Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆହାର କେନ୍ଦ୍ର ପରିସରରେ ଅନାହାରରେ ବ୍ୟକ୍ତିଙ୍କ ମୃତ୍ୟୁ
ମାଲକାନଗିରି : ଆଜି ଏକ ହୃଦୟବିଦାରକ ଦୃଶ୍ୟଦେଖିବାକୁ ମିଳିଛି ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ।ସରକାର ଙ୍କ ବହୁମୁଖୀ ଗରିବ କଲ୍ୟାଣ ଯୋଜନା କାମରେ ଆସୁନଥିବା ଭଳି ମନେ ହେଉଛି । ଆଜି ବସଷ୍ଟାଣ୍ଡ ମଧ୍ୟରେ ଥିବା ଆହାର କେନ୍ଦ୍ର ପରିସରରେ ଏକ ବ୍ୟକ୍ତି ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି ।!-->…
କୁକୁଡାଖଣ୍ଡି ବ୍ଲକ ବିଜେଡିର ସାମ୍ବାଦିକ ସମ୍ମିଳନୀ
କୁକୁଡାଖଣ୍ଡି(୧୧/୯) : ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ କୁକୁଡାଖଣ୍ଡି ବ୍ଲକରେ ରବିବାର ଦିନ ୧୧ ଘଟିକା ସମୟରେ ସ୍ଥାନୀୟ ଡାକବଙ୍ଗଳା ପରିସରରେ ବ୍ଲକ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ କରାଯାଇଥିଲା । କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ!-->!-->!-->…
ବୁଗୁଡ଼ା ରାଜରାସ୍ତାରୁ ବୁଲା ଗାଈଗୋରୁଙ୍କୁ ହଟାଇଲା ଏନ୍ଏସି ପ୍ରଶାସନ , ବଢିଲା ଗୋପାଳକଙ୍କ ଟେନସନ୍
ବୁଗୁଡା (୧୧/୦୯) : ବୁଗୁଡ଼ା ସହର ରାଜରାସ୍ତାରେ ଗାଈଗୋରୁଙ୍କ ଅବାଧ ବିଚରଣ ଏବଂ ଉପଦ୍ରବ ଯୋଗୁଁ ଟ୍ରାଫିକ୍ ସମସ୍ୟା ଚରମ ସୀମାରେ ପହଞ୍ଚିବା ସହ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଥିଲା । ଏନେଇ ଏନ୍ଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ!-->…
ଵ୍ଳକସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ ପାଳନ
ହିଞ୍ଜିଳିକାଟୁ (୧୧/୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ବ୍ଳକସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳିକାଟୁ ଵ୍ଳକ ଅନ୍ତର୍ଗତ ୧୦ ଟି କ୍ଳଷ୍ଟର ରେ ୯୫ ଗୋଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆର୍ଟ ଆଣ୍ଡ!-->…
ଖୋଳଖାଳିରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ
ବୁଗୁଡା (୧୧/୦୯) : ବୁଗୁଡ଼ା ବ୍ଲକ ଖୋଳଖାଳି ଗ୍ରାମରେ ଆଗାମୀ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଗାଁର ବଡଦାଣ୍ଡରେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୋହିତ ଭାବେ ବନମାଳୀ ରଥ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ ପୂଜା କମିଟି!-->…
ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ସମ୍ମାନ ପାଇଲେ ଅଭିନେତା ସୌରଭ ନନ୍ଦ
ଫୁଲବାଣୀ : ନାଗେଶ୍ଵର ଫିଲ୍ମ ପ୍ରଡକ୍ସନ ପକ୍ଷରୁ ରାଜ୍ୟ ସ୍ତରୀୟ ସିନେ ସାହିତ୍ୟ ଆୱାର୍ଡ଼ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୧୧ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ମାନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ!-->…
ଆଇଆରଇ କମ୍ପାନୀର ବିଚିତ୍ର ନୀତି ! କାରଖାନା ଗଞ୍ଜାମରେ,ନିଯୁକ୍ତି ଓ ପରୀକ୍ଷା ଅନ୍ୟ ଜିଲ୍ଲାରେ କାହିଁକି –…
ବ୍ରହ୍ମପୁର : ନିକଟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଅବସ୍ଥିତ ବିରଳ ମୁର୍ତ୍ତିକା କରଖାନା(IRE)ରେ ନିଯୁକ୍ତି ପାଇଁ ଆବେଦନ ପତ୍ର କମ୍ପାନୀ ତରଫରୁ ଗ୍ରହଣ କାରାଯାଇଥିଲା l ବେକାର ଯୁବକ ଓ଼ ଯୁବତୀ ମାନେ ନିଯୁକ୍ତି ପାଇବାର ଆଶାରେ କଂପାନୀ ନିକଟରେ ଆବେଦନ କରିଥିଲେ କିନ୍ତୁ!-->!-->!-->!-->!-->…
ସରପଞ୍ଚଙ୍କ ଉପସ୍ଥିତିରେ ସ୍କୁଲପିଲାମାନଙ୍କୁ ଡ୍ରେସ ବଣ୍ଟନ କାର୍ଯ୍ୟକ୍ରମ
ଝରିଗାଁ (୧୦/୦୯) : ନବରଙ୍ଗପୁର ଜିଲ୍ଳା ଝରୀଗାଁ ବ୍ଲକ ଧୋଦ୍ରା ଗ୍ରାମ ପଞ୍ଚାୟତର ଆଜି ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ ଭୀମଗୁଡାରେ ସରପଞ୍ଚ ଓ ସମିତି ମେମ୍ବର ଙ୍କ ଦ୍ବାରା ସମସ୍ତ କର୍ମ କର୍ତ୍ତାଙ୍କ ଉପସ୍ଥିତ ରେ ତଥା ଗୁରୁଜନ ମାନଙ୍କ ସହ ଛାତ୍ର ଛାତ୍ରୀ ମାନଙ୍କୁ ଡ୍ରେସ ବଣ୍ଟନ ଉତ୍ସବଟି!-->…
ଚିତ୍ରକୋଣ୍ଡା ଥାନା ଦ୍ଵାରା ବିଫୁଳ ପରିମାଣର ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ତିନି ଗିରଫ
ଚିତ୍ରକୋଣ୍ଡା(୧୦/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା, ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ବନ୍ଦାମାମୁଡି,ବଡ଼ପଦର ଓ ରେଖାପାଲି ମୁଖ୍ୟ ରାସ୍ତାରେ ମଧ୍ୟରେ ଗାଡ଼ି ଚେକିଂ ସମୟରେ ରେଖାପାଲି ଆଡ଼ୁ ଏକ ବ୍ଲୁ ରଙ୍ଗର ଟ୍ରାକ୍ଟର ଆସୁଥିଲା ପୁଲିସ ଟିମକୁ ଦେଖି!-->…
ସ୍ମାର୍ଟସ୍କୁଲର ପିଲାମାନେ ୟୁପି ସ୍କୁଲକୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଯାଉଛନ୍ତି
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଯାହାକି ୧୯୮୩ ମସିହାରୁ ସ୍ଥାପିତ ହୋଇଅଛି ।ଏହି ବିଦ୍ୟାଳୟକୁ ୨୦୨୨ ମସିହାରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଛି।ଏହି ସ୍ମାର୍ଟ ସ୍କୁଲରେ ପରିଣତ!-->!-->!-->…