Browsing Category

ଆଞ୍ଚଳିକ

ଭୁସ୍ଖଳନରେ ଭୟଭିତ କୁମ୍ଭାରୀପଦର ଗ୍ରାମବାସୀ

ଦାରିଙ୍ଗବାଡ଼ି (୨୩/୯) : ଲଘୁଚାପ ଜନିତ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ବହୁ ସ୍ଥାନରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି…

ଚିକିଟିରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ପୌର ପରିଷଦ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଚିକିଟି ପେଣ୍ଠ ପାଣ୍ଡା ଛକ ନିକଟରେ ପୌର ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବ୍ଲକ୍ ଅଧ୍ୟକ୍ଷ ଆପନ୍ନା ସେଠୀ, ତହସିଲଦାର ବିଶ୍ୱ ରଞ୍ଜନ କହଁର, ବି ଡ଼ି ଓ ହଳଧର…

ବେଆଇନ ପଥର ଖନନ ଅଭିଯୋଗରେ ୫ ଜେସିବି ମେସିନ ଓ ଏକ ଟ୍ରାକ୍ଟର ଜବତ, ପାଞ୍ଚ ଲକ୍ଷ ଜୋରିମାନା

ଚିତ୍ରକୁଣ୍ଡା (୨୩/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଜୋଡାଆମ୍ବ ପଞ୍ଚାୟତ ର ସିମିଳିପଦର ଠାରେ ଚିତ୍ରକୁଣ୍ଡା ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ପଥର ଖୋଳୁଥିବା ଅଭିଯୋଗ ରେ ୫ଟି ଜେସିବି ମେସିନ ଓ ଗୋଟିଏ ଟ୍ରାକ୍ଟର ସମେତ ୫୦୦ ଘନମିଟର…

ସ୍ୱାଭିମାନ ଅଞ୍ଚଳରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା (୨୩/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଓ ପଣସପୁଟ ଠାରେ ଜଙ୍ଗଲ ଜମି ପଟା ବଣ୍ଟନ ଅନୁଷ୍ଠିତ।ଜଙ୍ଗଲ ଜମି ପଟା ବଣ୍ଟନ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ଵାକା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ଏହା ସହ…

ନଦୀରେ ନିଖୋଜ ଵ୍ୟକ୍ତି ଉଦ୍ଧାର

ଚିତ୍ରକୋଣ୍ଡା (୨୩/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଧାକୁଡୁପାଲି ଗ୍ରାମର ମାସୁରୁ ଖରା, ବୟସ -୫୦ ଗଲା ମଙ୍ଗଳବାର ଠାରୁ ଗ୍ରାମ ନିକଟସ୍ଥ ଚିକପଣଷl ନଦୀକୁ ମାଛ ମାରିବାକୁ ଯାଇଥିଲା l ହଠାତ ଗୋଡ଼ ଖସି ଯିବାରୁ ନଦୀ ଶ୍ରୋତରେ ପଡି ଭାସି ଯାଇ…

ଚମାଖଣ୍ଡି ପଂଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର : ଚମାଖଣ୍ଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସରପଂଚ ସି. ଏଚ. ମନୋଜ କୁମାର ରେଡ୍ଡୀଙ୍କ ନେତୃତ୍ୱରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆଇଆରଇଏଲ କମ୍ପାନୀ ସହଯୋଗ କରିଛନ୍ତି । ଅନୁଷ୍ଠିତ ଶିବିରରେ ପଂଚାୟତରେ ୨୦୦ ରୁ ଉର୍ଦ୍ଧ୍ୱ…

ଶିଶୁଙ୍କ ଖାଦ୍ୟ ବାଟମାରଣା ନେଇ ସିଡିପିଓଙ୍କୁ ଅଭିଯୋଗ, ଆସୁନାହାନ୍ତି ଅଙ୍ଗନବାଡ଼ି କର୍ମୀ : ମିଳୁନି ଅଣ୍ଡା,ଛତୁଆ

ଦାରିଙ୍ଗବାଡ଼ି,୨୩/୯, ମହିଳା ଓ ଶିଶୁଙ୍କ ଶାରୀରିକ ତଥା ମାନସିକ ସ୍ତରରେ ବିକାଶ କରିବା ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି । ପ୍ରତି ଗାଁରେ ଅଙ୍ଗନବାଡ଼ି ନିର୍ମାଣ କରିବା ସହ ଅଙ୍ଗନବାଡ଼ି କର୍ମୀ ଓ ରୋଷେୟା ନିଯୁକ୍ତି କରିଛନ୍ତି । ହେଲେ ସରକାରଙ୍କ ଯୋଜନା ମହିଳା ଓ ଶିଶୁଙ୍କ ପାଇଁ ଏକ…

ସ୍ୱାସ୍ଥ୍ୟ ବିଭାଗର ଅଜବ ନୀତି, ହିତାଧିକାରୀ ପ୍ରତିଷେଧକ ଟୀକା ନନେଇ ଦିଆଯାଉଛି ମେସେଜ

ଦାରିଙ୍ଗବାଡି (୨୩/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ରେ ଏବେ କୋଭିଡ ଟୀକାକରଣ କାର୍ଯ୍ୟ ଚାଲିଛି ହେଲେ ଏକାଧିକ ହିତାଧିକାରୀ ଟୀକା ନେଇନଥିବା ବେଳେ ସେମାନେ ଟୀକା କରଣ କରିଥିବା ନେଇ ପଞ୍ଜିକୃତ ମୋବାଇଲକୁ ମେସେଜ ଆସିବା ସହ ସାର୍ଟିଫିକେଟ ମଧ୍ୟ ଡାଉନଲୋଡ ହେଉଛି | ଜଣେ…

ଏଏନଏମ ଙ୍କୁ ଅସଦାଚରଣ ମାମଲା : ଅଭିଯୁକ୍ତକୁ ତିନିବର୍ଷ କାରାଦଣ୍ଡ ସହ ଜୋରିମାନା ଆଦେଶ

ବାଲିଗୁଡା,:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁର ଅଞ୍ଚଳର ଜୈନକ ମହିଳା ଏଏନଏମ ଙ୍କୁ ଅସଦାଚରଣ ମାମଲାର ବିଚାର କରି କୋଟଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଅନୁରାଗ ଦେହୁରୀ ଙ୍କ ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି…