Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା : ଦୁଇ ଶହ କଂଗ୍ରେସ ଓ ବିଜେପି କର୍ମୀ ବିଜେଡ଼ିରେ ସାମିଲ
ଦାରିଙ୍ଗବାଡ଼ି, ୧୭/୧୧, (ନିପ୍ର) : ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇବା ହି ଏହି ଜନ ସମ୍ପର୍କ ପଦଯାତ୍ରା ର ମୁଖ୍ୟ ଉଦେଶ୍ୟ। ଏହି ଅବସରରେ!-->!-->!-->…
ଚିକିଟି ହାଇସ୍କୁଲରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ଵିଜ୍ଞାପିତ ଅଞ୍ଚଳ ପରିଷଧ ଅନ୍ତର୍ଗତ ସର୍ବ ପୁରାତନ ଚିକିଟି ନୋଡାଲ ହାଇସ୍କୁଲ ପ୍ରତିଷ୍ଠାର ୫୦ବର୍ଷ ପୂର୍ତ୍ତି ଅବସରରେ ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ।ତେବେ ଏଇଥିପାଇଁ ବୁଧବାର ସନ୍ଧ୍ୟାରେ ୧୯୭୨ମସିହାରୁ ଏଯାବତ ବିଦ୍ୟାଳୟ ରେ ଅଧ୍ୟୟନ କରିଥିବା ଛାତ୍ର!-->…
ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ନିର୍ମାଣ ନିମନ୍ତେ ଓଡିଶା ଉନ୍ନୟନ ଫୋରମ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଛତ୍ରପୁର : ଓଡ଼ିଶା ଉନ୍ନୟନ ଫୋରମ୍ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ଗ୍ରୀନ ଫିଲ୍ଡ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କ ଉଡାଣ ଯୋଜନାରେ ଗଞ୍ଜାମ ଜିଲ୍ଲାର!-->…
ଆମାକୁଣ୍ତର ପୁନଃରୁଦ୍ଧାର କରିବା ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ
ମାଲକାନଗିରି, ୧୭।୧୧ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁହାଯାଏ ମାଲକାନଗିରି ଜିଲ୍ଲାକୁ । ଏହି ଗନ୍ତାଘରର ଅନ୍ୟତମ ସୃଷ୍ଟି ହେଉଛି ଖଇରପୁଟ ବ୍ଲକରେ ଅବସ୍ଥିତ ଆମାକୁଣ୍ଡ । ଯାହାକି ପୁରାଣ ବର୍ଣ୍ଣିତ ରାମାୟଣରେ ମଧ୍ୟ ଉଲ୍ଲେଖ ରହିଛି । କିନ୍ତୁ ଆଜି ଏହା ଅପରିତ୍ୟକ୍ତ ଅବସ୍ଥାରେ ପଡ଼ି!-->…
ମଙ୍ଗଳ ବିଭାଗ ଛାତ୍ରାବାସରେ ଜୁନିୟରଙ୍କୁ ମାଡ଼ ଘଟଣା: ପ୍ରଶାସନର ରାତିଅଧିଆ ଯାଞ୍ଚ
ଦାରିଙ୍ଗବାଡି //ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ରେ ଥିବା ମଙ୍ଗଳ ବିଭାଗ ଛାତ୍ରାବାସରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ରମାନେ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଏବେ କଠୋର!-->…
କଟକ ବାଲିଯାତ୍ରା ରେ କନ୍ଧମାଳ ହଳଦୀର ଚାହିଦା ଅଧିକ
ବାଲିଗୁଡା : କନ୍ଧମାଳ ହଳଦୀର ଚାହିଦା ସାରା ବିଶ୍ୱରେ ରହିଛି। ଜୈବିକ ପଦ୍ଧତିରେ ଚାଷ ହୋଉଥିବା ଏହି ହଳଦୀ ବିଭିନ୍ନ ରୋଗକୁ ପ୍ରତିହତ କରୁଛି। ଫଳରେ ଏହା ଜି ଆଇ ଟ୍ୟାଗର ମାନ୍ୟତା ପାଇଥିବାରୁ ଏହାର ଚାହିଦା ଅଧିକା ରହିଥିବା କୁହାଯାଇଛି। ତେବେ ରାଜ୍ୟ ତଥା ରାଜ୍ୟ ବାହାରେ ଯେଉଁଠିବି ମେଳା ହୁଏ!-->…
ଚିତ୍ରକୋଣ୍ଡା ରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ କଳାବ୍ୟାଚ ପିନ୍ଧି ପ୍ରତିବାଦ
ଚିତ୍ରକୋଣ୍ଡା(୧୭/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟର ଠିକା କର୍ମଚାରୀ,ବନାଞ୍ଚଳ କାର୍ଯ୍ୟାଳୟରେ ଥିବା ଠିକା କର୍ମଚାରୀ,ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ଠିକା କର୍ମଚାରୀ ଏବଂ ବାଲିମେଳା ଜଳ ଭଣ୍ଡାର ପ୍ରକଳ୍ପ ଅଧୀନରେ ଥିବା!-->…
ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ଗୌଡିଆବୋରଦା ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସୁନ୍ଦରୀ ମହାରଥାଙ୍କ ତତ୍ତ୍ବାବଧାନ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଶିବିରରେ!-->…
ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ସ୍ମାରକପତ୍ର
ଫୁଲବାଣୀ : ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ଆଦିବାସୀ ବ୍ୟାପାର କଲ୍ୟାଣ ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାରତ ସରକାର ବିଶେଶ୍ଵର ଟୁଡୁ ଙ୍କୁ ଦିଆଯାଇଛି । ଏଥିରେ ଯାହା ଲିଖିତ ରହିଛି କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରିକ,!-->…
ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ
ଫୁଲବାଣୀ (୧୭/୧୧) : ଖରିଫ୍ ବର୍ଷ- ୨୦୨୨-୨୩ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ଵରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଯେଉଁ ମଣ୍ଡିଗୃହ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଅଧାରେ ପଡ଼ିରହିଛି!-->…