Browsing Category

ଆଞ୍ଚଳିକ

ଓଡିଶା ସୀମାନ୍ତ ସ୍ୱାଭିମାନ ଅଞ୍ଚଳରେ ବହୁମୂଖୀ ସ୍କୁଲର ଶିଳାନ୍ୟାସ…

ଚିତ୍ରକୋଣ୍ଡା: ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ମଣ୍ଡାପାଲି ଠାରେ ଏକ ବହୁମୁଖୀ ସ୍କୁଲର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଉକ୍ତ ଶିଳାନ୍ୟାସ କରିଛନ୍ତି ଓଡିଶା ସ୍ୱତ୍ରନ୍ତ୍ର ବିକାଶ…

ଭୁସ୍ଖଳନ ହୋଇଥିବା କୁମ୍ଭାରୀ ପଦର ଗ୍ରାମବାସୀଙ୍କୁ କମଳ ସହିତ ଘରୋଇ ଆସବାବପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୧୪/୧୨: ରାଜ୍ୟ ସରକାର ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମର ସମସ୍ତ ୯୬ ପରିବାରକୁ ଶୀତ ପାଇଁ କମ୍ବଳ ସହିତ ବିଭିନ୍ନ ଘରୋଇ ଆବାସ ପତ୍ର ପ୍ରଦାନ କରିଛନ୍ତି। କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଅନୁସୂଚିତ ଜନଜାତି ଉନ୍ନୟନ କମିଟି ଅଧ୍ୟକ୍ଷ ରୋଦନ ମଳିକ, ସମିତି…

ପରପଙ୍କା ମଣ୍ଡଳୀରେ ପ୍ରୀ ଖ୍ରୀଷ୍ଟମାସ ମହୋତ୍ସବ-୨୦୨୨ ଅନୁଷ୍ଠିତ

ଦାରିଙ୍ଗବାଡ଼ି,୧୪/୧୨ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଫୁଲବାଣୀ ଧର୍ମାଞ୍ଚଳ ଉତ୍ତର ଭାରତ ମଣ୍ଡଳୀ ପକ୍ଷରୁ ଦାରିଙ୍ଗବାଡ଼ି ପାଷ୍ଟରେଟର ପରପଙ୍କା ମଣ୍ଡଳୀରେ ପ୍ରୀ ଖ୍ରୀଷ୍ଟମାସ ମହୋତ୍ସବ-୨୦୨୨ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେଫୁଲବାଣୀ ଧର୍ମାଞ୍ଚଳ ଉତ୍ତର ଭାରତ ମଣ୍ଡଳୀ…

ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ବେଳେ ପ୍ରସବ ହୋଇଗଲା ଆଉ ଆଖି ବୁଝିଲା ନବଜାତକ

ଫୁଲବାଣୀ ୧୪/୧୨: ରାସ୍ତା ନାହିଁ ଫଳରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଫଳରେ ବାଧ୍ୟ ହୋଇ ଗର୍ଭବତୀଙ୍କୁ ଖଟିଆରେ ବୋହି ପ୍ରାୟ ୬/୭ କିମି ବାଟ ବହୁ କଷ୍ଟରେ ପାହାଡ଼ ପର୍ବତ ଡେଇଁ ଚାଲି ଚାଲି ଆସି ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ବେଳେ ପ୍ରସବ ହୋଇଗଲା ଆଉ ନବଜାତକର ମୃତ୍ୟୁ ବି ହେଲା ଏଭଳି…

ଜାତୀୟସ୍ତରରେ କରାଟେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର : ଜାତୀୟ ସ୍ତରରେ କରାଟେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଆଜି କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜସ୍ବ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ଉପଜିଲ୍ଲାପାଳ ଆଶୁତୋଷ…

ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ମିଳିତ…

କନ୍ଧମାଳ ଜିଲ୍ଲା ନବ ନିଯୁକ୍ତ ଶିଶୁ ମଙ୍ଗଳ କମିଟିର କାର୍ଯ୍ୟରେ ଯୋଗଦାନ

ଫୁଲବାଣୀ : ରାଜ୍ୟ ସରକାରଙ୍କ ଦ୍ଵାରା ନବ ନିଯୁକ୍ତ କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସିଡବ୍ଲୁସି ର ଅଧ୍ୟକ୍ଷ ଓ ଅନ୍ୟ ୪ ସଦସ୍ୟ କାର୍ଯ୍ୟରେ ଯୋଗଦାନ ପରେ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ ସାକ୍ଷାତ କରି ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ଜିଲ୍ଲାର ଶିଶୁ…

ନ୍ୟାୟ ପାଇଁ ବ୍ରହ୍ମପୁର ଏସପିଙ୍କ ଦ୍ଵାରସ୍ଥ ହେଲେ ମାଆ

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଭିତରେ ଗତ ୭ ତାରିଖ ଦିନ ତାରିଖ ରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗ ଗାଁର ଗୈାରୀବାଳା ସାହୁଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମପୁରରେ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ । ୨୦୨୧ ରେ ଘରେ କିଏ ନଥିବା ବେଳେ…

ଅଙ୍ଗନୱାଡି କର୍ମୀ ଓ ପାଚିକାମାନଙ୍କ ଆଠ ଦଫା ଦାବିପତ୍ର ପ୍ରଦାନ,

ଉମରକୋଟ : ସମସ୍ତ ଓଡ଼ିଶା ସାରା ଗତ ୨୧ ତାରିଖଠାରୁ ଠାରୁ ଅଲ ଓଡ଼ିଶା ଅଙ୍ଗନୱାଡି କର୍ମୀ, ଏବଂ ପାଚିକା ମାନେ ୭ ଦଫା ଦାବି ନେଇ ଧାରଣା ଦେବା ସହ ବିଭିନ୍ନ ଜିଲ୍ଲାର ବ୍ଲକ ଅଫିସ ଠାରୁ ଆରମ୍ବ କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ | କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର…

ଟ୍ରକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଗାଡ଼ିଆପଡା ଘାଟି ବୁଲାଣୀ ରାସ୍ତାରେ ଟ୍ରକ ଟି ଭାରସାମ୍ଯ ହରାଇ ୪୦ ଫୁଟ ତଳେ ପଡ଼ିଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ…