Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବର୍ଷାରେ ଭୁଶୁଡ଼ିଛି ଗାର୍ଲସ୍ ହାଇସ୍କୁଲ ପାଚେରୀ , ନିର୍ମାଣ ପାଇଁ ଦାବି…
ବୁଗୁଡ଼ା : ଗତ ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି ବୁଗୁଡ଼ା ଗାର୍ଲସ୍ ହାଇସ୍କୁଲର ପାଚେରୀ ।ଏ ମଧ୍ୟରେ ଏକ ମାସ ବିତି ଗଲାଣି । ଅଭିଯୋଗ ସତ୍ତ୍ୱେ ବି ନିର୍ମାଣର ନାଆଁ ଧରୁନି ପ୍ରଶାସନ । ଭଙ୍ଗା ପାଚେରୀ ପଟ ଦେଇ ବୁଲା ଗାଈଗୋରୁ ଓ ଘୁଷୁରୀଙ୍କ ଅବାଧ ପ୍ରବେଶ ସାଙ୍ଗକୁ ଚୋରଙ୍କ ପାଇଁ ବାଟ ଖୋଲା!-->…
ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ ଘଟଣାରେ ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ : ଦୁଇ ଗୋଷ୍ଠିଙ୍କୁ ନେଇ…
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବା ନେଇ ଦୁଇ ଗୋଷ୍ଠି ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ବ୍ଳକ ଅଞ୍ଚଳରେ ଚାପା ଉତେଜନା ସୃଷ୍ଟି ହୋଥିଲା । ଏହି ଘଟଣାରେ ଉପ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ବ୍ଳକ ସଭାଗୃହରେ!-->!-->!-->…
ଫୁଲବାଣୀ : ସପ୍ତାହିକ ହାଟ ସ୍ଥାନ ଜବରଦଖଲ ଉଛେଦ ଆରମ୍ଭ…
ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ସାପ୍ତାହିକ ହାଟ ସ୍ଥାନକୁ ଦୀର୍ଘ ବର୍ଷ ଧରି ବେ ଆଇନ ଭାବେ ମାଡିବସି ଅସ୍ଥାୟୀ ଦୋକାନ ଘର କରିଥିବା କିଛି ବ୍ୟବସାୟୀଙ୍କ କେବିନକୁ ପୌରପରିଷଦ ପକ୍ଷରୁ ଗୁରୁବାର ଉଚ୍ଛେଦ କରାଯାଇଛି lତେବେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ!-->…
ନିର୍ଯ୍ୟାତିତ କପସାଭାଟା ୨୫ ଟି କନ୍ଧ ଆଧିବାସୀ ମାନଙ୍କ ନ୍ୟାୟ ମିଳିବ କେବେ..?
କୁହୁଳିଲାଣି ପାଉଁଶ ତଳର ନିଆଁ...!
ଗୋଷ୍ଠୀ ତଥ୍ଯ ଯୋଗା ଯୋଗ ମେଳା…
ଫୁଲବାଣୀ :-କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ କଇଁଝର ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପ୍ରାଙ୍ଗଣରେ ଗୋଷ୍ଠୀ ତଥ୍ଯ ଯୋଗା ଯୋଗ ମେଳା ଅନୁଷ୍ଠିତ ହୋଇଯାଇଛି l ଯାହାର ଶୀର୍ଷକ ଥିଲା "ପରିବର୍ତନ ର ସ୍ୱର" l ଏହି ପରିପ୍ରେକ୍ଷୀରେ ସରକାରଙ୍କ ଯୋଜନା ଉପରେ ସମସ୍ତଙ୍କର ଯେମିତି ଅଧିକାର ରହିବ ଏବଂ!-->…
ହିଞ୍ଜିଳିକାଟୁ ବ୍ଲକ ପକ୍ଷରୁ ମେଗା ସମ ନ୍ବୟ ମେଳା : ୩୦୦ ଏସଏଚଜି ମହିଳାଙ୍କୁ ୮ କୋଟି ୭୯ ଲକ୍ଷ ଟଙ୍କା ଋଣ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ଋଣ ପଦାନ କରିବାପାଇଁ ବ୍ଳକ ସ୍ତରୀୟ ମେଗା ସମନ୍ଵୟ ମେଳା ଅନୁଷ୍ଠିତ ହୋଇଥିଲା ।ହିଞ୍ଜିଳିକାଟୁ ବ୍ଲକ ବିଡିଓ ସୁବ୍ରତ କୁମାର ଜେନା ଙ୍କ ସଭାପତିତ୍ଵରେ!-->…
ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ
ଝରିଗାଁ : ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ନବରଙ୍ଗପୁର ଲୋକପ୍ରିୟ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ଝରୀଗାଁ ବିଭିନ୍ନ ପଂଚାୟତ ଗସ୍ତ କରି ଲୋକ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛନ୍ତି | ଏହି!-->…
ଘରୋଇ ଶିକ୍ଷାନୁଷ୍ଠାନ ଜାଲ୍ ସାର୍ଟିପିକେଟ୍ ଦେଇ ଠକିଥିବା ଅଭିଯୋଗ…!
ବ୍ରହ୍ମପୁର : ଏକ ଘରୋଇ ଶିକ୍ଷାନୁଷ୍ଠାନ ଜାଲ୍ ସାର୍ଟିପିକେଟ୍ ଦେଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଠକିଥିବା ନେଇ ଆଜି ତାଙ୍କ ଅଭିଭାବକ ମାନେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଧର୍ମନଗର ଠାରେ ଥିବା ଏସ୍ଏନ୍ଏସଏକ୍ସ ପବ୍ଲିକ୍ ସ୍କୁଲରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର!-->…
ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ମଦ ମାଫିଆ ଓ ବିଜେଡ଼ି ଗୁଣ୍ଡାଙ୍କ ଆତଙ୍କରାଜ ବୃଦ୍ଧି
ଗୋପାଳପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ମଦ ମାଫିଆ ଓ ବିଜେଡ଼ି ଗୁଣ୍ଡାଙ୍କ ଆତଙ୍କରାଜ୍ ବୃଦ୍ଧି ପାଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଏନେଇ ଆଜି ଗାନ୍ଧୀନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି!-->…
ଓଡିଶାରୁ ବାହାର ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣର ଚେର…
ବ୍ରହ୍ମପୁର : ଓଡିଶାରୁ ବାହାର ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣ ଚେର।ଝାରଖଣ୍ଡ ଏବଂ ୟୁପି ଆଦି ବାହାର ରାଜ୍ୟକୁ ଗଂଜେଇ ଚୋରା ଚାଲାଣହେଉଥିବା ବେଳେ ଭଂଜନଗର ବସ୍ଷ୍ଟାଣ୍ଡ ଉପରେ ଚଢ଼ାଉ କରି ୪ ଜଣକୁ ଗିରଫ କରିବା ସହ ୪୧ କିଲୋ ଗଂଜେଇ ଜବତ କରିଛି ବ୍ରହ୍ମପୁର ଗୁଇନ୍ଦା ବିଭାଗ!-->…