Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କ୍ଲବ ପରିସରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଢ଼ାଉ
ଦିଗପହଣ୍ଡି : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାରେ ପରମ୍ପରା ଅନୁସାରେ ଘରେ ନିଜ ପରିବାର ବର୍ଗଙ୍କ ସହ ବିଭିନ୍ନ ଖେଳର ଆସର ହୁଏ । କିନ୍ତୁ କିଛି ଜୁଆଡ଼ି ମାସ ତମାମ ଜୁଆ ଆଡ୍ଡା କରି ହଜାର ହଜାର ଟଙ୍କା ଜୁଆ ଖେଳରେ ବାଜିଲଗାନ୍ତି । ଆଜି କୁମାର ପୂର୍ଣ୍ଣିମା!-->…
ସୀମାନ୍ତରେ ପୂର୍ବତନ ନାଏବ ସରପଂଚଙ୍କୁ ଗୁଳି କରି ହତ୍ୟା ଉଦ୍ୟମ
ମାଲକାନଗିରି (୦୯l୧୦) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୂର୍ୱତନ ସରପଂଚଙ୍କୁ ମାଓବାଦୀ ମାନେ ଗୁଳିକରି ହତ୍ୟା ଉଦ୍ୟମ କରିଛନ୍ତିା ସୁଚନା ମୁତାବକ କାଂକେର ଜିଲ୍ଲା କୋୟଲିବେଡା ବ୍ଲକ ଅନ୍ତର୍ଗତ ଚାରଗାନ୍ଦ ଗ୍ରାମର ସିୟାରାମ ରାମଟେକେ ନାମକ ବ୍ୟକ୍ତି ରାଜନୀତିରେ ଜଣେ ସକ୍ରୀୟ ନେତା!-->…
ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପରେବି ପକ୍କା ଘର ଟିଏ ପାଇବାରୁ ବଞ୍ଚିତ ୭୨ ବର୍ଷୀୟ ବୃଦ୍ଧା : ସରକାରୀ ଯୋଜନା ଏଠି ଧର୍ମକୁ…
ଝୁପୁଡ଼ି ଘର ପାଲ ତଳେ ବିତୁଛି ବୃଦ୍ଧାଙ୍କ ବୟସର ଅପରାହ୍ନ...
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 146ତମ ଜୟନ୍ତୀ ପାଳନ…
ବ୍ରହ୍ମପୁର,: ମହାନ ଦେଶ ସେବକ ତଥା ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ସ୍ୱରୂପ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 146ତମ ଜୟନ୍ତୀ କୁ ଯଥା ମର୍ଯ୍ୟାଦାର ସହ ପାଳନ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ଓ ସହରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଟିମ!-->…
ମା କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର ସ୍ଥିତ କୋଦଭାଟା ସାହିରେ ଥିବା କାଳୀ ମନ୍ଦିରରେ କାଳୀ ପୂଜା ପାଇଁ ମନ୍ଦିର କମିଟି ଆଜି ଏକ ଜରୁରୀ କାଳୀନ ବୈଠକ ଡାକି କାଳୀ ପୂଜାଟି ସୁସ୍ଥ ଓ ଶୃଙ୍ଖଳାରେ ସମାପନ କରାଯାଇ ପାରିବ ତାହାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି , ଏ ବର୍ଷ ନୂଆ!-->…
ଅଖଣ୍ଡ ଶାନ୍ତି ଜ୍ଞାନଯଜ୍ଞ ଶିବିର
ଫୁଲବାଣୀ : ଭାରତର ସୁ ପ୍ରସିଦ୍ଧ ସନ୍ଥ ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନ ଜୀ ମହାରାଜଙ୍କ ଅଖଣ୍ଡ ଶାନ୍ତି ଜ୍ଞାନଯଜ୍ଞ ଶିବିର ଫୁଲବାଣୀ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆସନ୍ତା ୯ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି l ପ୍ରତ୍ୟହ ସନ୍ଧ୍ଯା ୬:୩୦ ରୁ ୮:୩୦!-->…
ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ, ପୋଲିସ କବଜାରେ ୨୮ ଜୁଆଡି, ୫୬ ହଜାର ୪୦୦ ଜବତ
ହିଞ୍ଜିଳିକାଟୁ (୮।୧୦) : ଜୁଆଡିଙ୍କ ନାକେଦମ କରିଛି ହିଞ୍ଜିଳି ପୋଲିସ । ହିଞ୍ଜିଳିକାଟୁ ପୌରପରିଷଦ ବ୍ଳକ ରେ ପ୍ରତିଦିନ ଜାରି ରହିଛି ଅତର୍କିତ ଚଢାଉ । ଶନିବାର ସମରଝୋଳ ଗାଁରେ ଜୁଆ ଖେଳ ଚାଲିଥିବା ସମୟରେ ହିଞ୍ଜିଳି ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା ।ବିଶ୍ୱସ୍ତ ସୁତ୍ରରୁ ଖବର ପାଇ!-->…
୩ ବର୍ଷରେ ଧୋଇଗଲା ଗୋଦାପୁର-ପୁଟୁଡୁମାହା ରାସ୍ତା।
ଦାରିଙ୍ଗବାଡ଼ି,୮/୧୦, କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ ଅନୁଦାନରେ ଉପାନ୍ତ ଗ୍ରାମ ତଥା ପକ୍କା ରାସ୍ତା ନଥିବା ଗ୍ରାମ ଗୁଡିକୁ ରାସ୍ତା ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କରାଯାଇଛି । ଏଥି ନିମନ୍ତେ ସରକାର କୋଟି କୋଟି ଟଙ୍କା ମଧ୍ୟ ଵ୍ୟୟ କରୁଛନ୍ତି। ହେଲେ କାମ!-->…
ସାତ ଫୁଟର ଅଜଗର ଉଦ୍ଧାର
ଫୁଲବାଣୀ : ଗତକାଲି ରାତି ୮:୩୦ ସମୟରେ ଫୁଲବାଣୀର ଓ଼ଲ୍ଡ ଏଲ ଆଇ ସି କଲୋନୀ ଅଞ୍ଚଳରେ ଏକ ଅଜଗର ସାପ ଥିବା ନେଇ ସ୍ଥାନୀୟ ଲୋକ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ , ଭି.ଜଗନ୍ନାଥ ରାଜୁ , ରବୀନ୍ଦ୍ର ମହାରଣା, ସନ୍ତୋଷ!-->…
ସମ୍ବାଦ ସାହିତ୍ୟ ଘରର ଶାରଦୀୟ କବିତା ଆସର
ଫୁଲବାଣୀ : ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ତରଫରୁ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ଶାରଦୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ସଭାପତି ରବିନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସମ୍ପାଦକ କୈଳାସ ଚନ୍ଦ୍ର ଧଳ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ କବୟିତ୍ରୀ ହରପ୍ରିୟା ମିଶ୍ର ଙ୍କ!-->…