Browsing Category

ଆଞ୍ଚଳିକ

ଟ୍ରଲର ଧକ୍କାରେ ସାଇକେଲ ଆରୋହୀ ମୃତ

ଛତ୍ରପୁର : ଛତ୍ରପୁର ଗ୍ରୀଡ ଛକ ନିକଟ ଜାତୀୟ ରାଜପଥରେ ଏକ ଏନ ଏଲ 01 ଏ ଏ 9899 ନମ୍ବର ବିଶିଷ୍ଠ ଟ୍ରଲର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସୁରେନ୍ଦ୍ର ସେଠି (58)। ଛତ୍ରପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହିତ ଦୁର୍ଘଟଣା…

ପଞ୍ଚମ ଦିବସରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ଦୁଇଟିକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇ ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ…

ଜ଼ିଲ୍ଲାସ୍ତରୀୟ ଯୁବଉତ୍ସବ କାର୍ଯ୍ୟକ୍ରମ

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଶେଷ ଦେବ ମିଶ୍ର ଯୋଗଦେଇ ଥିବା…

ମା’ ଦୁର୍ଗାଙ୍କ ପୂଜାଉତ୍ସବ : ମୂର୍ତ୍ତି ନିର୍ମାଣରେ ନିମଗ୍ନ ଶିଳ୍ପୀ

ବୁଗୁଡ଼ା : ଚଳିତ ବର୍ଷ ଅତି ଆଡମ୍ବର ସହକାରେ ମା' ଦୁର୍ଗା ଦେବୀଙ୍କ ପୂଜା ଅନୁଷ୍ଠିତ ହେବ । ଏଣୁ ଶିଳ୍ପୀ ମୂର୍ତ୍ତି ନିର୍ମାଣରେ ନିଜକୁ ନିୟୋଜିତ କରିଛି । ବୈଶ୍ବିକ ମହାମାରୀ କରୋନା କାଳରେ ପ୍ରଶାସନିକ କଟକଣା କାରଣରୁ ଗତ ଦୁଇ ବର୍ଷ କେବଳ ବିଧିରକ୍ଷା ଉଦ୍ଦେଶ୍ଯରେ ମା'ଙ୍କ ପୂଜା…

ସନ୍ଦେହ ଜନକ ମୃତ୍ୟୁକୁ ନେଇ ରାଇଘର ପତ୍ରକୁଟି ସାହିରେ ଉତ୍ତେଜନା…

ଉମରକୋଟ : ଆଜି ରାଇଘରରୁ ଗୁରୁସିଂହା ଯିବା ରାସ୍ତା ଏସଏଲଏନ ସ୍କୁଲ ପାଖରେ ଥିବା କଲଭେର୍ଟ ନିକଟରେ ରାଇଘରର ଦିଲୁ ହାଲଦାର ଙ୍କ ମୃତ ଦେହ ରାସ୍ତା ପାର୍ଶ୍ୱରେ ପଡ଼ିଥିଲା | ସୂଚନା ଅନୁଯାୟୀ ନବରଙ୍ଗପୁର ଜ଼ିଲ୍ଲା ରାଇଘର ସଦର ପତ୍ର ଗୋଦାମ ପଛପଟେ ଦିଲୁ ହାଲଦାର ସପରିବାର ରହି ରାଇଘରରେ ଦୋକାନ…

ନିଶାମୁକ୍ତ ଭାରତ ଅଭିଯାନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ମାଲକାନଗିରି (୨୬/୦୯) : ସ୍ବାଧୀନତାର ପଞ୍ଚସ୍ତରୀବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ସାମାଜିକନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏବଂ ଜିଲ୍ଲା ପ୍ରଶାସନ, ମାଲକାନଗିରିଙ୍କ ମିଳିତସହଯୋଗରେ "ନିଶାମୁକ୍ତ ଭାରତ ଅଭିଯାନ" ପ୍ରସଙ୍ଗ ଆଧାରିତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ,ତର୍କ ଓ ଚିତ୍ରାଙ୍କନ…

ଚତୁର୍ଥ ଦିନରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ – ସତ୍ୟ,ଶାନ୍ତି ଓ ଅହିଂସାର ବାର୍ତ୍ତା ସାରା ରାଜ୍ୟରେ…

ଛତ୍ରପୁର ତା.୨୬.୦୯.୨୦୨୨ ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ଆମର ପୂର୍ବ ସୂରୀ ମାନେ ଯେଉଁ ଅସୀମ ତ୍ୟାଗ ଓ ବଳୀଦାନ ଦେଇ ଯାଇଛନ୍ତି ତାହାକୁ ଉତ୍ତର ପିଢୀଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ସୁନ୍ଦର ପରିକଳ୍ପନା ହେଉଛି ଅହିସା ରଥ । ସ୍ବାଧୀନତାର ସଫଳ ତଥା ସ୍ବତନ୍ତ୍ର…

ବିଭିନ୍ନ ଥାନାରେ ହୋମଗାର୍ଡ ସଙ୍ଘର କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାଡ ମହାସଂଘ ଆଲୋଚନା କ୍ରମେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଅଧୀନରେ ଥିବା , ବେଲଘର, ତୁମୁଡିବନ୍ଧ ଓ କୋଟଗଡ଼ ଥାନା ମାନଙ୍କରେ ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଟିତ ହୋଇଯାଇଛି l କନ୍ଧମାଳ ଜିଲ୍ଲା ହୋମଗାର୍ଡ…

ଏନୟାଇକେ ପକ୍ଷରୁ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ପ୍ରତିଯୋଗୀତା ଅନୁଷ୍ଠିତ

ଫୁଲବାଣୀ (୨୬/୦୯) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ପ୍ରତି ଯୋଗିତାରେ ବିଚାରପତି ରୂପେ ଜିଲ୍ଲା ଲେଖକ ସାମୁଖ୍ୟ ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର, ବିଶିଷ୍ଟ କବୟିତ୍ରୀ ତଥା…

ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମତିଥି ଉପଲକ୍ଷେ ସୁନ୍ଦରଗଡ଼ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର…

ସୁନ୍ଦରଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୧୭ ତାରିଖରୁ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ "ସେବା ସପ୍ତାହ" ସମଗ୍ର ଦେଶରେ ପାଳିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଯୁବାମୋର୍ଚ୍ଚା ଜିଲ୍ଲା…