Browsing Category

ଆଞ୍ଚଳିକ

ପିଅନ ପୋଷ୍ଟ ପାଇଁ ୨ ଲକ୍ଷ ଆବେଦନକାରୀ, ଇଂଜିନିୟରିଂ ସହ ଏମଏସସି ଛାତ୍ରଛାତ୍ରୀଙ୍କ ଭିଡ଼

ରାୟପୁର: ଗତ ମାସକ ତଳେ ଓଡିଶା ଲୋକସେବା ଆୟୋଗ ବା ଓପିଏସସି ପକ୍ଷରୁ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷାରେ ୭୦୦ ପୋଷ୍ଟ ପାଇଁ ୨ଲକ୍ଷରୁ ଅଧିକ ଆବେଦନକାରୀ ଆବେଦନ କରିଥିଲେ | ସେତେବେଳେ ଦେଖିବାକୁ ମିଳିଥିଲା ଯେ ସରକାରୀ ଚାକିରି ପାଇଁ ଉଚ୍ଚ ଦରମାର ପ୍ରାଇଭେଟ ଚାକିରି ଛାଡ଼ିବାକୁ…

ସରକାର କ’ଣ ସବୁ ଦେବେ କହି ବିବାଦରେ ଆଇଏଏସ

ପାଟନା: ସରକାର କ’ଣ ସବୁ ଦେବେ? ଆପଣମାନେ କ’ଣ ସେବା ପାଇବା ପାଇଁ ‌ଭୋଟ ଦେଉଛନ୍ତି? ଏଭଳି ଅଜବ ପ୍ରଶ୍ନ ପଚାରି ବିବାଦୀୟ ହୋଇ ପଡ଼ିଛନ୍ତି ଆଇଏଏସ ଅଫିସର ହରଜୋତ କୌର। ବିହାର ମହିଳା ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶିକା ହରଜୋତ କୌର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ବୟାନ…

‘ଅର୍ପିତାଙ୍କୁ ଥାଇଲାଣ୍ଡ ବୁଲାଇନେବା ସହ ଭଉଣୀକୁ ସରକାରୀ ଚାକିରି ଦେଇଥିଲେ ପାର୍ଥ’ କିଛି ଏଭଳି କହିଲା ଇଡି

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା | ଆଉ ପାର୍ଥଙ୍କୁ ଜାମିନ ପ୍ରଦାନକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବିରୋଧ କରିଥିଲା। ଇଡି ଚାର୍ଜସିଟରେ କହିଛି ଯେ…

କୁଶିୟାରା ନଦୀରୁ ଉଭୟ ଭାରତ ଓ ବାଂଲାଦେଶ ଉଠାଇ ପାରିବେ ୧୫୩ କ୍ୟୁସେକ ପର୍ଯ୍ୟନ୍ତ ପାଣି

ନୂଆଦିଲ୍ଲୀ: ଉଭୟ ଭାରତ ଏବଂ ବାଂଲାଦେଶ ସୀମା ଦେଇ ଅତିକ୍ରମ କରିଥିବା କୁଶିୟାରା ନଦୀରୁ ପ୍ରତ୍ୟେକ ପକ୍ଷ ୧୫୩ କ୍ୟୁସେକ ପର୍ଯ୍ୟନ୍ତ ପାଣି ଉଠାଇବା ସଂକ୍ରାନ୍ତ ରାଜିନାମା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଆଜି ମଞ୍ଜୁରି ପ୍ରଦାନ କରିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…

ମକରଝୋଳ ନାଳବିଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ (୨୮/୯) : ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ଗ୍ରାମ ରୋଡ ନାଳବିଲ ନିକଟ ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣକ ହେଲେ ହିଞିଳିକାଟୁ ବ୍ଳକ ସରଧାପୁର ଗ୍ରାମ ର ଲାଲମୋହନ ଵେହେରା ୭୦ । ଲାଲମୋହନ ତିନିଦିନ ତଳୁ ସଂନ୍ଧ୍ଯାରେ କେଉଁ ଆଡେ ଚାଲିଯାଇଥିଲେ।…

ବଡ଼ପଦର ପଂଚାୟତରେ ସରପଞ୍ଚ ସଂଘର ମାସିକ ବୈଠକ

ଚିତ୍ରକୋଣ୍ଡା(୨୮/୦୯) : ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ ଗୋଟି ପଂଚାୟତର ସରପଞ୍ଚ ମାନଙ୍କୁ ନେଇ ଏକ ମାସିକ ବୈଠକ ବଡ଼ପଦର ପଂଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ସଭାପତି କମଳୁ ହନ୍ତାଳ ଏଇ ବୈଠକ ଆୟୋଜନ କରିଥିଲେ l ଏହି ବୈଠକରେ ସମସ୍ତ ସରପଞ୍ଚ ନିଜ ନିଜ ପଂଚାୟତର ବିଭିନ୍ନ…

ହିଞ୍ଜିଳି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

ହିଞ୍ଜିଳିକାଟୁ (୨୮/୯) : ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମରେ ହିଞ୍ଜିଳି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହିଞ୍ଜିଳିକାଟୁ ବ୍ଳକ ଚାନ୍ଦୁଲି ପଚାଁୟତ ସରପଚଂ ଓ ସମିତି…

ଗୋଲିଆରେ ମା’ ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଲଙ୍ଗଳେଶ୍ଵର ପାଠାଗାର ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ୨୪ ତାରିଖ ଦିନ ପବିତ୍ର ଦୀପାବଳି ଅବସରରେ ୯ମ ଥର ପାଇଁ ଆୟୋଜିତ ହେବାକୁ ଥିବା ମା’ ଶ୍ୟାମା କାଳୀ ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି…

ଜମିରେ ହଳ କରି ନଷ୍ଟ କରିଦେଲେ ଫସଲ : ଥାନାରେ ମାମଲା ରୁଜୁ

ଦାରିଙ୍ଗବାଡ଼ି,(୨୮/୯) : ନିର୍ବାଚନ ସମୟର ରାଗ ସୁଝେଇବାକୁ ଯାଇ ଫସଲ ନଷ୍ଟ କରିଦେଲେ ଫସଲ। ପଦର ଜମିରେ ଚାଷ କରାଯାଇଥିବା ଫସଲକୁ ହଳ କରି ନଷ୍ଟ କରିଦେଲେ କିଛି ପ୍ରତିବାଦୀ ଗୋଷ୍ଠୀ । ଏନେଇ ଫସଲ ମାଲିକ ସୁକାନ୍ତ ପ୍ରଧାନ ଥାନାର ଦ୍ୱାରସ୍ତ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।…

ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂସ୍ଥାର କର୍ମକର୍ତ୍ତା ଚୟନ

ବ୍ରହ୍ମପୁର : ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଗଠନ " ମା' କୁରେଈଶୁଣୀ ଲୋକ କଳା ନିର୍ଦ୍ଦେଶକ ସଂଘ"ର ଏକ ସାଙ୍ଗଠନିକ ବୈଠକ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ଭାଲିଆଗଡ ବିଶ୍ଵକର୍ମା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଗୁରୁ ଜି. ରାଜେନ୍ଦ୍ର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ…