Browsing Category

ଆଞ୍ଚଳିକ

ରୋଟାରୀ କ୍ଲବ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ବେଲଗୁଣ୍ଠା (୧୭/୧୧) : ଭଞ୍ଜନଗର ରୋଟାରୀ କ୍ଳବ୍ ବିଭିନ୍ନ ସମୟରେ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ଅଞ୍ଚଳରେ ପ୍ରଶଂସା ସାଉଁଟି ଥିବା ବେଳେ ଆଜି କ୍ଳବ୍ ତରଫରୁ ଜାତୀୟ ପ୍ରେସ୍ ଦିବସ ଅବସରରେ ବେଲଗୁଣ୍ଠା ସାଇ ଆଇଟିଆଇ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି । ରୋଟାରୀ କ୍ଳବ୍…

ବି.ଏସ୍‌.ଏଫ୍ ତରଫରୁ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ…

ମାଲକାନଗିରି, ୧୭।୧୧: ମାଲକାନଗିରି ଜିଲ୍ଲା ସଦର ମହକୁମା ଏମ୍‌.ଭି.୩ ବି.ଏସ୍‌.ଏଫ୍ କ୍ୟାମ୍ପ ପରିସରରେ ଆଜି ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ବି.ଏସ୍‌.ଏଫ୍‌. ଡିଆଇଜି ସୈଲେନ୍ଦ୍ର କୁମାର ସିଂନ୍ହା ଉପସ୍ଥିତ ରହି ମାଲକାନଗିରି…

ଡିସେମ୍ବରରେ ହେବ ଦୁଇ ଦିନିଆ ଲୋକକଳା ମହୋତ୍ସବ

ବ୍ରହ୍ମପୁର: ବ୍ରହ୍ମପୁର ଗୋଷଣିନୂଆଁଗାଁ ସ୍ଥିତ କଲାଞ୍ଜଳି ଆଟିଷ୍ଟ ଟ୍ରଷ୍ଟ ଠାରେ ଅନୁଷ୍ଠିତ ହୋଇ ସାରିଛି ଲୋକ କଳା ମହୋତ୍ସବର ପ୍ରସ୍ତୁତି ବୈଠକ ଅବସରରେ ବ୍ରହ୍ମପୁର ସହରର ତଥା ଗଂଜାମ ଜିଲାର ଅନେକ କଳାପ୍ରେମୀ ସଙ୍ଗଠନ ଏବଂ ସଂଗଠନର ଛାମୁଆ ବ୍ୟକ୍ତି ବିଶେଷଙ୍କୁ ନେଇ ଚଳିତ ବର୍ଷ ଡିସେମ୍ବର…

ଭୋକ ଉପାସରେ ସ୍କୁଲ ଛାତ୍ର, ମାତାଲ ହେଇ ବୁଲୁଛି ରୋଷେୟା…!

ନବରଙ୍ଗପୁର : ସ୍କୁଲ କର୍ତ୍ତୃପକ୍ଷ ଙ୍କ ଦାଇତ୍ୱ ହୀନତା ଯୋଗୁ ଆଜି ଭୋକ ରେ ରହିଲେ ସ୍କୁଲ ହଷ୍ଟେଲ ରେ ରହୁଥିବା ୭୨ ଜଣ ଅନ୍ତେବାସୀ l ଘଟଣା ହେଉଛି କିଛି ଏମିତି ପ୍ରଥମାଷ୍ଟମୀ ଉପଲକ୍ଷେ ସରକାରୀ ଛୁଟି ରହିଥିବା ବେଳେ ନବରଙ୍ଗପୁର ସଦର ବ୍ଲକ ବଡ଼ ମସିଗାଁ ପଂଚାୟତ ଅନ୍ତର୍ଗତ ଭଟିଗାଁ ସରକାରୀ…

ତୃତୀୟ ଦିନରେ ପହଞ୍ଚିଛି ଆଉଟ ସୋରସିଂ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ

