୍କୁଲ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଚାଲିଥିବା ଦୁଇ ଦୁନିଆ ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଦି ନ୍ୟୁ ଏଜ ଏ ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…