Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
“ପିଲାଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଟାସ୍କ ଫୋର୍ସ କମିଟି ଏବଂ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା…
ଛତ୍ରପୁର(୧୪.୦୯) : ନିର୍ଭୟାକଢି, ମୋ ଗେହ୍ଲାଝିଅ ଏବଂ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ମାନ୍ୟବର ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁଙ୍କ!-->…
ବାହୁଦା ନଦୀ ଚିଲାଡ଼ି ଘାଟରେ ମହିଳାଙ୍କ ଶବ
ଚିକିଟି : ଗଞ୍ଜାମ ଜିଲ୍ଲା ଚିଲାଡ଼ି ଗ୍ରାମ ନିକଟସ୍ଥ ବାହୁଦା ନଦୀ ଘାଟରେ ମହିଳାଙ୍କ ଶବ ଭାସି ଆସି ଲାଗିଥିବା ସୂଚନା।ଆଜି ସକାଳେ ଚିଲାଡ଼ି ଗ୍ରାମର କିଛି ମହିଳା ନଦୀକୁ ସ୍ନାନ କରିବା ପାଇଁ ଯିବା ସମୟରେ ରାସ୍ତାରେ ଏକ ଗଳିତ ଶବ ପଡିଥିବାର ଗ୍ରାମକୁ ଆସି କହିଥିଲେ।ଖବର ଶୁଣି ସରପଞ୍ଚ!-->…
ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ୍ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଏ ଆଇ ଡି ଏସ ଓ ପକ୍ଷରୁ ବିକ୍ଷୋଭ
ବ୍ରହ୍ମପୁର : ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ୍ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଆଜି ଏକ ବିକ୍ଷୋଭ ବ୍ରହ୍ମପୁର ବୋର୍ଡ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ହେବା ସହ ଏକ ଦାବି ପତ୍ର ଉପସଚିବ ସୁବାଷ ବେହେରା ଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।ରାଜ୍ୟର ଅନେକ!-->…
ମାଇଗ୍ରାଣ୍ଟ ଆୱାରନେସ ଏଣ୍ଡ ଇନଫରମେସନ ନେଟୱାର୍କ କର୍ମଶାଳା ଅନୁଷ୍ଠିତ
ଫୁଲବାଣୀ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି l ଲୋକେ ଗାଁ ଛାଡିକାମ ଧନ୍ଦା ଅନ୍ୱେଷଣରେ ରାଜ୍ୟବାହାରକୁ ଚାଲିଯାଉଛନ୍ତି l ତେବେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ତଥ୍ୟ ସଂଗ୍ରହ ପାଇଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୋୖଣସି ଉଦ୍ୟମ!-->…
ବାଲନ୍ଦାପଡାରେ ପୋଷଣ ମାସ – ୨୦୨୨ ପାଳିତ
ଫୁଲବାଣୀ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କନ୍ଧମାଳ ଓ ଆର୍ନ୍ତଜାତୀୟ ଅନୁଷ୍ଠାନ କ୍ରାଏ, କୋଲକତାଙ୍କ ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କୁହାଯାଉଥିବା ବାଲନ୍ଦାପଡା ଠାରେ ଆଞ୍ଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି । ଏହା ସହ!-->…
ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ୪ର୍ଥ ବୈଠକ ଅନୁଷ୍ଠିତ
ହିଞ୍ଜିଳିକାଟୁ (୧୪।୯) : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ର ୪ର୍ଥ ବୈଠକ ବ୍ଳକ ସଭା ଗୃହରେ ଅଧ୍ୟକ୍ଷା ସରସ୍ଵତୀ ସେଠୀ ଙ୍କ ପୌରହିତ୍ୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ, ବିଡ଼ିଓ ସୁବ୍ରତ!-->…
ବିଧାନସଭା ସଦାଚାର କମିଟି ସଦସ୍ୟଙ୍କ ମାଲକାନଗିରି ଗସ୍ତ : ସାମ୍ବାଦିକ ମାନଙ୍କୁ ଅଣ ଦେଖା…
ମାଲକାନଗିରି : ଆଜି ତା 14.09.2022 ରିଖ, ରାଜ୍ୟ ସରକାରଙ୍କ ବିଧାନ ସଭା ସଦାଚାର କମିଟି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲାର ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କିପରି ସହଯୋଗ ରଖାଯାଇ ଜନସାଧରଣଙ୍କ ସମସ୍ୟାର ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ!-->…
ଦାରିଙ୍ଗବାଡ଼ି ସମିତି ବୈଠକ
ଦାରିଙ୍ଗବାଡ଼ (୧୪/୯) : ଦାରିଙ୍ଗବାଡ଼ି ୪ର୍ଥ ସମିତି ବୈଠକ ବ୍ଳକ ସଭାଗୃହରେ ବିଡିଓ ଗଦାଧର ପତ୍ରଙ୍କ ଅଧ୍ୟକ୍ଷତାରେ ୨୫ଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ ,ସମିତି ସଭ୍ୟ ,ଲାଇନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏଥିରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମିତି!-->…
କାହା ସ୍ୱାର୍ଥ ରେ ‘ମହାପ୍ରୟାଣ’ ଗାଡି ବ୍ୟବସ୍ଥା : ମୃତଦେହ ନେବାକୁ ଲୋକେ ହନ୍ତସନ୍ତ ହେଉଛନ୍ତି
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମୁଖ୍ୟ ଡାକ୍ତରଖାନାରେ କୌଣସି ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଲେ ମୃତଦେହ ନିଜ ଘରକୁ ନେବା ପାଇଁ ଶବବାହକ ଗାଡି ନଥିବା ଅଭିଯୋଗ ହୋଇଛି । ମୁଖ୍ୟ ଡାକ୍ତରଖାନା ମଧ୍ୟରେ ତିନୋଟି ଜରୁରୀକାଳୀନ ସେବା ପାଇଁ ଆମ୍ବୁଲାନ୍ସ ଗାଡି ରହିଛି ।!-->…
ହିନ୍ଦୀ ଦିବସ ଓ ପକ୍ଷ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଗୁରୁକୁଳ ସଂକୃତ ମହାବିଦ୍ୟାଳୟ ଚକାପାଦ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ହିନ୍ଦୀ ଦିବସ ଓ ପକ୍ଷ ପାଳିତ ହୋଇଯାଇଅଛି ।ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଗୁରୁକୁଳ ସଂକୃତ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ପଦ୍ମନାଭ ଡିଗାଲ ଯୋଗ!-->…