Browsing Category

ଆଞ୍ଚଳିକ

ଗୁରୁ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

ବ୍ରହ୍ମପୁର : ବିଜେଡ଼ି ଯୁବ ନେତା ତଥା ଆମ୍ବଗଡ଼ ସମବାୟ ସମିତି ସଭାପତି କାହ୍ନୁଚରଣ ପାତ୍ରଙ୍କ ତତ୍ୱାବଧାନରେ ଏହି ରକ୍ତଦାନ ଶିବିରଟି ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଯୋଗଦେଇ ଶିବିର ଉଦ୍‌ଘାଟନ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ଅଭାବ…

ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଗୁରୁପୂଜନ ଉତ୍ସବ ପାଳିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଗୁରୁଦିବସ ପାଳନ ଅବସରରେ ସୋମବାର ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ…

ଦୁତିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଫୁଲବାଣୀ ୦୫/୦୯ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସରକାରୀ ଉଚ୍ଚ ବିଦ୍ୟାଳରେ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ପ୍ରଧାନଙ୍କ ନେତୃତ୍ୱରେ ଗୁରୁଦିବସ ପାଳିତ ହେଇଯାଇଛି । ଏହି ଅବସରରେ ସର୍ଵ ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ଡ଼ଃ ସର୍ଵପଲ୍ଲୀ ରାଧାକିଶନଙ୍କ ଜନ୍ମତିଥିରେ ଧୂପ ଦୀପ ଦେଇ…

ଲୋକ ଚେତନାରେ ଲୋକକଳା ପ୍ରତି ଦୁର୍ବଳତା ସୃଷ୍ଟି ଉଦ୍ୟମ ହେବା ଉଚିତ୍ : ଜିଲ୍ଲା ସଂସ୍କୃତି ଅଧିକାରୀ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ଠାରେ ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ମହୋତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ…

ସଚେତନତା ହିଁ ରୋକିବ ବାଲ୍ୟବିବାହ

ନବରଙ୍ଗପୁର : ବାଲ୍ୟବିବାହ ନିଷେଧ , ଶିଶୁ ଅପରାଧ , ଘରୋଇ ହିଂସା ଓ ଲିଙ୍ଗ ଭିତ୍ତିକ ହିଂସା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର…

ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ସମ୍ୱର୍ଦ୍ଧିତ

ଫୁଲବାଣୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ଠାରେ ଗୁରୁ ଦିବସ ତଥା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lସାରା ଭାରତବର୍ଷରେ ସେପ୍ଟେମ୍ବର ପାଞ୍ଚ ତାରିଖକୁ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରୁଥିଲା ବେଳେ ତୁମୁଡିବନ୍ଧ ସରସ୍ବତୀ…

ସରକାରଙ୍କ ଅବହେଳା ଯୋଗୁଁ କୁନି କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ

ଉମରକୋଟ : ସରକାରଙ୍କ ଅବହେଳା ଯୋଗୁଁ ବିଗତ ତିନି ବର୍ଷ ହେବ ସ୍କୁଲରେ ଶିକ୍ଷକ ଓ ଶିକ୍ଷତ୍ରୀ ଅଭାବରୁ ପାଠ ପଡ଼ାରେ ବ୍ୟାଘାତ ହୋଇ କୁନି କୁନି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି | ଏହି ପରି ଏକ ଦୃଶ୍ୟ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ପୌରପରିଷଦ ଅନ୍ତର୍ଗତ ଇଉ ଭି 4…

ଗଣେଶ ମୂର୍ତି ଭସାଣି : ଛୁରୀରେ ମାଡ଼ରେ ୨ ଭାଇ ଗୁରୁତର

ହିଞ୍ଜିଳିକାଟୁ, ୪।୯ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗାଁ ରେ ଗଣେଶ ମୂର୍ତି ଭସାଣି ବେଳେ ରବିବାର ରାତିରେ ଅଘଟଣ ଘଟିଛି। ଦୋକାନରେ ଜିନିଷ କିଣାବିକା କୁ ନେଇ ଗଣ୍ଡଗୋଳ ଘଟି ୨ ଛୁରୀ ମାଡରେ ୨ ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ନନ୍ଦିକ ଗାଁ…

ହିନ୍ଦ ମଜଦୁର ସଭାର ଯୁବ କନଭେନସନ

ବ୍ରହ୍ମପୁର (୦୪/୨୨) : ଆଜି ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ରାଜସ୍ବ ଡାକ ବଙ୍ଗଳାଠାରେ ହିନ୍ଦ ମଜଦୁର ସଭାର ଯୁବ କନଭେନସନ ରାଜ୍ୟ ଯୁବ ସଭାପତି ସାଥୀ ବିଜୟ ଭୂଷଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ହିନ୍ଦ ମଜଦୁର ସଭାର ରାଜ୍ୟ ସଭାପତି ସାଥୀ କୃଷ୍ଣଚନ୍ଦ୍ର…

ବୈଦ୍ୟନାଥପୁର ଥାନା ଟେର ପାଉନି ଚୋରଙ୍କ ଠିକଣା , ବଢି ଚାଲିଛି ଚୋରି

ବ୍ରହ୍ମପୁର : ପୁଣି ଥରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମ୍‌କେସିଜି ମେଡ଼ିକାଲ ମୁଖ୍ୟ ଫାଟକ ନିକଟରେ ଥିବା ଏକ ଔଷଧ ଦୋକାନର ତାଲା ଭାଙ୍ଗି ଟଙ୍କା ଲୁଟ୍ ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଅଭିଯୋଗ ପରେ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ…