Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜାତୀୟ ଓପନ ଦୌଡ଼କୁଦ ଚମ୍ପିଆନସିପ୍ରେ ସ୍ଵର୍ଣ୍ଣ ଜିତି ଥିବା ଶ୍ରାବଣୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା
ଫୁଲବାଣୀ : ବେଙ୍ଗାଲୁରୁର ଶ୍ରୀକ।ନ୍ତିରବା ଷ୍ଟାଡ଼ିୟମରେ ଚାଲିଥିବା ୬୧ତମ ଜାତୀୟ ଓପନ ଦୌଡ଼ କୁଦ ଚାମ୍ପିଆନ୍ ସିପରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିଛନ୍ତି କନ୍ଧମାଳର ଦୌଡ଼ ରାଣୀ ଶ୍ରାବଣୀ ନନ୍ଦ। ୧୦୦ମିଟର ମହିଳା ଦୌଡ଼ରେ ଶ୍ରାବଣୀ ୧୧.୫୫ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ।!-->…
ଏନୱାଇକେ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଭାରତର ପ୍ରତେକ ଜ଼ିଲ୍ଲାରେ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ଏକ ଅକ୍ଟୋବର ଠାରୁ ତିରିଶ ଅକ୍ଟବେର 2022 ପର୍ଯ୍ୟନ୍ତ!-->…
ବ୍ଲକସ୍ତରୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଜିଙ୍ଗା ରାଇକିଆ ଚାମ୍ପିଅନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କେଳାପଡା ପଞ୍ଚାୟତ ଗେରୁପଡା ନଦୀ ଖଣ୍ଡି ଖେଳପଡିଆ ବ୍ଲକ ସ୍ତରୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଉପସ୍ଥିତ ଥିବା ବେଳେ!-->…
ସହର ମଧ୍ୟରେ ପୂର୍ତ୍ତବିଭାଗର ରାସ୍ତାଗୁଡିକ ମରଣ ଯନ୍ତାରେ ପରିଣତ, ରାଜସ୍ବ ଆୟୁକ୍ତଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ୪ ଲକ୍ଷ ଲୋକଙ୍କର ନିର୍ଭର ପେଣ୍ଟସ୍ଥଳୀ ବ୍ରହ୍ମପୁର ଜ଼ିଲ୍ଲା ଓ ଅlନ୍ତଃ ଜ଼ିଲ୍ଲାରୁ ବିଭିନ୍ନ କାର୍ଯ୍ୟର ସହର ମଧ୍ୟକୁ ଦୈନିକ ହଜାର ହଜାର ଯାନବାହାନ ସହ ସଧାରଣ ଜନତାଙ୍କ ଯିବା ଆସିବl ଲାଗିରହିଛି l ବିଭିନ୍ନ ସମସ୍ୟାର ସମାଧାନ ଓ କାର୍ଯ୍ୟକୁ ନେଇ ସହର!-->!-->!-->…
ବଜରଙ୍ଗ ଦଳର ପ୍ରତିଷ୍ଠା ଦିବସ ପାଳନ
ଉମରକୋଟ : ଉମରକୋଟ ସହରରେ ବଜରଙ୍ଗ ଦଳ ତରଫରୁ ସବୁ ହିନ୍ଦୁ ସଂଗଠନଙ୍କୁ ଆହବନ କରି ଧୂମଧାମରେ ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି, ସୂଚନା ମୁତାବକ ରବିବାର ଦିନ ବଜରଙ୍ଗ ଦଳ ତରଫରୁ ଉମରକୋଟ ସବୁ ହିନ୍ଦୁ ସଂଗଠନ ସହ ନବରଙ୍ଗପୁର ଜିଲ୍ଲାର ସବୁ ସହରର, ଏବଂ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଓ!-->…
ଶିଶୁ ଶିକ୍ଷା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଶିଶୁ ଅଧିକାର ସଚେତନ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି, ୧୬/୧୦ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ଠାରେ ଶିଶୁ ଶିକ୍ଷା ଓ ଶିଶୁ ସୁରକ୍ଷା ସହିତ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ସଚେତନ କାର୍ଯ୍ୟକ୍ରମ କ ନୂଆଗାଁ ଜନ ବିକାଶ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅନୁଷ୍ଠାନର!-->…
ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା
ମାଲକାନଗିରି ୧୬/୧୦ : ଅଧୁନା ସମସ୍ୟା ବହୁଳ ସମାଜରେ ଅବକ୍ଷୟଷ୍ଣୁ ବୈଦିକ ସଂସ୍କୃତିକୁ ସୁନିୟୋଜିତ ଭାବରେ ପୁନଶ୍ଚ ଜାଗରଣ କରିବା ପୂର୍ବକ ଆଗାମୀ ପିଢ଼ିକୁ ସଂସ୍କୃତି ସମ୍ପନ୍ନ କରିବା ଉଦ୍ଦେଶ୍ୟରେ, ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଏକ ଗୀତା ଆବୃତ୍ତି ପ୍ରତିଯୋଗୀତା ମାଲକାନଗିରି ଜିଲ୍ଲା!-->…
ଚିତ୍ରକୋଣ୍ଡା ଥାନା ଦ୍ଵାରା ଗଞ୍ଜେଇ ସହ କାର ଜବତ ଦୁଇଜଣ ଗିରଫ
ଚିତ୍ରକୋଣ୍ଡା (୧୬/୧୦) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ସଫଳତା। ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଠାରୁ ଟନେଲକ୍ୟାମ୍ପ ଓ ସ୍ପିଲବାଇ ମଧ୍ୟରେ ଚିତ୍ରକୋଣ୍ଡା ଥାନା ଏସଆଇ ବିଜୟ କୁମାର ମାଝୀ ଗଲା କାଲି ରାତିରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଧଳା!-->…
ମୁଖ୍ୟମନ୍ତ୍ରୀଙ୍କ ୭୭ତମ ଜନ୍ମଦିନ ଅବସରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ
ରାଉରକେଲା : ଓଡିଶା ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଜନ୍ମ ତିଥି ଉପଲକ୍ଷେ ରଘୁନାଥପାଲି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଉରକେଲା ସେକ୍ଟର ୭ ସ୍ଥିତ ସିଅର ଅଫିସ ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
ସୁଡ୍ରା ଜଙ୍ଗଲରେ ଏସଓଜି ଓ ଡ଼ିଭିଏଫର କମ୍ବିଙ୍ଗ ଅପରେସନ ବେଳେ ମିଳିଲା ବିପୁଳ ମାଓ ସାମଗ୍ରୀ
ଫୁଲବାଣୀ -୧୬/୧୦ ଗତ ୧୧ ତାରିଖ ଦିନ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସିମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ମହିଳା କ୍ୟାଡର ମାଓବାଦୀଙ୍କ ମୃତଦେହକୁ ଆଜି ପୁଲିସ!-->…