Browsing Category

ଆଞ୍ଚଳିକ

ଆସିକା ସହର ଗ୍ରାମକଣ୍ଠରେ ରହିଥିବା ଯୋଗୁଁ ସାଧାରଣ ଲୋକେ ବନ୍ଦୋବସ୍ତ ରୁ ବଞ୍ଚିତ ଅଛନ୍ତି…!

ଆସିକା ଅଞ୍ଚଳ ରେ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ନାଁ ରେ ପଟ୍ଟା…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି।ଆସିକା ସହର ଗ୍ରାମକଣ୍ଠରେ ରହିଥିବା ଫଳରେ ୯୦ ପ୍ରତିଶତ ଲୋକଙ୍କ ପଟ୍ଟା ନାହିଁ। ଆସିକା ଅଞ୍ଚଳର ବଡ଼ ବଡ଼ିଆ ମାନେ ସରକାରୀ ଜମି ସହିତ

ଆସିକା ଅଞ୍ଚଳରେ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଆଇନ୍ ଉଲଙ୍ଘନ..!

ପ୍ରଦୂଷିତ କରୁଛି ପୋଡ଼ା ଇଟା ଭାଟି ରାଜସ୍ବ ବିଭାଗ ଚୁପ……!ବ୍ରହ୍ମପୁର : ଆସିକା ରାଜସ୍ୱ ବିଭାଗ ଅଧିନରେ ଆଇନ ବାଟରେ ବେଆଇନ କାମ। ପରିବେଶ ସୁରକ୍ଷା ଆଇନ ଓ ବାୟୁ ପ୍ରଦୂଷଣ ନିବାରଣ ଆଇନକୁ ଗଞ୍ଜାମ ଜିଲ୍ଲାରେ ଖୋଲାଖୋଲି ଭାବେ ଉଲଂଘନ। ସବୁ ଦେଖି ଆଖି ବନ୍ଦ କରିଦେଇଛି ଜିଲ୍ଲା ପ୍ରଶାସନ।ଉଲଂଘନ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ପୁଅ ମୃତ ଜଣେ ଗୁରୁତର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ପୂର୍ତ୍ତ ବିଭାଗ ରାସ୍ତାର କୈବଲ୍ୟପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ବାପପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକର ଜଣେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ

ନିଖୋଜ ହେବାର ୨୪ ଘଣ୍ଟା ଭିତରେ ୩ ବର୍ଷର ନିଖୋଜ ଶିଶୁକୁ ଉଦ୍ଧାର କଲା ପୋଲିସ

ବାଲିଗୁଡା, ତା, ୨୯/୦୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଜରିଘାଟି ର ମାଣ୍ଡିଆ ପଦର ଗ୍ରାମରୁ ବୁଧବାର ଦିନ ଏକ ୩ ବର୍ଷ ର ଶିଶୁ ନିଖୋଜ ହୋଇଯାଇଥିଲେ l ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଥିଲା l ଘଟଣା ରୁ

ଶ୍ରୀ ହନୁମାନଙ୍କ ପୀଠରେ ବିଂଶତମ ବାର୍ଷିକ ବିଶ୍ୱଶlନ୍ତି ମହାଯଜ୍ଞ ଉଦଯାପିତ

( ବିଶାଳ କଳସ ଯାତ୍ରାରେ ଯୋଗଦେଲେ ୧୫୨ ବ୍ରତଧାରୀ ) ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋପୀନାଥପୁର ସାହିସ୍ଥିତ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପରିଚାଳନା କମିଟିର ସଭାପତି ରବୀନ୍ଦ୍ର କୁମାର ସାହୁଙ୍କ ଆବାହକତ୍ୱରେ ବୁଧବାରଦିନ ଶ୍ରୀ ରଘୁନାଥ ଜୀଉ

ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ ଶୀର୍ଷକ ଆଲୋଚନା

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜାତୀୟ ଶିକ୍ଷାନୀତି ୨୦୨୦ ଶୀର୍ଷକ ଆଲୋଚନାଚକ୍ର ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଅଛି ।ସଂଘର ସଭାପତି ନରେଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଣପୁର

ନବରଙ୍ଗପୁର ଜିଲ୍ଲା ଓଡ଼ିଶା କର୍ମଜୀବି ସାମ୍ବାଦିକ ସଙ୍ଘ (OUWJ)ର ବାର୍ଷିକ ବନ୍ଧୁମିଳନ ଓ ଆଲୋଚନା ସଭା ଅନୁଷ୍ଠିତ

ଉମରକୋଟ, ୨୯/୦୧/୨୦୨୬ : ନବରଙ୍ଗପୁର ଜିଲ୍ଲା ଓଡ଼ିଶା କର୍ମଜୀବି ସାମ୍ବାଦିକ ସଙ୍ଘ (OUWJ) ପକ୍ଷରୁ ତେନ୍ତୁଳୀଖୁଣ୍ଟି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଙ୍ଗରଦରାଠାରେ ବାର୍ଷିକ ବନ୍ଧୁମିଳନ ଉତ୍ସବ ଓ ଆଲୋଚନା ଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି (୨୮ ଜାନୁଆରୀ) ଅନୁଷ୍ଠିତ

ଚିତ୍ରକୋଣ୍ଡାରେ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ

, ନୂତନ ସଦସ୍ୟତା ଗ୍ରହଣ କଲେ ୮ ସାମ୍ବାଦିକ ମାଲକାନଗିରି (ସୁଧାଂଶୁ ଶେଖର ମହାନ୍ତି) : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ଥିତ ଇକୋ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଉତ୍କଳ

ଧାନମଣ୍ଡୀ ଅବ୍ୟସ୍ଥାକୁ ନେଇ ଚକଅଖ ବନ୍ଦ, ଯାତ୍ରୀ, ବିଦ୍ୟାର୍ଥୀମାନେ ସମସ୍ୟାର ସମ୍ମୁଖୀନ

କୋରାପୁଟ / କୋଟପାଡ଼ : ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ସାରା ରାଜ୍ୟର ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଓଡିଶା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସରକାରଙ୍କ ଚାଷୀ ମାରଣନୀତିକୁ ପ୍ରତିବାଦ କରି ସାରା ରାଜ୍ୟରେ ଚକଅଖ ବନ୍ଦ ଡାକରା ଦେଇଥିଲା, ଏହାକୁ ସମର୍ଥନ କରି

ଆଦିବାସୀ ମହାବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ତଥା