Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲାସାଲୁଁକି ଡେମ, ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା!-->…
ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ପୋଡି ଯାଇଥିବା ଶାନ୍ତିଙ୍କୁ କିଏ ହେବ ସାହା ?
ବୁଗୁଡ଼ା (୧୮/୦୯) : ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ ଅନ୍ତର୍ଗତ ବଡ଼ତଣ୍ଡା ଗ୍ରାମରେ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଦମ୍ପତିଙ୍କ ଗତକାଲି ରାତ୍ରିରେ ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା l ଏବେ ଘରେ ପଡି ଛଟପଟ ହେଉଛି!-->…
ସାଧନକେନ୍ଦ୍ରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ମେଳା
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ପଞ୍ଚାୟତର ବଉପାଙ୍ଗା ଠାରେ ସାଧନ କେନ୍ଦ୍ର ସ୍ତରୀୟ ଏକ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ମେଳା ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ବାଲନ୍ଦାପଡା ଓ ଲୁଇସିଂ ପଞ୍ଚାୟତ ଅଧୀନରେ ଥିବା ସ୍କୁଲ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ!-->…
ଦାରିଙ୍ଗବାଡ଼ି ତହସିଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି, (୧୮/୯) : ରବିବାର ଦିନ ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ତହସିଲଦାର ଅଶୋକ କୁମାର ଦାଶଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ରହି ଚାରା!-->!-->!-->…
କେନ୍ଦ୍ରୀୟ ନିର୍ଦ୍ଦେଶକଙ୍କ ହିଞ୍ଜିଳିକାଟୁ ଗସ୍ତ
ହିଞ୍ଜିଳିକାଟୁ (୧୮।୯) : କେନ୍ଦ୍ର ସରକାର ଙ୍କ କର୍ପୋରେଟ ବ୍ୟାପାର ବିଭାଗର ନିର୍ଦ୍ଦେଶକ ସଞ୍ଜୟ ଜୈନ ରବିବାର ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରାଞ୍ଚଳ ଗସ୍ତରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଦେଖିବା ସହ ସେଗୁଡିକ ର କାର୍ଯ୍ୟକାରିତା ପଚାରି ବୁଝିଥିଲେ। ବିଭିନ୍ନ ସ୍ଥାନରେ ଜନପ୍ରତିନିଧି ଓ!-->…
ଲୁୁଚା ଛପାରେ ଚାଲିଥିଲା ବାଲି ଚୋରା ଚାଲାଣ; ଅଚାନକ୍ ଚଢ଼ାଉ ପରେ ଜେସିବି ମେସିନ ସହ ୨ ଟ୍ରାକ୍ଟର ଜବତ
ହିଞ୍ଜିଳିକାଟୁ(୧୮/୦୯) : ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ନିର୍ଦେଶକ୍ରମେ ବିଳମ୍ବିତ ରାତ୍ରିରେ ଖରିଡା ଗ୍ରାମ ନିକଟରେ ଵେଆଇନ ବାଲି ଉତ୍ତୋଳନ କରୁଥିବା ବେଳେ ଗୋଟିଏ ଜେସିବି ମେସିନ ସହ ଦୁଇ ଗୋଟି ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରାଯାଇଛି। ଜବତ ଟ୍ରାକ୍ଟର ଗାଡିର ନମ୍ବର!-->…
ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , ଥାନାରେ ମାମଲା ରୁଜୁ , ଲୁହାରଡ୍ ଓ ଠେଙ୍ଗା ଜବତ , ସନ୍ଦେହରେ ୩…
ବୁଗୁଡ଼ା (୧୮/୦୯) : ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଛକ ନିକଟରେ ଗତକାଲି ରାତିରେ ୪୨ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନାଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଗତ ରାତିରୁ ୩ ଜଣଙ୍କୁ ଅଟକ ରଖିବା ସହ ଆକ୍ରମଣରେ ବ୍ଯବହୃତ ଲୁହା ରଡ୍ ଓ ଠେଙ୍ଗା ଜବତ!-->…
ଜୈବିକ କୃଷି ଶିକ୍ଷା ତାଲିମ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି (୧୮/୯) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ଅନୁଭୂତି ସମ୍ପନ କୃଷକ ଭାଇ ଭଉଣୀ ମାନଙ୍କୁ ନେଇଁ, ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସଭାଗୃରେ ଜୈବିକ କୃଷି ଶିକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହା!-->…
ମୋଦିଜୀଙ୍କ ୭୨ ତମ ଜନ୍ମ ଦିନରେ ଫୁଲବାଣୀ ନଗର ବିଜେପିର ରକ୍ତ ଦାନ ଶିବିର ଅନୁଷ୍ଠିତ
ଫୁଲବାଣୀ (୧୮/ ୯) : କନ୍ଧମାଳ ଜିଲ୍ଲା ବିଜେପି ଯୁବ ମୋର୍ଚା ଓ ନଗର ବିଜେପି କର୍ମୀଙ୍କ ଉଦ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ଜନ୍ମ ତିଥି ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି ! ଏହି ରକ୍ତ ଦାନ ଭଳି ମହାପୁଣ୍ୟ କାର୍ଯ୍ୟକୁ ଜିଲ୍ଲା ଯୁବ ମୋର୍ଚା ସଭାପତି!-->…
ଫୁଲବାଣୀ ସହରରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ଅନୁଷ୍ଠିତ..
ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ବିଭିର୍ଣ୍ଣ ସ୍ଥାନରେ ଆଜି ଦେବ ଶିଳ୍ପୀ ତଥା ବିଶ୍ୱ ନିର୍ମାଣର ଅଧିଷ୍ଠିତ ଦେବତା ବିଶ୍ୱକର୍ମାଙ୍କର ପୂଜା ବିଭିନ୍ନ ନିର୍ମାଣ କାରିଗର ସଂଗଠନ ମାନଙ୍କ ଦ୍ୱାରା ପୂଜା ଅନୁଷ୍ଠିତ ହୋଇଯାଇଛି | କନ୍ଧମାଳ ରାଜ ମିସ୍ତ୍ରୀ ସଙ୍ଘ ତରଫରୁ ଆନନ୍ଦ ବଜାର ରେ ସଭାପତି!-->…