Browsing Category

ଆଞ୍ଚଳିକ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଦାରିଙ୍ଗବାଡ଼ି, ୨୧/୧୧ : କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଆଜି ଦାରିଙ୍ଗବାଡ଼ିଠାରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତରୁ ବିଭିନ୍ନ ସମସ୍ୟା ନେଇ ୭୪ଟି ଅଭିଯୋଗ ଉପସ୍ଥାପନ ହୋଇଥିଲା। ହେଲେ ୪୧ଟି ସାମୁହିକ ଓ ୩୩ ବ୍ୟକ୍ତିଗତ ଅଭିଯୋଗ ଥିଲା।…

ଏବିଭିପି ପକ୍ଷରୁ ଝାନ୍ସୀ ରାଣୀ ଜୟନ୍ତୀ ପାଳିତ

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ଜୟନ୍ତୀ ଅବସରରେ ଫୁଲବାଣୀ ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ଏହି ଝାନ୍ସୀରାଣୀ ଲକ୍ଷ୍ମୀ ବାଇଙ୍କ ଜନ୍ମ ଜୟନ୍ତୀ ଅବସରରେ…

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଧାମୋହନ ମହାପାତ୍ର

ଫୁଲବାଣୀ : ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଧାମୋହନ ମହାପାତ୍ର । କନ୍ଧମାଳ ଜିଲ୍ଲା ପାଇଁ ତଥା କନ୍ଧମାଳ ଜିଲ୍ଲାର ପ୍ରତିଟି ଜନ ସାଧାରଣଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା କନ୍ଧମାଳର ମଉଡମଣୀ ତଥା କନ୍ଧମାଳ ପିପୁଲସ ଫୋରମ ସଭାପତି,ଯୁବ ସମାଜସେବୀ ,ଦକ୍ଷ ସଂଗଠକ, ଲେଖକ ତଥା…

ମତାଝରି ବିଦ୍ୟାଳୟରେ ପୋଷାକ ବିତରଣ ମେଳା

ବୁଗୁଡା : ବୁଗୁଡ଼ା ବ୍ଲକ ମତାଝରି ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିନବନ୍ଧୁ ନାଇକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସିସି ଆଶୁତୋଷ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ତାକରଡା ସରପଞ୍ଚ…

ଅଷ୍ଟମ ପର୍ଯ୍ୟାୟରେ ମାର୍କଣ୍ଡି ବେଳାଭୂମୀ ସଫେଇ କଲେ ଇକୋ ୱାରିୟର

ବ୍ରହ୍ମପୁର : ଗଞ୍ଜାମ ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦି ଇକୋ ୱାରିୟର ପକ୍ଷରୁ ଅଷ୍ଟମ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ବ୍ଲକ ସ୍ଥିତ ମାର୍କଣ୍ଡି ବେଳାଭୂମୀକୁ ସଫେଇ କରାଯାଇଛି । ସଂଗଠନ ପକ୍ଷରୁ ଗଞ୍ଜାମ ରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ୟସ୍ତ ବେଳାଭୂମିକୁ ପ୍ଲାଷ୍ଟିକ…

ଆଇଟିଡିଏ ସମ୍ମିଳନୀ କକ୍ଷରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ…

ଫୁଲବାଣୀ :- ନଭେମ୍ବର ୨୧ ତାରିଖକୁ ବିଶ୍ୱ ମତ୍ସ୍ୟ ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ…

ବାଲ୍ୟ ବିବାହ ରୋକିବାକୁ ସ୍ୱାଭିମାନ ଅଞ୍ଚଳରେ ସଚେତନ କଲା ପରି ରଥ…

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲାରୁ ବାଲ୍ୟ ବିବାହକୁ ନିଷେଧ ତଥା ରୋକିବାକୁ ଜିଲ୍ଲାର ସମସ୍ତ ବିଭାଗ ତରଫରୁ ଉଦ୍ୟମ ଜାରିରହିଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ୱତନ୍ତ୍ର ବାଲ୍ୟ ବିବାହ ରୋକିବାକୁ ଏକ ପରି ରଥ ଆଜି ଚିତ୍ରକୋଣ୍ଡା ବ୍ଲକ ଆଇ.ସି.ଡ଼ି.ଏସ. କାର୍ଯ୍ୟାଳୟ…

ଜିଲା ସମବାୟ ସଂଘ ପକ୍ଷରୁ ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

ଫୁଲବାଣୀ : ଜିଲ୍ଲା ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସମବାୟ ସଂଘର ସଭାପତି ସୁପ୍ରଭା ନାୟକଙ୍କପୌରୋହିତ୍ୟରେ ୬୯ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି।ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ର ସଭାପତି ଅରୁଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ସମବାୟ ସଂସ୍ଥା ଗୁଡିକ ସୁଦୃଢ କରିବାକୁ ଓ…

ଫୁଲବାଣୀ,ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଦ୍ବିବାର୍ଷିକ କର୍ମକର୍ତ୍ତା ଚୟନ

ଫୁଲବାଣୀ, ୨୦ା୧୧ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଏକ ସାଧାରଣ ପରିଷଦ ବୈଠକ, ଫୁଲବାଣୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ଠାରେ ଅନୁଷ୍ଠାନର ସଭ୍ୟ/ ସଭ୍ୟାଙ୍କ ଉପସ୍ଥିତିରେ ଆଗାମୀ ତ୍ରୟୋଦଶ ପୁସ୍ତକ ମେଳା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ…

ଗଞ୍ଜାମ ଜିଲ୍ଲାସ୍ତରୀୟ ଖରିଫ ବର୍ଷ ଧାନ ସଂଗ୍ରହ କମିଟି ବୈଠକ

ଧାନ ସଂଗ୍ରହ ସଂଖ୍ୟା ବୃଦ୍ଧି ନିମନ୍ତେ ଜନ ପ୍ରତିନିଧି ଅନୁରୋଧ କରିଥିଲେ । ଛତ୍ରପୁର : ଖରିଫ ବର୍ଷ ୨୦୨୨-୨୩ ଧାନ ସଂଗ୍ରହ କମିଟି ବୈଠକ ଜୁମ ଆଭାଷୀ ମାଧ୍ୟମରେ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…