ଫୁଲବାଣୀ : କନ୍ଧମାଳ ଜ଼ୀଲ୍ଳାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋରସିଂ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳା ଭାବେ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ସରକାର ଯଦିଓ ୨୦.୧୧.୨୦୨୨ ତାରିକ୍ଷ ମଧ୍ୟରେ କିଛି ପଦକ୍ଷେପ ନ…

ନିଃସର୍ତ୍ତ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ : ଗଣ ମାଧ୍ୟମ ଓ ଅଭିବ୍ୟକ୍ତି ର ସ୍ଵାଧୀନତା କୁ ନେଇ…

ବ୍ରହ୍ମପୁର : ଗଣ ମାଧ୍ୟମ ପାଇଁ ଅଭିବ୍ୟକ୍ତିର ସ୍ଵାଧୀନତା ଅଗ୍ନି ପରୀକ୍ଷା ସଦୃଶ୍ୟ ଏବଂ ସାମ୍ପ୍ରତିକ ସମୟ ରେ ନିରପେକ୍ଷ ତଥା ନିର୍ଭୀକ ଭାବରେ ଗଣ ମାଧ୍ୟମ ନିଜ ବିଚାର ନେଇ କାର୍ଯ୍ୟ କରିବା ଆଦୋୖ ସମ୍ଭବ ନୁହେଁ ବୋଲି ନିସର୍ତ୍ତ ତରଫରୁ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଆଲୋଚନା…

ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ତମ ଜାତୀୟ ପ୍ରେସ ଦିବସ ପାଳିତ

ସାମ୍ବାଦିକ ମାନେଗଣତନ୍ତ୍ରର ଜାଗ୍ରତ ପ୍ରହରୀ:ଜିଲ୍ଲାପାଳ ଫୁଲବାଣୀ, ୧୬/୧୧: ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ୫୬ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ…

କୃଷକ ସଚେତନତା ବୈଠକ

କଳାହାଣ୍ଡି ଜିଲ୍ଲା କଲ୍ଲାମୁଣ୍ଡା ଯୋରା ଡବରା କୃଷକ ସମବାୟୁ ଲିଃ ରେ କୃଷକ ସଚେତନତା ଦିବସ ପାଳନ ହୋଇଥିଲା ଏହି ବୈଠକରେ ଉପସ୍ଥିତ ଥିଲେ କଲଲ୍ଲାମୁଣ୍ଡା ବ୍ଲକ୍ ଚେରମେନ୍ କୁନି ସାହୁ ଜିଲ୍ଲାପରିଷଦ ସୁରେଶ ଚୈଧୁରୀ ସମବାୟୁ‌ଲିଃ ସଭାପତି ଦେବରାଜ ରଣା 4ଟି ପଞ୍ଚାୟତର ସରପଞ୍ଚ 200 ଜଣ କୃଷି…

ଟିପିଏସଓଡିଏଲ ତତଫରୁ ଆୟୋଜିତ ଦୁଇ ଦିନିଆ ପ୍ରତିଜ୍ଞା ତାଲିମ୍ ଶିବିର ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ପଞ୍ଚାୟତ ସମିତି ଅଡିଟୋରିୟମରେ ଟିପିଏସଓଡିଏଲ ତତଫରୁ ଆୟୋଜିତ ଦୁଇ ଦିନିଆ ପ୍ରତିଜ୍ଞା ତାଲିମ୍ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା ଦୁର୍ଘଟଣା ପରିବାର ଓ…

ମନ୍ଦରଡାରେ ମହାଲକ୍ଷ୍ମୀ ପୂଜା ଲାଗି କଳସ ଯାତ୍ରା

ପାତ୍ରପୁର : ପାତ୍ରପୁର ବ୍ଳକ ଅନ୍ତର୍ଗତ ମନ୍ଦରଡା ଗ୍ରାମ ରେ ଲକ୍ଷ୍ମୀ ପୂଜା ଲାଗି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ସମୟରେ ଗ୍ରାମ ର ବହୁ ମହିଳା ଓ ପୁରୁଷ ନାମ ସଂକୀର୍ତ୍ତନ ସହିତ ନିକଟରେ ଥିବା ଯାଆଁଳା ନଦୀରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ କଳସ ରେ ଜଳ ସଂଗ୍ରହ…