Browsing Category

ଆଞ୍ଚଳିକ

କାର ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ…

ଦାରିଙ୍ଗବାଡି,୫/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଠାରେ ଏକ ଲୁନା ବାଇକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୟସ୍କ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡା ଗ୍ରାମ, କଲୋନୀ ସାହିର କାମଦେବ ଦିଗାଲ ଏବଂ ତାଙ୍କ…

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଫୁଲବାଣୀ : ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ଏଜେଓ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବ୍ଲକରେ ଅଧ୍ୟୟନ କରୁଥିବା ସମସ୍ତ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ…

ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ

ଦାରିଙ୍ଗବାଡ଼ି (୪/୧୨) : ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,…

ଶ୍ରୀନୃସିଂହନାଥଙ୍କ ସେବାଧାରୀ ଦାସୁଡୁ ଆର.ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର : ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ) ସେବା ନୃତ୍ୟ କଳାକେନ୍ଦ୍ର ଭାଗବତ ଗାଦୀ ର ମୁଖ୍ୟ ବଡ଼ ଦାସୁଡୁ ଆର.ସତ୍ୟମ ରେଡ୍ଡୀ ଜଣେ କୋହଲା ନୃତ୍ୟ ଦାସୁଡୁ ସଂଗଠକ ଭାବେ ସେ ବହୁମୁଖୀପ୍ରତିଭା ର ଅଧିକାରୀ ହୋଇ ରାଜ୍ୟ ଓ ଜାତୀୟସ୍ତରରେ ସମ୍ମାନୀତ ହୋଇଆସିଛନ୍ତି । ନିକଟରେ…

ସାଥୀ ବସନ୍ତ ନନ୍ଦ ଥିଲେ ଅନ୍ୟାୟ ଓ ଦୁର୍ନୀତି ବିରୋଧର ଲଢ଼େଇର ଏକ ପ୍ରତୀକ

ଆଜି ସିପିଏମ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ବସନ୍ତ ନନ୍ଦଙ୍କ ପ୍ରଥମ ମୃତ୍ୟୁ ବର୍ଷିକୀ ପାଳିତ ହୋଇଯାଇଛି।ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଆୟୋଜିତ ସଭାରେ ପାର୍ଟିର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗ ଦେଇ ବସନ୍ତ ନନ୍ଦଙ୍କୁ ଜଣେ ଆଦର୍ଶବାଦୀ ଓ ଲଢୁଆ ଯୁବନେତା ଥିଲେ…

ବିଶ୍ଵ ବନ୍ୟ ପ୍ରାଣୀ ସଂରକ୍ଷଣ ଦିବସ

ବ୍ରହ୍ମପୁର(୦୪/୧୨) : ଆଜି ବିଶ୍ଵ ବନ୍ୟ ପ୍ରାଣୀ ସଂରକ୍ଷଣ ଦିବସ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହୁରୀ କାଳୁଆ ପୀଠରେ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ "ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର…

ଆତ୍ମ ସମର୍ପଣ କରିଥିବା ଦୁଇ ମାଓବାଦୀ ବୈବାହିକ ବନ୍ଧନରେ ବାନ୍ଧିହେଲେ

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ରିଜର୍ଭ ପଡିଆ ଠାରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ପୂର୍ବରୁ ଆତ୍ମ ସମର୍ପଣ କରିଥିବା ଦୁଇ ମାଓବାଦୀ ଯଥା ସପ୍ନିତା ପାଟମାଝି(ନନ୍ଦିନୀ) ଓ ଫୁଲବତୀ ଉଶେଣ୍ଡି (କରୁଣା) ଆତ୍ମ ସମର୍ପଣ କରିଥିବା ମାଓବାଦୀ ବୈବାହିକ ବନ୍ଧନରେ ବାନ୍ଧି…

ଅପହଞ୍ଚ ଇଲାକାକୁ ୫ କିମି ପାଦରେ ଚାଲି ଚାଲି ଯାଇ ସମସ୍ୟା ପଚାରି ବୁଝିଲେ ଡିଏଲଏସ ସଚିବ

ଫୁଲବାଣୀ :- କନ୍ଧମାଳ ଜିଲାର ଏଭଳି ଏକ ଅପହଞ୍ଚ ଗ୍ରାମ ରହିଛି ଯେଉଁଠି ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ଯୋଗାଣ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ l ଏପରିକି ସର୍ବନିମ୍ନ ମୌଳିକ ସୁବିଧା ପାଇବାକୁ ହେଲେ ୧୦ କିମି ଦୂର ରାସ୍ତା ଚାଲି ଚାଲି ଆସିଲେ କିଛି ପରିମାଣରେ ମିଳୁଥିବା କହିଛନ୍ତି…

ମୋ ଭାଷା ସାହିତ୍ୟ ତରଫରୁ ସମର୍ଦ୍ଧିତ ହେଲେ ଡ଼ଃ ନୃସିଂହାନନ୍ଦ

ଫୁଲବାଣୀ :- କନ୍ଧମାଳର ବରିଷ୍ଠ ସାହିତ୍ୟିକ, ଶିକ୍ଷାବିତ ଓ ସମାଜସେବି ଡ଼ଃ ନୃସିଂହାନନ୍ଦ ମହାପାତ୍ର ଯମ୍ଭରା, କେନ୍ଦୁଝରର ମୋ ଭାଷା ସାହିତ୍ୟ ଅନୁଷ୍ଠାନ ତରଫରୁ ସମର୍ଦ୍ଧିତ ହୋଇଛନ୍ତି l ଅନୁଷ୍ଠାନର ରାଜ୍ୟସ୍ତରୀୟ ଏକାଦଶ ଅନନ୍ୟା ମହୋତ୍ସବ ଅବସରରେ ଆୟୋଜିତ ଏହି ସାରସ୍ୱତ ସମାବେଶ ରେ ଡ଼ଃ…