Browsing Category

ଆଞ୍ଚଳିକ

ଦୁର୍ନୀତି ନିବାରଣ ସପ୍ତାହ ପାଳନ ସକାଶେ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର : ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ସକାଶେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ – ବିଷୟ ବସ୍ତୁକୁ ନେଇ ଏକ ବାକ୍ ଚାତୁରୀ ପଟୁତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ…

କେଡିଏମ ଏଫ ପକ୍ଷରୁ ମୃତ ସାମ୍ବାଦିକଙ୍କୁ ଆର୍ଥିକ ସହାୟତା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ : ଗତ ମଙ୍ଗଳବାର ଦିନ ସନ୍ଧ୍ୟା ରେ ଏକ ସାଙ୍ଘାତିକ ଦୁର୍ଘଟଣାରେ ଶିକାର ହୋଇଥିବା ଫୁଲବାଣୀର ମୃତ ସାମ୍ବାଦିକ ୱେବ ଚାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମଞ୍ଜୁର ନିମନ୍ତେ କନ୍ଧମାଳ ଜିଲ୍ଲା…

ବୁଗୁଡ଼ାରେ ଅଁଳା ନବମୀ ଉତ୍ସବ ପାଳିତ

ବୁଗୁଡ଼ା : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଅଁଳା ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟବିରଞ୍ଚି ନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ମନ୍ଦିରରେ ପୁରୋହିତ ଉମାକାନ୍ତ ଦାଶଙ୍କ ତତ୍ତ୍ବାବଧାନରେ ଉକ୍ତ ଉତ୍ସବ ପାଳନ ଅବସରରେ ଦେବାଦେବୀଙ୍କ ପହଡ, ଅବକାଶ…

ଦକ୍ଷତା ବିକାଶ କେନ୍ଦ୍ରରେ ସଫଳତା ହାସଲ ପରେ ତାମିଲନାଡୁ ରେ ନିଯୁକ୍ତି ପାଇଲେ ଜିଲ୍ଲାର ୨୧ ଜଣ ଯୁବକ ଯୁବତୀ…

ମାଲକାନଗିରି ୨/୧୧ ରୋଜଗାର କରି ନିଜ ଗୋଡ଼ରେ ଛିଡା ହୋଇ ଆତ୍ମ ସ୍ୱାଭିମାନ ର ସହିତ ବଞ୍ଚିବା ପାଈଁ ସୁନ୍ଦର ସ୍ବପ୍ନ ସମସ୍ତେ ଦେଖନ୍ତି। କିନ୍ତୁ ଯେଉଁ ଯୁବକ ଯୁବତୀ ମାନେ ବେକାର ରହି ଯାଉଛନ୍ତି ସେମାନଙ୍କୁ କର୍ମ ନିଯୁକ୍ତି ଦେବାପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା…

ଦେବାଦେବୀଙ୍କୁ ଅପଶବ୍ଦ କହି ଧର୍ମୀୟ ଭାବନାକୁ ଆଘାତ ବିରୋଧରେ ଗ୍ରାମ ସମାଜ ପକ୍ଷରୁ ଥାନା ରେ ଏତଲା…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି ୭୮ ଗ୍ରାମ ରେ ଦେଖିବାକୁ ମିଳିଛି ଏହି ପରି ଏକ ବିଧର୍ମୀ ଘଟଣା। ସୂଚନା ରୁ ପ୍ରକାଶ ଥାଉ କି ଏମ.ଭି ୭୮ ଗ୍ରାମର ବ୍ୟକ୍ତି ଗୋପାଳ ମଣ୍ଡଳ ହିନ୍ଦୁ ସମାଜରେ ପୂଜା ପାଉଥିବା ଦେବୀଙ୍କୁ ଖରାପ ଭାଷା ରେ ଗାଳିଗୁଲଜ…

ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ, ଜଣେ ସାମ୍ବାଦିକ ଗୁରୁତର

ଫୁଲବାଣୀ : ମଙ୍ଗଳବାର ସନ୍ଧ୍ୟାରେଏକ ସଡକ ଦୂର୍ଘଟଣାରେ ଫୁଲବାଣୀର ୱେବ ଚାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଡିଗାଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଏ ଦୁହେଁ କୌଣସି…

ଚିତ୍ରକୋଣ୍ଡାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ପାନ ଇଣ୍ଡିଆ ସମ୍ପ୍ରକରେ ତାଲିମ କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା : ଗଲା ବର୍ଷ ଭଳି ଚଳିତ ବର୍ଷ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଶିଶୁ ଓ ମହିଳା କଲ୍ୟାଣ ସମିତି ଅନୁଷ୍ଠାନ ର ସଭାଗୃହ ଠାରେ ମାଲକାନଗିରି ଜିଲା ଆଇନ ସେବା ପ୍ରାଧି କରଣ ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ମାଧ୍ୟମରେ ଅଖିଳ…

ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଗୋଶାଳା ଠାରେ ଗୋପଷ୍ଟମୀ କାର୍ଯ୍ୟକ୍ରମ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଠାରେ ଅବସ୍ଥିତ ଗୋ-ଶାଳା ପ୍ରାଙ୍ଗଣରେ ଆଜି ଗୋପାଷ୍ଟମୀ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ଯୋଗଦେଇ ଗୋ-ମାତା ମାନଙ୍କ ଆରାଧନା କରିଥିବା ବେଳେ ଗୋପାଷ୍ଟମୀର ମହତ୍ୱ ସମ୍ୱନ୍ଧରେ ବିସ୍ତୃତ…

ଓଡିଶାର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର ଭାବେ ପୁରସ୍କୃତ ହେଲେ ଭି ଭି ରାମଦାସ

ଫୁଲବାଣୀ:- ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରଶିକ୍ୟୁଟର ଭି ଭି ରାମଦାସଙ୍କୁ ରାଜ୍ୟର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରଶିକ୍ୟୁଟର (ପି ପି)ଭାବେ ସୋମବାର ଦିନ ସରକାର ପୁରସ୍କୃତ କରିଛନ୍ତି। ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ…

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏମଭି 79 ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦଶମ ପ୍ରତିଷ୍ଠା ଦିବସ ପାଳିତ

ମାଲକାନଗିରି : ସ୍ଥାନିୟ ଏମଭି 79 ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏମଭି 79 ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୧୦ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏମଭି 79 ଅଞ୍ଚଳ ର ଲୋକ ଙ୍କ ଆବଶ୍ୟକତା କୁ ଦୃଷ୍ଟି ରେ ଦେଇ 2013 ମସିହା ରେ ନଭେମ୍ବର 1 ତାରିଖ ଦିନ ରେ ଏମଭି 79 ଠାରେ ବ୍ୟାଙ୍କ ର ଏହି ଶାଖା…