Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମନ୍ତ୍ରୀ ଉଷାଦେବୀଙ୍କ ଖରଣୀପଡା ପଞ୍ଚାୟତରେ ସମୀକ୍ଷା ବୈଠକ
ଚିକିଟି : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଖରଣିପଡା ଗ୍ରାମ ପଞ୍ଚାୟତରେ ଶନିବାର ଅପରାହ୍ନରେ ଚିକିଟି ବିଧାୟିକା ତଥା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି। ଉକ୍ତ ବୈଠକରେ ପାତ୍ରପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ!-->…
ଓଡିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ
ବାଲିଗୁଡା(୧୭/୦୯) : ସେପ୍ଟେମ୍ବର ୧୭ ତାରିଖ କୁ ଓଡିଶା ମୋଟର ଚାଳକ ସଂଘ ଚାଳକ ଦିବସ ଭାବେ ସାରା ରାଜ୍ୟର ବିଭିନ୍ନ ଶାଖାରେ ପାଳନ କରୁଛି l ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓଡ଼ିଶା ମୋଟର ଚାଳକ ସଂଘ ତୁମୁଡିବନ୍ଧ ଶାଖା ଦ୍ଵାରା ଶନିବାର ଦିନ ଚାଳକ ଦିବସ ପାଳନ!-->…
ଧରାବତରଣ କଲେ ଦେବଶିଳ୍ପୀ ଵିଶ୍ଵକର୍ମା
ହିଞ୍ଜିଳିକାଟୁ (୧୭/୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ କଲେଜଛକ ନିକଟ ବରାହୀ ପାହାଡ ପାଦଦେଶରେ ଅବସ୍ଥିତ ଥିବା ବିଶ୍ବକର୍ମା ମନ୍ଦିରରେ ପୂର୍ବଖଣ୍ଡ ତାଲୁକା ସଭାପତି ଅଜୟ କୂମାର ମହାରଣା ଙ୍କ ସଭାପତିତ୍ବରେ ମହାରଣା କୂଳ ପକ୍ଷରୁ ଦେବଶିଳ୍ପୀ ବିଶ୍ବକର୍ମା ଙ୍କ ପୂଜାଉତ୍ସବ!-->…
ମାଁ କନକ ଦୁର୍ଗାଙ୍କ ଷୋଡଶ ଊପଚାର ଆରମ୍ଭ
ହିଞ୍ଜିଳିକାଟୁ (୧୭/୯) : ହିଞ୍ଜିଳିକାଟୁ ର ପ୍ରସିଦ୍ଧ ଦେବୀପୀଠ ମାଁ କନକ ଦୁର୍ଗା ଙ୍କ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ପୂଜା ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ସମସ୍ତ ଦେବୀପୀଠ ଚଳଚଞ୍ଚଳ ହୋଇପଡ଼ିଛି । ଷୋଡ଼ଶ ଉପଚାରର ନିମନ୍ତେ ମନ୍ଦିର କୁ ରଙ୍ଗବେରଙ୍ଗ!-->…
ଆନ୍ଧ୍ରର ୧୩ ଜଣ ମାଓ ମିଲିସିଙ୍କ ସହ ୭୦୦ ମାଓ ସମର୍ଥକ କଲେ ଆତ୍ମ ସମର୍ପଣ
ମାଲକାନଗିରି (୧୭।୯) : ମାଲକାନଗିରି ଜିଲ୍ଲାରେ ସଫଳ ହେବାରେ ଲାଗିଛି ସରକାରଙ୍କ ମାଓ ମୁକ୍ତ ଅଭିଯାନ, ମାଓ ଦମନ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଣ୍ଟି ନକ୍ସଲ ଅପରେସନ ଯୋଗୁଁ ମାଓ ଗଡ ଭୁଶୁଡିବା ସହ ସହ ସହ ମାଓ ସମର୍ଥକ ଓ ମାଓବାଦୀ ବର୍ତ୍ତମାନ ପୋଲିସ ନିକଟରେ କରୁଛନ୍ତି ଆତ୍ମ!-->…
ବ୍ଲକସ୍ତରୀୟ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ
ଉମରକୋଟ (୧୭/୦୯) : ଆଜି ଉମରକୋଟ ପଞ୍ଚାୟତ ସମିତିରେ ବ୍ଲକ ସ୍ତରୀୟ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କରାଯାଇଅଛି |ସୂଚନା ପ୍ରକାରେ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ପଞ୍ଚାୟତ ସମିତିର ଅଧୀନରେ ଥିବା ସମସ୍ତ ପୌରପରିଷଦ, ଏବଂ ପଞ୍ଚାୟତର ଅଙ୍ଗନବାଡି, ଆଶାକର୍ମୀ ଓ ଏ ଏନ ଏମ ଦ୍ୱାରା!-->…
ସାପ କାମୁଡ଼ାରେ ମହିଳା ମୃତ୍ୟୁ
ଦାରିଙ୍ଗବାଡ଼ି (୧୭/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା ଗ୍ରାମର ବାଇମାଲା କଲୋନୀ ସାହିର ରାଜେଶ ଦିଗାଳଙ୍କ ସ୍ତ୍ରୀ କସ୍ମିତା ଦିଗାଳ(୩୬)ଙ୍କୁ ଗତ ରାତିରେ ବିଷାକ୍ତ ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମୃତକ ମହିଳା ଜଣକ!-->…
ବିଧାୟକଙ୍କ ବ୍ରାହ୍ମଣୀଗାଁ ଅଞ୍ଚଳ ଗସ୍ତ
ଦାରିଙ୍ଗବାଡ଼ି, (୧୭/୯) : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ବ୍ରାହ୍ମଣୀଗାଁ ଅଞ୍ଚଳ ଗସ୍ତରେ ଆସି, ବ୍ରାହ୍ମଣୀଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ (ସ୍ମାର୍ଟ ସ୍କୁଲ) ରେ ପହଞ୍ଚି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କରିଛନ୍ତି।!-->…
ବୁଗୁଡ଼ାରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ
ବୁଗୁଡା (୧୭/୦୯) : ବୁଗୁଡ଼ା ଅଞ୍ଚଳର ବିଭିନ୍ନ କାର୍ଯାଳୟ ଏବଂ ପ୍ରତିଷ୍ଠାନରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ମହା ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଘୁଆ ଜଳସେଚନ ପ୍ରକଳ୍ପ କାର୍ଯାଳୟରେ ଭଗବାନ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମନୋଜ!-->…
ଏନ୍ ୱାଇ କେ ପକ୍ଷରୁ ବିକାଶ ଦିବସ ପାଳିତ
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବନ୍ଧଗଡ଼ ପଂଚାୟତର ଯାମପାଖଳ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିକାଶ ଦିବସ ପାଳିତ ହୋଇ ଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଭୃଙ୍ଗିଯୋଡି ଗ୍ରାମ ପଂଚାୟତ ର ସରପଞ୍ଚ ସୁଭଦ୍ରା କହଁର ଯୋଗ ଦେ ଇଥିବା ବେଳେ!-->!-->!-->…