Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଡିସେମ୍ବର ଶେଷ ସପ୍ତାହରେ ଗୋପାଳପୁର ବେଳାଭୂମି ମହୋତ୍ସବ : ସମସ୍ତ ବିଭାଗକୁ ଯୋଜନା ପ୍ରସ୍ତୁତ କରିବାକୁ…
ବ୍ରହ୍ମପୁର : ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହ ସମୟରେ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଗୋପାଳପୁର ବେଳାଭୂମି ମହୋତ୍ସବ ସହିତ ମିଳିତ ଭାବେ ଅନୁଷ୍ଠିତ ହେବ ଓରମାସ୍ ଦ୍ବାରା ପଲ୍ଲିଶ୍ରୀ ମେଳା, ପଲ୍ଲିଶ୍ରୀ ମେଳା ସହିତ ବେସରକାରୀ ସଂସ୍ଥା ଗୁଡିକ ମଧ୍ୟ ଷ୍ଟଲ ବୁକ୍ କରି!-->…
ବୁଲା କୁକୁରପଲ ଆକ୍ରମଣରୁ କୃଷ୍ଣସାର ମୃଗ ଉଦ୍ଧାର
ବୁଗୁଡ଼ା : ବୁଗୁଡ଼ା ବ୍ଲକର ପ୍ରତାପ ଧନଞ୍ଜୟ ପୁର ଶାସନ ନିକଟସ୍ଥ ବିଲରେ ଏକ କୃଷ୍ଣସାର ମୃଗକୁ ବୁଲା କୁକୁରମାନେ ଦଳବଦ୍ଧ ଭାବେ ଆକ୍ରମଣ କରୁଥିଲେ । ଏହି ସମୟରେ ଅବସରପ୍ରାପ୍ତ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଦେଖି ସେମାନଙ୍କ କବଳରୁ ମୃଗଟିକୁ ଉଦ୍ଧାର କରି ବୁଗୁଡ଼ା ବନ ବିଭାଗକୁ ଖବର ଦେଇଥିଲେ!-->…
ବ୍ରାହ୍ମଣସମାଜର କାର୍ଯ୍ୟ କାରିଣୀ ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବ୍ରାହ୍ମଣ ସମାଜର କାର୍ଯ୍ୟ କାରିଣୀ ବୈଠକ ବ୍ରାହ୍ମଣ ସମାଜର ସଭାପତି ପିତାମ୍ବର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବ୍ରାହ୍ମଣ ସମାଜର ସମ୍ମିଳନୀ ଉପରେ ଆଲୋଚନା ହୋଇଥିଲା l ଏଥି ସହିତ!-->…
ମାଲକାନଗିରି ପ୍ରିମିୟର ଲିଗ୍ ଆରମ୍ଭ ପୂର୍ବରୁ ଖେଳାଳି ଚୟନ କାର୍ଯ୍ୟକ୍ରମ
ମାଲକାନଗିରି : କ୍ରୀଡାର ବିକାଶ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ଫୋକସ ଦେଇ କ୍ରୀଡାକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି । ତେବେ ତୃଣମୂଳ ସ୍ତ୍ରରରୁ ମଧ୍ୟ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଯୁବ ଗୋଷ୍ଠୀ ଦ୍ୱାରା ବିଭିନ୍ନ କ୍ଲବ କରାଯାଇ ବିଭିନ୍ନ ଖେଳ ଅଭ୍ୟାସ ଓ!-->…
ଆଦର୍ଶ ଶିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ କେଣ୍ଡେଲ ଶୋଭାଯାତ୍ରା
ଛତ୍ରପୁର : ଛତ୍ରପୁର ସହରର ଜଣାଶୁଣା ମାଷ୍ଟର କୋଚିଂ ସେଣ୍ଟର ର ପ୍ରତିଷ୍ଠାତା ତଥା ଆଦର୍ଶ ଶିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ (୪୮) ବୟସରେ ଗତ ୧୮ ତାରିଖରେ ପଢଉଥିବା ବେଳେ ହୃଦଘାତରେ ବିୟୋଗ ଘଟିଛି। ସେ ଜଣେ ଛତ୍ରପୁର ସହରର ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ଥିଲେ । ତାଙ୍କ ବିୟୋଗରେ ଛତ୍ରପୁର!-->…
