Browsing Category

ଆଞ୍ଚଳିକ

ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ୪୧ତମ ସ୍ବନକ୍ଷତ୍ର ଦିବସ ପାଳନ

ଦାରିଙ୍ଗବାଡ଼ି, ୧୫/୧୧ : ଦାରିଙ୍ଗବାଡ଼ି ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ଜାଗୃତିର ୪୧ ତମ ସ୍ବନକ୍ଷତ୍ର ଉତ୍ସବ ଆଜି ପାଳନ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଜୀ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ବିଡ଼ିଓ ଗଦାଧର ପାତ୍ର ,ବିଇଓ ରସାନନ୍ଦ କର,ଜାଗୃତି ସଭାପତି ଡ଼ଃ ପି.ଏସ.ଏନ ରାଓ,ଉପସଭାପତି…

ଅଗ୍ନିଶମ ବିଭାଗର ୨୬ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଖୋଜ ଯୁବକ ଉଦ୍ଧାର

ବ୍ରହ୍ମପୁର : ସ୍ଥାନୀୟ ବୈଦ୍ୟନାଥପୁର ଥାନା ଅଧୀନରେ ଥିବା ଲାଞ୍ଜିପଲ୍ଲୀ ନୂଆଁ ବନ୍ଧ ରେ ଲାଞ୍ଜିପଲ୍ଲୀ ରେଡିକା ସାହିର ସଦାନନ୍ଦ ବେହେରା ନାମକ ବ୍ୟକ୍ତି ବୟସ ପ୍ରାୟ ୫୫ ବର୍ଷ ଗାଧୋଇବାକୁ ଯାଇ ପୋଖରିରେ ନିଖୋଜ ଥିଲେ l ସେଠାରେ ଗାଧୋଉଥିବା କିଛି ଲୋକ ସଦାନନ୍ଦ ବୁଡି ଯିବାର ଦେଖି ଅଗ୍ନିଶମ…

ଗଞ୍ଜାମ ଜିଲ୍ଲା ସ୍ତରୀୟ ସଞ୍ଚୟ ପକ୍ଷ ପାଳିତ : ଯୁବ ବୟସରୁ ଛାତ୍ରଛାତ୍ରୀଗଣ ସଞ୍ଚୟ ପ୍ରତି ଆକୃଷ୍ଟ ହେବା ଜରୁରୀ

ବ୍ରହ୍ମପୁର : ଜିଲ୍ଲା ସ୍ତରୀୟ ବିଶ୍ବ ମିତବ୍ୟୟତା ଓ ସଞ୍ଚୟ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଉତ୍ସବ ଛତ୍ରପୁର ଜିଲ୍ଲା ସୂଚନୱା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଏହି ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ…

ବାଲିଗୁଡାର ମୁଠାହେଡ଼ ସାଧୁପାତ୍ରଙ୍କ ଅକାଳ ବିୟୋଗ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ମୁଠାହେଡ଼ ସାଧୁ ପାତ୍ର ଙ୍କ ଅକାଳ ବିୟୋଗ ଯୋଗୁଁ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ହୋଇଛି l ମଙ୍ଗଳବାର ଭୋର ପାଞ୍ଚଟାରେ ତାଙ୍କର ହୃଦଘାତ ରେ ମୃତ୍ୟୁ ଘଟିଛି l ସୋମବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଫୁଲବାଣୀ ସ୍ଥିତ…

ଧନ ଖମାର ହତ୍ୟାକୁ ପ୍ରତିବାଦ କରି ଗିରଫ ହୋଇଥିବା ଆନ୍ଦୋଳନକାରୀଙ୍କୁ ମିଳିନି ଜାମିନ୍

ମାଓ ସଂଗଠନ ତରଫରୁ ୧୮ରେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ବନ୍ଦ୍ ଡାକରା ମାଲକାନଗିରି (୧୫/୧୧) : ବିଗତ ଦିନରେ ଧନ ଖମାରଙ୍କ ସମେତ ଅନ୍ୟ ଏକ ସାଧାରଣ ଆଦିବାସୀଙ୍କୁ ହତ୍ୟା କରି ମାଓବାଦୀ ଏନ୍ କାଉଣ୍ଟର ରୂପ ଦେଇଥିବା ପ୍ରଶାସନକୁ କଡ଼ା ନିନ୍ଦା କରି ଏବଂ ହତ୍ୟାର ପ୍ରତିବାଦ କରି ଗିରଫ…

ସୁନ୍ଦରଗଡ଼ ଜିଲ୍ଲା ବିଜେପିର ଆଦିବାସୀ ଗୌରବ ଦିବସ ପାଳନ

ସୁନ୍ଦରଗଡ଼ : ଆଜି ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି କଳାକୃଷ୍ଣ ଓରାମଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ, ଭୋଜପୁର ଠାରେ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡା ଙ୍କ ୧୪୭ତମ ଜନ୍ମ…

ମାଲକାନଗିରିରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ଦୁଇ ଦିନିଆ କର୍ମଶାଳା

ମାଲକାନଗିରି (୧୫/୧୧) : ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ସଂଯୋଜନ ( ଡିପିଏମୟୁ) ବିଭାଗର ମିଳିତ ଆନୁକୁଲ୍ୟରେ ‘ ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟ ରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ’ ବିଷୟବସ୍ତୁ ନେଇ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଆରମ୍ଭ ହେଲା ଅପରେସନ ନୀଳ ଜହର

ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ ହେଲା ୧୧୦ ଏକର ବେଆଇନ୍ ଗଞ୍ଜେଇ ଚାଷଫୁଲବାଣୀ : ଆରମ୍ଭ ହେଲା ଅପରେସନ ନୀଳ ଜହର। କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି ଅପରେସନ। ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର…

ଅଲାଞ୍ଜୁରୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ପାଳନ

ଦାରିଙ୍ଗବାଡି (୧୫/୧୧) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଅଲାଞ୍ଜୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶତ ବାର୍ଷିକି ଉତ୍ସବ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି। ଏହି ଶତ ବାର୍ଷିକ ଉତ୍ସବ ପାଳନ ଅବସରରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ…

ଦମନ ଚଳଚ୍ଚିତ୍ରକୁ ନିଜର ବାୟୋପିକ କହି ପ୍ରଶଂସା ସାଉଁଟୁଥିବା ଜୈନିକ ଡାକ୍ତରଙ୍କୁ ବୁଦ୍ଧିଜୀବୀ ମହଲରେ ଜୋରଦାର ବିରୋଧ

ମାଲକାନଗିରି କୁଡୁମୁଲୁଗୁମ୍ମା : ସଂପ୍ରତି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜୋରଦାର ଚର୍ଚ୍ଚା ରେ ଥିବା ଅବହେଳିତ ଆଦିବାସୀ ଆଦିଭୂମି ମାଲକାନଗିରି ମାଟି ର କଥା ବ୍ୟଥା ର ମର୍ମସ୍ପର୍ଶୀ କାହାଣୀ କୁ ନେଇ ନିର୍ମିତ ଚଳଚ୍ଚିତ୍ର" ଦମନ" ର ମନ୍ତ୍ରମୁଗ୍ଧ କଥାବସ୍ତୁ କୁ ନେଇ ବୁଦ୍ଧିଜୀବୀ ମହଲରେ ଜୋରଦାର…