Browsing Category

ଆଞ୍ଚଳିକ

ଦୀର୍ଘ ୧୨ ବର୍ଷ ହେଲା ଶଯ୍ୟାଶାୟୀ ଆଦିବାସୀ ଝିଅ ଲୟନ୍ତି : ବାଟ ହୁଡୁଛି ସରକାରୀ ସାହାଯ୍ୟ…

ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଗ୍ରାମବାସୀ ଙ୍କ ଅନୁରୋଧ... ଫୁଲବାଣୀ : ଆଦିବାସୀ ଯେ ଉପେକ୍ଷିତ ଓ ଅବହେଳିତ ଏହାର ସ୍ପଷ୍ଟ ଚିତ୍ର ତୁମୁଡ଼ିବନ୍ଧ ବ୍ଲକର କରକୁଡୁପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗେସିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ସରକାର ଆଦିବାସୀ ମାନଙ୍କ ଉର୍ନ୍ନତି ନିମନ୍ତେ…

ମନ୍ତ୍ରୀ ଉଷାଦେବୀଙ୍କ ଚିକିଟି ବ୍ଲକରେ ସମୀକ୍ଷା ବୈଠକ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି।ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୧.୩୦ ମିନିଟ ସମୟରେ ଉଦ୍ୟାନ ବିଭାଗର ଚିକିଟି ଓ ପାତ୍ରପୁର ବ୍ଲକର ମିଳିତ ଭାବେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି।…

ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ବୁଗୁଡ଼ା (୧୭/୦୯) : ବୁଗୁଡ଼ା ବ୍ଲକ ୪୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନା ଦୁଇ ଅଜଣା ବ୍ୟକ୍ତିଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣର ଶିକାର ହୋଇ ସଂଜ୍ଞାହୀନ ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ଯେ, ଆଜି…

ସାରୁ, ନନ୍ଦିକ ଓ ଆମ୍ବଗାଁ ପଚାଁୟତ ର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ ୧୭/୯ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶନିବାର ହିଞ୍ଜିଳି ଗସ୍ତରେ ଆସି ବହୁ ଉନ୍ନୟନ ପ୍ରକଳ୍ପ ର ସମୀକ୍ଷା କରିଛନ୍ତି। ଏ ନେଇ ଶନିବାର ହିଞ୍ଜିଳି ବ୍ଲକ୍ ର ସାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହିଞ୍ଜିଳି ବିଡିଓ ସୁଵ୍ରତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…

ଖଣି ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଲା ଭିଜିଲାନ୍ସ ବିଭାଗ

ମାଲକାନଗିରି,(୧୭।୯): ଲୋକାୟୁକ୍ତ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଆକ୍ସନ ମୁଡରେ। ଗତ ୨୦୨୧ ମାର୍ଚ୍ଚ ମାସରେ କ୍ୱରି ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ସେହି ସମୟର ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ନାଁ ରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ…

ଆନ୍ତର୍ଜାତୀୟ ତଟ ପରିମଳ ଦିବସ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ଗୋପାଳପୁର (୧୭/୦୯) : ଆଜି ଆନ୍ତର୍ଜାତିକ ତଟ ପରିମଳ ଦିବସ ଉପଲକ୍ଷେ କେନ୍ଦ୍ର ସରକାର ପୃଥ୍ବୀ ବିଜ୍ଞାନ ମନ୍ତ୍ରାଳୟ ତରଫରୁ ଏକ ସଫେଇ କାର୍ଯ୍ୟକ୍ରମ ଗୋପାଳପୁର ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମାନ୍ୟବର କୁଳପତି ଶ୍ରୀମତୀ…

ଚାଳକ ଦିବସ ପାଳିତ

ଫୁଲବାଣୀ : ଆଜି ପବିତ୍ର ବିଶ୍ୱକର୍ମା ପୂଜା ସହିତ ଚାଳକ ଦିବସ ପଡିଥିବାରୁ ମୋଟର ଚାଳକ ସଂଘ ତରଫରୁ ଧୁମ୍ ଧାମରେ ପାଳନ କରାଯାଇଛି l ଓଡିଶା ମୋଟର ଚାଳକ ସଙ୍ଘ ବାଲିଗୁଡା ଶାଖା ପକ୍ଷରୁ ଆଜି ସେପ୍ଟେମ୍ବର ୧୭ ତାରିଖକୁ ଚାଳକ ଦିବସ ରୂପେ ପାଳନ କରାଯାଇଛି l ଏହି ଅବସରରେ ଶାଖାରସଙ୍ଘ ତରଫରୁ…

ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ

ଚିତ୍ରକୋଣ୍ଡା(୧୭/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହେଉଅଛି l ଚିତ୍ରକୋଣ୍ଡା ମୁଖ୍ୟ ବିଦ୍ୟୁତ ସବଷ୍ଟେସନ, ପଞ୍ଜାବୀ ଛକ ବାବୁ ଗ୍ୟାରେଜ, ସ୍ପିଲବାଇ ଲଞ୍ଚଘାଟ ଠାରେ ମାଟିବନ୍ଧ ଯୋଜନା ପ୍ରକଳ୍ପ କର୍ମି ମାନଙ୍କ ଦ୍ଵାରା…

କୁଅରୁ ୫ ଫୁଟିଆ ନାଗ ସାପ ଉଦ୍ଧାର

ବୁଗୁଡ଼ା (୧୭/୦୯) : ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଲେମ୍ୱୁ ବଗିଚା ଗାଁର ବୁଲୁ ଗୌଡ଼ଙ୍କ ଘର ବାରିପଟ କୁଅରୁ ୫ ଫୁଟିଆ ନାଗ ସାପଟିଏ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ ବୁଲୁଙ୍କ ପରିବାର ଲୋକେ କୁଅରୁ ପାଣି ବାହାର କରିବା ବେଳେ କୁଅ…

ନିଆଁରେ ପୋଡି ଗୁରୁତର ଥିବା ଦମ୍ପତିଙ୍କ ମୃତ୍ୟୁ

ବୁଗୁଡ଼ା (୧୭/୦୯) : ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ବଡତଣ୍ଡା ଗ୍ରାମରେ ନିଆଁରେ ପୋଡି ସ୍ତ୍ରୀ ପଦ୍ମାବତୀ ଜାନି ଓ ସ୍ବାମୀ ରାଜକୁମାର ଜାନି ଉଭୟେ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକକୁ ସ୍ଥାନାନ୍ତର ହୋଇଥିବା ବେଳେ ଆଜି ସକାଳେ ଉଭୟଙ୍କ ମୃତ୍ୟୁ ଘଟିଥିବା…