Browsing Category

ଆଞ୍ଚଳିକ

ପ୍ରାକୃତିକ ବିପର୍ଯୟ ପ୍ରସ୍ତୁତି ବୈଠକ ଏବଂ ଜାତୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ପାଳନ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର :ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜୂମ ମାଧ୍ୟମରେ ପ୍ରାକୃତିକ ବିପର୍ଯୟ ପ୍ରଶମନ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରିବା ସହ…

ବିଦ୍ୟାଳୟ ପରିସରରେ ଭାରତର ପୂର୍ବତନ ରାଷ୍ଟପତି ଡ. ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ଜୟନ୍ତୀ ପାଳିତ…

ଛତ୍ରପୁର :ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛତ୍ରପୁର ବିଦ୍ୟାଳୟ ପରିସରରେ ଭାରତର ପୂର୍ବତନ ରାଷ୍ଟପତି ଡ. ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ଜୟନ୍ତୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ଦାଶଙ୍କ ତତ୍ତ୍ବାବଧାନରେ ପାଳନ କରାଯାଇଅଛି । ଇତ୍ୟ ଅବସରରେ ବିଦ୍ୟାଳୟର ଗୁରୁଜୀ ଶ୍ରୀ ସୁକାନ୍ତ କୁମାର…

୧୭ କିଲୋମିଟର ପାଦରେ ଚାଲି ଚାଲି ଦୁର୍ଗମ ଇଲାକାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତ ମଧ୍ୟରୁ ହାତ ଗଣତି ଦୁଇ ତିନି ଗୋଟି ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ସମସ୍ତ ପଞ୍ଚାୟତ ସମେତ ଅନେକ ଗ୍ରାମ ଦୂର ଦୁରାନ୍ତ ପାଣି ଘେରା, ପାହାଡ଼ ପର୍ବତ ଭିତର ଦୁର୍ଗମ, ଉପାନ୍ତ ଇଲାକାରେ ଅବସ୍ଥିତ l…

ଜନ ଶୁଣାଣି କାର୍ଯ୍ଯକ୍ରମ ରେ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଶୂନ…

ଫୁଲବାଣୀ :- ପାବୁରିଆ ରେ ଇଣ୍ଟରନେଟ କାର୍ଯ୍ୟ ରେ ବାଧାପ୍ରାପ୍ତ ହେଉଥିବା ନେଇ ପାବୁରିଆ ସରପଞ୍ଚ ଙ୍କ ନେତୃତ୍ଵରେ ଗ୍ରାମବାସୀ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ଅଭିଯୋଗ ପତ୍ରରେ ଲିଖିତ ଏହି କି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ…

ପ୍ରଫେସର ଡାକ୍ତର ବିଜୟ କୁମାର ଷଡଙ୍ଗୀଙ୍କ ପ୍ରଥମ ପୂଣ୍ୟତିଥିରେ ଝୁରିଲେ ବ୍ରହ୍ମପୁରର ବୁଦ୍ଧିଜୀବୀ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଭାରତୀୟ ମେଡିକାଲ ଏସୋସିଏସନ ସମ୍ମିଳନୀ କକ୍ଷ ରେ ଓଡିଶାର ବିଶିଷ୍ଟ ଅସ୍ଥି ଶଲ୍ୟ ବିଶାରଦ ପ୍ରଫେସର ଡାକ୍ତର ବିଜୟ କୁମାର ଷଡଙ୍ଗୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ବହୁ ବରିଷ୍ଠ ଚିିକିତ୍ସକ ଙ୍କ ସମେତ ବରିଷ୍ଠ କବି ସାହିତ୍ୟିକ ସାମ୍ବାଦିକ…

ବ୍ରହ୍ମାକୁମାରୀସ୍‌, ଶାନ୍ତିକୁଣ୍ଡ ତରଫରୁ ପ୍ରେସୀଡ଼େନ୍ସି କଲେଜର ସ୍ନାତକ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ସକାଶେ…

ବ୍ରହ୍ମପୁର- ୧୩.୧୦.୨୨: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ପ୍ରଭୁ ଉପହାର ରିଟ୍ରିଟ ସେଂଟର୍ ଅଡିଟୋରିୟମ୍ ମହଲରେ ଆଜି ପ୍ରେସିଡେନ୍ସି କଲେଜର ବି.ସି.ଏ ଏବଂ ବି.ବି.ଏ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ସମତେ ନିର୍ଦ୍ଦେଶକ, ଅଧ୍ୟକ୍ଷ (ଡିନ୍‌) ତଥା ଅଧ୍ୟାପକ, ଅଧ୍ୟାପିକାଙ୍କ…

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ୧ ଲକ୍ଷ ୭୫୦୦୦ ହଜାର ଜୋରିମାନା

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସେସନସ୍ ଜଜ୍ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ବିଚାର କରି ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଏବଂ ପିଡିତାର ବୟାନକୁ ଭିତ୍ତି କରି ମାମଲାର ଅଭିଯୁକ୍ତ ଜଗତ୍ କିଶୋର ସେଠୀ ୨୦ବର୍ଷକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ…

ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର

ଦାରିଙ୍ଗବାଡ଼ି,(୧୪/୧୦) : ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ ବୁଡାନପିପାଲି ଗ୍ରାମ ଜଙ୍ଗଲରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର । ମୃତ ମହିଳା ଜଣକ ହେଲେ ବୁଡାନପିପାଲି ଗ୍ରାମର ପ୍ରକାଶ ପ୍ରଧାନଙ୍କ ସ୍ତ୍ରୀ ସୁମିତ୍ରା ପ୍ରଧାନ । ଏହି ଗ୍ରାମର ପ୍ରକାଶ ପ୍ରଧାନଙ୍କୁ କେର୍କେବାଡ଼ି ଗ୍ରାମର ସନାତନ…

ଶ୍ରମିକ କାର୍ଡ଼ କରାଇ ଦେବି କହି ସାଧାରଣ ଲୋକଙ୍କୁ ଠକି ଦୁଇ ଗିରଫ

ଦାରିଙ୍ଗବାଡ଼ି, ୧୪/୧୦, ଶ୍ରମିକ କାର୍ଡ଼ କରାଇ ଦେବାକୁ କହି ସାଧାରଣ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଛନ୍ତି ଦୁଇ ଜଣ। ସେମାନେ ହେଲେ ଗଜପତି ଜିଲ୍ଲାର ଅଞ୍ଚଳର ଅତ୍ୟୁତ କୁମାର ଜେନା ଓ ରଞ୍ଜିତ ସିଂ ବୋଲି ଜଣାପଡ଼ିଛି। ଦୁଇ ଜଣ ଆଜି ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କିରୀକୁଟି ଅଞ୍ଚଳରୁ…

ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ ପ୍ରତିଯୋଗିତାରେ କନ୍ଧମାଳ ଛାତ୍ରଛାତ୍ରୀଙ୍କ ସଫଳତା

ଦାରିଙ୍ଗବାଡ଼ି,୧୪/୧୦, କନ୍ଧମାଳ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପି ପ୍ରତିଯୋଗିତାରେ ଭାଗନେଇ ୨ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି I ଦାରିଙ୍ଗବାଡ଼ି କୋଚ ଶରତ ଚନ୍ଦ୍ର ଦିଗାଳ, ବ୍ଲାକ ବେଲ୍ଟ…