Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦାରିଙ୍ଗବାଡ଼ି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଦାରିଙ୍ଗବାଡ଼ି (୧୩/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ଶିବିରରେ ମୋଟ ୮୬୪ ଜଣ ରେଜିଷ୍ଟ୍ରେସନ କରିଥିଲେ । ସେଥିରୁ ଚଳନ ଶକ୍ତି ବାଧିତ ୪୪୦, ଶ୍ରବଣ ଓ କଥା ଶକ୍ତି ବାଧିତ!-->…
ଆନ୍ଦୋଳନକୁ ଓଲ୍ଲାଇଲେ କୁକୁଡ଼ା ଚାଷୀ
ବୁଗୁଡ଼ା (୨୩/୦୯) : କୁକୁଡ଼ା ଚାଷୀଙ୍କୁ କମ୍ପାନୀ ମାନେ ଉନ୍ନତ ମାନର ଛୁଆ କି ଦାନା ଦେଉ ନଥିବାରୁ ଚାଷୀ ମାନେ କ୍ଷତି ସହୁଥିବା ଫଳରେ ବହୁ ଚାଷୀ ଫାର୍ମ ବନ୍ଦ କରି ଦାଦନ ଖଟିବାକୁ ଚାଲି ଗଲେଣି ବୋଲି ଅଭିଯୋଗ କରି ରାଜ୍ୟ ସଂଘର ଡାକରା କ୍ରମେ ବୁଗୁଡ଼ା ବ୍ଲକର କୁକୁଡ଼ା ଫାର୍ମ ମାଲିକ ମାନେ!-->…
ବଡମାଧପୁରରେ ବିରାଟ ଚାଷୀ ସମାବେଶ
ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ମାଁ କଣ୍ଠେରଣା ମନ୍ଦିର ପ୍ରାଙ୍ଗଣରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ବଡମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ!-->!-->!-->…
କୋଟଗଡ ବ୍ଲକ ମାଦାଗୁଡାରେ ଲାଗିଲା ୨ଟି ମାଓ ଲାଲ ବ୍ୟାନର
ଫୁଲବାଣୀ/ବାଲିଗୁଡା:- କୋଟଗଡ ଅଂଚଳରେ ବାରମ୍ବାର ଲାଗୁଚି ମାଓବାଦୀଙ୍କ ହାତଲେଖା ବ୍ୟାନର ।ବ୍ୟାନର ପୋଷ୍ଟର ଜରିଆରେ କେତବେଳେ ଦୁର୍ନୀତି ବିରୁଦ୍ଧରେ ଚେତାବନୀତ ଆଉ କେତେବେଳେ ଆହ୍ୱାନ ଦିଆଯାଉଥିବା ଦେଖିବାକୁ ମିଳୁଛି । ହେଲେ ଗତକାଲି ବିଳମ୍ବିତ ରାତିରେ କୋଟଗଡ ବ୍ଲକ ଅନ୍ତର୍ଗତ ମାଦାଗୁଡା!-->…
ନିର୍ଯ୍ୟାତିତ କପସାଭାଟା କନ୍ଧ ଆଦିବାସୀଙ୍କ ଆଖିରେ ଲୁହ : ନ୍ୟାୟ ଅପେକ୍ଷା ରେ ୨୫ ପରିବାର…
ନ୍ୟାୟ ନମିଳିଲେ ଆଗାମୀ ଦିନରେ କରିବେ ଆମରଣ ଅନଶନ..! ଦେଲେ ଚେତାବନୀ
ସାପ କାମୁଡ଼ାରେ ଚାଷୀ ଗୁରୁତର…
ବୁଗୁଡା : ତା ୧୩/୦୯/୨୨ : ନିକଟସ୍ଥ କଣଛାଇ ଗ୍ରାମରେ ଜନୈକ ଯୁବ ଚାଷୀ ସାପ କାମୁଡ଼ାରେ ଆହତ ହୋଇ ବୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଆହତ ଚାଷୀ ଜଣକ ପୋଲସରା ଥାନା ଅନ୍ତର୍ଗତ କଣଛାଇ ଗ୍ରାମ ତେଲିସାହିର ଦିନବନ୍ଧୁ!-->…
ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଗରିବ ଛାତ୍ରଙ୍କ ସଫଳତା…
ବୁଗୁଡ଼ା :ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବୁଗୁଡ଼ା ଏନଏସିର ବୁଦ୍ଧଖୋଲ ରୋଡ଼ ସାହି ନିବାସୀ ସୁବାସ ଚନ୍ଦ୍ର ପାତ୍ରଙ୍କ ପୁତ୍ର ସୁନୀଲ କୁମାର ପାତ୍ର ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାପା ସୁବାସ ପରିବା ବ୍ଯବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆର୍ଥିକ ଅବସ୍ଥା!-->…
ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନୀତ
ଫୁଲବାଣୀ : କନ୍ଧମାଳର ଜନପ୍ରିୟ ତଥା ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମୟୁରଭଞ୍ଜର ବଡ଼ସାହିସ୍ଥ ବାଣୀପୀଠ ସାହିତ୍ୟ ଅନୁଷ୍ଠାନ ତରଫରୁ ବାଣୀପୀଠ ମହୋତ୍ସବ ୨୦୨୨ ଅବସରରେ ବାଣୀପ୍ରଜ୍ଞା ସମ୍ମାନରେ ସମ୍ମାନୀତ କରାଯାଇଛି।ଡ଼ଃ ମହାପାତ୍ରଙ୍କ ସାମଗ୍ରିକ ସାହିତ୍ୟ!-->…
ରାସ୍ତାରେ ଡ୍ରାଇଭରକୁ ବନ୍ଧୁକ ଦେଖାଇ କାର ଲୁଟ ଉଦ୍ୟମ ଘଟଣାରେ ୩ ଜଣ ଅଟକ
ବୁଗୁଡ଼ା (୧୩/୦୯) : ବ୍ରହ୍ମପୁର ଯିବେ କହି କାର ଭଡା କରି କାରରେ ଚଡିବା ପରେ ଅଧ ରାସ୍ତାରେ କାର ଡ୍ରାଇଭରକୁ ମାଉଜର ଦେଖାଇ କାର ଲୁଟି ନେବା ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଥିବା ଜଣା ପଡିଛି l ଗତକାଲି ରାତି ପ୍ରାୟ ୯ ଟା ସମୟରେ ଭୁବନେଶ୍ୱରରୁ ବାଲିପଦର ଯାଉଥିବା ଏକ ଘରୋଇ ବସରେ!-->…