Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ଛତିଶଗଡ଼ ର ଶିଳ୍ପ ଓ ଅବକାରୀ ବିଭାଗ ମନ୍ତ୍ରୀ କବାସୀ ଲକ୍ଷ୍ମା…
ମାଲକାନଗିରି :ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ସହ ଛତିଶଗଡ଼ ର ଇଣ୍ଡରଷ୍ଟ୍ରିଆଲ ଓ ଅବକାରୀ ବିଭାଗ ମନ୍ତ୍ରୀ କବାସୀ ଲକ୍ଷ୍ମା ଯୋଗ ଦେଇଥିଲେ । ପ୍ରଥମେ ଗାନ୍ଧିଜୀଙ୍କ!-->!-->!-->…
ଗ୍ଳୋବାଲ୍ ଗାନ୍ଧୀ ରତ୍ନ ଆଓ୍ବାର୍ଡ – ୨୦୨୨ ପାଇଲେ ଶିକ୍ଷକ କରୁଣାକର
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ
ମାଲକାନଗିରି : ବୃତ୍ତି ନେଇ କର୍ମ ସମସ୍ତେ କରନ୍ତି। କିନ୍ତୁ ବୃତ୍ତି ସହିତ ସମାଜର ମଙ୍ଗଳ କାମନା,ସେବା, ପରିବେଶ, ସାରସ୍ଵତ ସାଧନା ଏସବୁ କାର୍ଯ୍ଯ କ୍ଵଚିତ୍ ଲୋକ କରିଥାନ୍ତି। ସେହିଭଳି ଜଣେ ନିର୍ଭିକ ବ୍ୟକ୍ତିତ୍ଵ, ଆଦର୍ଶ ଶିକ୍ଷକ,!-->!-->!-->…
ଜିଲ୍ଲା ସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ ପାଳିତ…
ବ୍ରହ୍ମପୁର /ଛତ୍ରପୁର: ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୩ ତମ ପବିତ୍ର ଗାନ୍ଧୀ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ପୋଲିସ୍ ପ୍ୟାରେଡ ପଡିଆ ସମ୍ମୁଖ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ!-->!-->!-->…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ…
କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ
ଫୁଲବାଣୀ :- ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀଠାରେ ପବିତ୍ର ପୁଣ୍ୟଭୂମି ଭାରତମାତାର ସୁଯୋଗ୍ୟ ସନ୍ତାନ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୁଣ୍ୟାତ୍ମା ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ବିଦ୍ୟାଳୟର ପ୍ରଧାନ!-->!-->!-->…
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୨ ଉପଲକ୍ଷେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର…
ବ୍ରହ୍ମପୁର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୨ ଉପଲକ୍ଷେ ଆଜି ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଓଡିଶୀ ଗବେଷଣା କେନ୍ଦ୍ର!-->!-->!-->…
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ…
ଦାରିଙ୍ଗବାଡ଼ି,୧/୧୦, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାରିଙ୍ଗବାଡ଼ି ପରିସରରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। ବ୍ଲକ ବିଏସଏସଓ କ୍ଷେତିସ ପ୍ରିୟଦର୍ଶୀ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ!-->!-->!-->…
ୟୁନୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବିଶ୍ଵ ନିକେତନ ଜରା ନିବାସରେ, ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ…
ବ୍ରହ୍ମପୁର : ବରିଷ୍ଟ ନାଗରିକ ମାନେ ସମାଜ ର ମୁଖ୍ୟ ଅଙ୍ଗ, ଜୀବନ ସାରା ନିଜ ପରିବାର, କର୍ମ କ୍ଷେତ୍ର ଓ ସମାଜ ନିମନ୍ତେ ପରିଶ୍ରମ କରି ଆସିଥାନ୍ତି। ତାଙ୍କରି ବାର୍ଦ୍ଧ୍ୟକ୍ ଅବସ୍ଥାରେ ଯତ୍ନ ନେବା ସମସ୍ତଙ୍କ ପ୍ରଧାନ ଦାୟିତ୍ଵ ବୋଲି ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରେ,!-->…
ମାଲକାନଗିରି ଜିଲ୍ଲା ସଦର ମହକୁମା କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ପୌରପରିଷଦର କଲ୍ୟାଣ ମଣ୍ଡପ ପରିସରରେ ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛିା ଜିଲ୍ଲା ସାମାଜିକ ଭିନ୍ନକ୍ଷମ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ଅତିରିକ୍ତ!-->!-->!-->…
ଗାଁ ସାଥୀ ସଂଘର ୭ ଦଫା ଦାବି ପୂରଣ ନିମନ୍ତେ ଦାବୀପତ୍ର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିଯାନୁଷ୍ଠାନ କମିଟିର ପ୍ରମୁଖ କର୍ମକର୍ତ୍ତା ଏବଂ ସଭ୍ୟ ସଭ୍ୟା ମାନେ ଏକ ଶୋଭାଯାତ୍ରାରେ ବାହାରି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କନ୍ଧମାଳ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ!-->…
ରାସ୍ତାକଡ଼ରେ ପଡ଼ିଛି କୁଢ଼ କୁଢ଼ ଖାଦ୍ୟ ପଦାର୍ଥ : ମାଙ୍କଡ଼ ଦ୍ବାରା ହେଉଛି ଭକ୍ଷଣ, ପ୍ରଶାସନ ଅଜ୍ଞ
ବାଲିମେଳା/ଚିତ୍ରକୋଣ୍ଡା : ଆଜି ସକାଳୁ ଚିତ୍ରକୋଣ୍ଡା ଏବଂ ବାଲିମେଳାକୁ ସଂଯୋଗ କରୁଥିବା ଘାଟି ରାସ୍ତାରେ ଦେଖିବାକୁ ମିଳିଛି ସନ୍ଦେହ ଜନକ ଅବସ୍ଥାରେ କୁଢ଼ କୁଢ଼ ଖାଦ୍ୟ ପଦାର୍ଥ । କିଛି ଅଜଣା ବ୍ୟକ୍ତି ପେଟି ପେଟି ମୃଦୁ ପାନୀୟ, ଚକୋଲେଟ୍, ବିସ୍କେଟ୍ ଘାଟି ଅଞ୍ଚଳରେ ସ୍ଥାନେ ସ୍ଥାନେ!-->…