ସ୍ୱାଭିମାନ ଅଞ୍ଚଳରେ ବ୍ଲକସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ ଅଧୀନ ସରକାରୀ ଅନୁସୂଚୀତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟ ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଚାରି ଗୋଟି ବିଦ୍ୟାଳୟ ଯଥା ବଡ଼ପଡା ସରକାରୀ ଏସଏସଡି,ବଡପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,!-->…
କଡା ସୁରକ୍ଷା ମଧ୍ୟରେ ସମେଟିଭ୍ ଆସେସମେଣ୍ଟ-୧ର ପ୍ରଶ୍ନପତ୍ର
ବୁଗୁଡ଼ା : ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେଟିଭ୍ ଆସେସମେଣ୍ଟ-୧ର ପ୍ରଶ୍ନପତ୍ର ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ନୋଡାଲ୍ ସେଣ୍ଟରରେ ପୋଲିସ ପହରା ସହ କଡା ସୁରକ୍ଷା ମଧ୍ୟରେ ରହିଥିବା ଜଣାଯାଇଛି । ଏହି ନୋଡାଲ ସେଣ୍ଟର ସୁପରିଟେଣ୍ଡେଣ୍ଟ୍!-->…
ନଵନିଯୁକ୍ତ ଆୟୁଷ ଡାକ୍ତରମାନଙ୍କ ଛଅ ଦିନିଆ ତାଲିମ ଶିବିର
ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠ ଅଙ୍କୁଶପୁର ସ୍ଥିତ କବି ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ କଲେଜ ରେ ନଵନିଯୁକ୍ତ ଆୟୁଷ ଡାକ୍ତର ମାନଙ୍କ ଛଅ ଦିନିଆ ତାଲିମ ଶିବିର ଆଜିଠାରୁ ଆରମ୍ଭ ହୋଇଛି l ଧନ୍ନନ୍ତ୍ୱରୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରି ତାଲିମ ଶିବିର ର ଉଦଘାଟନ!-->…
ମହୁମାଛି ଆକ୍ରମଣରେ ୬୫ ବର୍ଷିୟ ବୃଦ୍ଧ ଗୁରୁତର
ଦାରିଙ୍ଗବାଡ଼ି,୨୧/୧୧ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଶ୍ରୀପଙ୍କା ଗ୍ରାମର ବୃଦ୍ଧ ପିର୍ସି ପ୍ରଧାନ(୬୫) ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଯେ ଗାଁ ନିକଟରେ ଥିବା ତେନ୍ତୁଳି ଗଛରେ ମହୁମାଛି ବସା ବାନ୍ଧି ରହିଥିଲା। ଗତକାଲି ଉକ୍ତ ମହୁମାଛି ବସାକୁ ଚିଲ ଆଘାତ!-->…
ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟିରେ ପାଳନ ହେଲା ବିଶ୍ୱ ମତ୍ସ୍ୟ ଦିବସ
ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ବନ୍ଦର ପରିସରରେ ଥିବା ଜେଟି ନିକଟରେ ପ୍ରଥମ ଥର ଭାବେ ଆର୍ଯ୍ୟପଲ୍ଲୀ ମତ୍ସ୍ୟଜିବୀ କମିଟି ପକ୍ଷରୁ ବିଶ୍ୱ ମତ୍ସ୍ୟଜିବୀ ଦିବସ ପାଳିତ ହୋଇଯାଇଛି । ସାରା ବିଶ୍ୱରେ ଆଜି ମତ୍ସ୍ୟ ଦିବସ ପାଳନ କରାଯାଉଥିବା ବେଳେ ଅଂଚଳର!-->…