Browsing Category

ଆଞ୍ଚଳିକ

ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ

ଫୁଲବାଣୀ : ଆଜି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେଇଛନ୍ତି । ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକରେ ଶ୍ରୀ ସାମନ୍ତ ଯୋଗଦେବା ସହ ଏହାର ସଫଳ ଆୟୋଜନ ନେଇ ଦଳୀୟ…

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଦାରିଙ୍ଗବାଡ଼ି, ୧୨/୧୦: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀ ଗାଁ ଅଞ୍ଚଳ ଯଥା ତାଯୁଙ୍ଗିଆ, ହାତିମୁଣ୍ଡା, କାଟିଙ୍ଗିଆ, କୁମ୍ଭାରି ଗାଁ, ଗୋଦାପୁର୍, ବ୍ରାହ୍ମୀଣୀ ଗାଁ, ସରାମୁଳି ଓ ଝିଞ୍ଜିରିଗୁଡ଼ା ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳର କର୍ମୀ ଓ ଶତାଧିକ ଜନସାଧାରଣଙ୍କୁ ନେଇ ଜନସଂପର୍କ ପଦ…

୧୨୭ ବାଟାଲିୟନ୍ ସିଆରପିଏଫ୍ ପକ୍ଷରୁ ନିଆରା ପ୍ରୟାସ : ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ

ବାଲିଗୁଡ଼ା : ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ବାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୨୭ ବାଟଲିୟନ୍ ସିଆରପିଏଫ୍ ଏବଂ ନେହୁରୁ ଯୁବକେନ୍ଦ୍ର ଫୁଲବାଣୀ ପକ୍ଷରୁ ତା:୧୬/୧୦/୨୦୨୨ ଠାରୁ ତା:୨୨/୧୦/୨୦୨୨…

ଛାତ୍ର ସଂଘ କନ୍ଧମାଳର ନୂତନ ଟିମ ଗଠନ

ଫୁଲବାଣୀ : ଅନୁଷ୍ଠିତ ହୋଇଥିବା ବୈଠକରେ ଛାତ୍ର ସଂଘ କନ୍ଧମାଳର ନୂତନ ଟିମ ଗଠନ କରାଯାଇଛି l ଏହି ନୂତନ ଟିମକୁ ଛାତ୍ର ସଂଘ କନ୍ଧମାଳର ପ୍ରତିଷ୍ଠାତା ତଥା ସଭାପତି ଦେବାଶିଷ ସାହାଣୀଙ୍କ ନେତୃତ୍ଵରେ ସର୍ବସମ୍ମତି କ୍ରମେ ନୂତନ ଟିମ ଗଠନ କରାଯାଇଛି l l ପ୍ରିୟାଂଶୁ ପଟ୍ଟନାୟକଙ୍କୁ ଜିଲ୍ଲା…

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ ପାଇଁ ବିଗୁଲ ବାଜିଲା

ନବରଙ୍ଗପୁର (୧୨.୧୦) : ନବରଙ୍ଗପୁର ଜିଲ୍ଲା ର ସର୍ବପୂରାତନ ଶିକ୍ଷା ଅନୁଷ୍ଠାନ ନବରଙ୍ଗପୁର ମହାବିଦ୍ୟାଳୟ ତାର ପଚାଶ ବର୍ଷ ଅତିକ୍ରମ କରି ବାବନ ବର୍ଷରେ ପ୍ରଦାର୍ପଣ କରୁଛି। ୧୯୭୧ ମସିହାରେ ପ୍ରତିଷ୍ଠା ହୋଇଥିବା ନବରଙ୍ଗପୁର ମହାବିଦ୍ୟାଳୟ ୨୦୨୧ ମସିହାରେ ତାର ପଚାଶ ବର୍ଷ ପୂରଣ ହୋଇଥିଲେ…

ସେନସଭଲଭର ସମ୍ପାଦକ ସୁଆଣ୍ଡୋ ଠାରେ ସମ୍ବର୍ଦ୍ଧିତ

ଫୁଲବାଣୀ : ନବ ଉତ୍କଳର ବିନ୍ଧାଣି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ପାଳନ ଅବସରରେ ତାଙ୍କ ଜନ୍ମମାଟି ସୁଆଣ୍ଡୋ ଠାରେ କନ୍ଧମାଳର ସମାଜ ସେବୀ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦୀର୍ଘ କୋଡିଏ ବର୍ଷରୁ ଅଧିକ ସମୟ ଧରି ସମାଜ ସେବା କାର୍ଯ୍ୟ ରେ ନିଜକୁ…

ଜାତୀୟ ସ୍ତରକୁ ମୋନିନୀତ ସ୍କେଟରମାନଙ୍କୁ ସମ୍ଭର୍ଦ୍ଧନା ଦେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା

ବ୍ରହ୍ମପୁର : କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ଦ୍ଵାରା କ୍ଷେତ୍ରୀୟ ସ୍ତରୀୟ ପ୍ରତିଯଗିତା ଗତ ଅଗଷ୍ଟ ମାସ 17 ତାରିଖରେ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିଲା । ଏହାକୁ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପଲ୍ ବିଘ୍ନେଶ୍ୱର ପଟ୍ଟନାୟକ ଉଦଘାଟନ କରିଥିଲେ। ଅନ୍ୟ ଶିକ୍ଷକଙ୍କ…

ଅଳଙ୍କାର ସଫେଇ କରିବା ନାଁରେ ଲୁଟ୍ ଘଟଣାରେ ଦୁଇ ଗିରଫ

ବ୍ରହ୍ମପୁର : ଅଳଙ୍କାର ସଫେଇ କରିବା ନାଁରେ ଲୁଟ୍ ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ଗୋଳନ୍ଥରା ଥାନା ପୋଲିସ୍ । ଗତ ସେପ୍ଟମ୍ବର ୨୪ ତାରିଖରେ ଗୋଳନ୍ଥରା ତୁଳସୀବିହାର ନିବାସୀ ନିରୁପମା ନନ୍ଦ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କ ଘରକୁ ଆସି ସୁନା…

ମୁକେସ୍ ସାହୁ ଆକ୍ରମଣ ଘଟଣାରେ ୩ ଗିରଫ

ବ୍ରହ୍ମପୁର : ନିଜ ଭାଇ ଉପରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିଶୋଧ ନେଇ ଗତ ଅକ୍ଟୋବର ୮ ତାରିଖରେ ମୁକେସ୍ ସାହୁ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ୩ ଜଣକୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଷ୍ଟେସନ ରୋଡ଼୍ ରେ ଗତ ୮ ତାରିଖରେ ଏହି ଆକ୍ରମଣ…

ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳନ

ହିଞ୍ଜିଳିକାଟୁ ୧୧/୧୦ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ଜିଲ୍ଲା ସ୍ତରିୟ ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ୧୦୦ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ,ପ୍ରବନ୍ଧ, ରଙ୍ଗୋଲି, ସ୍ଲୋଗାନ ଲିଖନ ଆଣ୍ଡ କ୍ରାଫ୍ଟ…