Browsing Category

ଆଞ୍ଚଳିକ

ବି.ଏସ୍‌.ଏଫ୍ ତରଫରୁ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ

ମାଲକାନଗିରି, ୧୩।୧୦: ମାଲକାନଗିରି ଜିଲ୍ଲା ସଦର ମହକୁମା ଏମ୍‌.ଭି. ୩ ବି.ଏସ୍‌.ଏଫ୍ କ୍ୟାମ୍ପ ପରିସରରେ ଆଜି ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ବି.ଏସ୍‌.ଏଫ୍‌. ଡିଆଇଜି ସୈଲେନ୍ଦ୍ର କୁମାର ସିନ୍ହା ଉପସ୍ଥିତ ରହି ମାଲକାନଗିରି ଜିଲ୍ଲାର…

ବୁଗୁଡାରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ

ବୁଗୁଡା (୧୩/୧୦) : ବୁଗୁଡା ବ୍ଲକରେ ବିଜୁ ଜନତା ଦଳ ତରଫରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଜନସଂପର୍କ ପଦଯାତ୍ରା ଅରଖପୁର ଗ୍ରାମରୁ ଆରମ୍ଭ ହୋଇ ମହୁଲପଲ୍ଲୀ, ବାଲିପଦର, ଅନ୍ତରପଡା , ବକ୍ସିପଲ୍ଲୀ, ଚଢିଆପଲ୍ଲୀ , ଭାମଶିଆଳି ଆଦି ଗ୍ରାମରେ ପରିକ୍ରମା କରି ଗୋଲିଆ ଗ୍ରାମରେ ଶେଷ…

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ପାଳିତ

ଫୁଲବାଣୀ (୧୩/୧୦) : କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଫୁଲବାଣୀ ଏଜେଓ ହାଇ ସ୍କୁଲ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହର ଦ୍ୱିତୀୟ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଚିକିତ୍ସାଳୟର ଏଡିପିଏଚ ଓ( ଡିସି ) ଡାକ୍ତର ବସନ୍ତ କୁମାର…

ଘୁ. ଉଦୟଗିରି ବିଧାୟକ ସମବାୟ ବହୁମୁଖୀ ଲିଃ କାର୍ଯ୍ୟାଳୟ ପରିଦର୍ଶନ କଲେ

ଦାରିଙ୍ଗବାଡ଼ି,୧୩/୧୦: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତକୁ ନେଇଁ ଗତ କାଲି କରା ଯାଇଥିବା ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ଘୁ ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଯୋଗ ଦେଇ ଥିଲେ। ସେହି ଅବସରରରେ ବ୍ରାହ୍ମଣୀଗାଁ ସ୍ଥିତ…

ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ

ବ୍ରହ୍ମପୁର : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲ୍ଲାପାଳ-ତଥା-ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ-ତଥା-…

ସାଇକେଲକୁ ଧକ୍କା ଦେଲା କାର୍, ୪ ଆହତ

ବୁଗୁଡ଼ା : ବୁଗୁଡ଼ା -ନୟାଗଡ ମୁଖ୍ୟ ରାସ୍ତାର କରସିଂ ନିକଟରେ ଏକ କାର(ନଂ-ଓଡି ୨୫ଏ - ୮୨୨୬)ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ସାଇକେଲ ଆରୋହୀଙ୍କ ସମେତ କାରରେ ବସିଥିବା ଗୋଟିଏ ପରିବାରର ତିନି ଜଣ ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଓଡ଼ଗାଁ ମେଡିକାଲରେ…

ଏମକେସିଜି ମେଡିକାଲରେ ସ୍ୱାସ୍ଥ୍ୟ ଚିକିତ୍ସା ଅବସ୍ଥା ସ୍ଥାଣୁ : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ବିରୁଦ୍ଧରେ ୧୧୭ତମ…

ବ୍ରହ୍ମପୁର : ସମଗ୍ର ଦକ୍ଷିଣ ଓଡିଶାର ମୁଖ୍ୟ ହସ୍ପିଟାଲ ଏମକେସିଜି ମେଡିକାଲକୁ ଦୈନିକ ହଜାର ହଜାର ରୋଗୀ ଆସୁଥିଲେ ବି ଏଠାରେ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସେବାକୁ ପଙ୍ଗୁ କରିଦିଆଯାଇଛି l ବିପର୍ଯ୍ୟସ୍ତ ଚିକିତ୍ସା ବ୍ୟବସ୍ଥାକୁ ସମାଧାନ କରିବା ଓ ଚିକିତ୍ସା ନାଁ ରେ ମିଥ୍ୟା ବାହାବା…

ଫୁଟବଲ ଖେଳୁଥିବା ସମୟରେ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଆର୍ଥିକ ସହାୟତା

ସୁନ୍ଦରଗଡ଼ /ରାଉରକେଲା : ରାଜ୍ୟ ର ସୁପ୍ରିମୋ ତଥା ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଉରକେଲା ଗସ୍ତ ରେ ଆସିଥିବା ମାନ୍ୟବର ମନ୍ତ୍ରୀ ଇଂ.ପ୍ରୀତିରଞ୍ଜନ ଘଡାଇ ( ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ,ଦକ୍ଷତା ବିକାଶ ପ୍ରାଧିକରଣ ଓ ବୈଷୟିକ…

ମା ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଉତ୍ସବ ମୁଖରିତ ସାରୁ

ହିଞ୍ଜିଳିକାଟୁ ୧୩।୧୦ କୁମାର ପୂର୍ଣ୍ଣିମା ଠାରୁ ଧନଧାତ୍ରୀ ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ମା ଦୁର୍ଗାଙ୍କ ପ୍ରତ୍ୟାଗମନ ପରେ,ଗଜଲକ୍ଷ୍ମୀଙ୍କ ଆଗମନ ହୋଇଥିବାରୁ ପୁରପଲ୍ଲୀ ସବୁଠାରେ ଭାବ ଓ ଭକ୍ତି ମୟ ଭାବନା ଫୁଟି ଉଠୁଛି। ମା ଧନଂ ଦାତ୍ରୀ ଲକ୍ଷ୍ମୀଙ୍କ ପୂଜା ପୀଠରେ ମନ୍ତ୍ର ପାଠ ଓ…

ବ୍ଲକସ୍ତରୀୟ ମନରେଗା ଜନ ଶୁଣାଣି କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି (୧୩/୧୦) : ବ୍ଲକ ପରିସରରେ ବୁଧବାର ଦିନ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଗଦାଧର ପାତ୍ର, ଓମ୍ବୁଡ୍ସ ପରସନ (Ombudsman) ତପନ କୁମାର ପାତ୍ର, ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ନାୟକ ପ୍ରମୁଖ ଯୋଗ ଦେଇ ମନରେଗା…