Browsing Category

ଆଞ୍ଚଳିକ

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରେ ତାଲିମ ଶିବିର

ନବରଙ୍ଗପୁର (୨୨.୦୮) : ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଦଶହରା ପଦା ଠାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ପଚିଶ ଜଣ ସଭ୍ୟସଭ୍ୟା ଙ୍କୁ ନେଇ ଆଶ୍ରୟସ୍ଥଳୀର ରକ୍ଷଣା ବେକ୍ଷଣ, ପରିଚାଳନା, ନଥିପତ୍ର ଲିଖନ ଏବଂ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର…

ଅବହେଳିତ ଅବସ୍ଥାରେ ଆୟୁବୈଦିକ ମହାବିଦ୍ୟାଳୟ : ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଛାତ୍ର ସଂସଦ ସଦସ୍ୟ

ବ୍ରହ୍ମପୁର : ଆଙ୍କଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁବୈଦିକ ମହାବିଦ୍ୟାୟରେ ରହିଥିବା ବିଭିନ୍ନ ସମସ୍ୟାକୁ ଛାତ୍ର ସଂସଦ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଦକ୍ଷିଣ…

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ରାହ୍ମଣୀଗାଁରେ କଂଗ୍ରେସର ବିକ୍ଷୋଭ

ଦାରିଙ୍ଗବାଡ଼ି,୨୨/୮: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଆଜି ହାଟବାର ଥିବାରୁ କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ସଚେତନତା ସଭାର ଆୟୋଜନ କରାଯାଇ ଥିଲା। ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି…

ସମାଜସେବୀ ବଂଶୀଧର ଭୂୟାଁଙ୍କ ଜନ୍ମଦିନରେ ବକ୍ତୃତା ପ୍ରତିଯୋଗିତା

ବ୍ରହ୍ମପୁର(22/8) : ବିଶିଷ୍ଟ ସମାଜସେବୀ ବଂଶୀଧର ଭୂୟାଁ ଙ୍କ 80ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଆଜି ଗୋକୁଳ ଧାମ ଠାରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସମାଜ ଗଠନରେ ବରିଷ୍ଠ ନାଗରିକଙ୍କ ଭୂମିକା ଶୀର୍ଷକ ଏହି ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ ଓଁ ହାସ୍ୟ କ୍ଲବ ର…

ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଟିମର ଚିକିଟି ଗସ୍ତ

ଚିକିଟି : ଗଂଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଟିମର ତିନିଜଣିଆ ଟିମ ସୋମବାର ଚିକିଟି ବ୍ଲକ ଗସ୍ତ କରି ବ୍ଲକର ତିନୋଟି ବିଦ୍ୟାଳୟ ଗସ୍ତ କରିଛନ୍ତି। ବାଳିକା ପ୍ରାଥମିକ ବିଦ୍ୟାଳୟ ଚିକିଟି ପେଣ୍ଠ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରବାଲୁଆ ଏବଂ ପ୍ରାଥମିକ…

ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳାବ୍ୟାଚ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଲା

କନ୍ଧମାଳ : ଓଡ଼ିଶାରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଓ ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରି ସମୟକୁ ପଦୋନ୍ନତି, ବର୍ଦ୍ଧିତ ଦରମା, ବରିଷ୍ଠତାରେ ଗଣନା କରିବା ଦାବିରେ ଦିର୍ଘ ୬ ଦିନ ଧରି ସାରା ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ…

ବ୍ରହ୍ମପୁରବାସୀ ଙ୍କୁ ସତର୍କ ଘଣ୍ଟି : ସାଧୁବେଶରେ ବୁଲୁଛନ୍ତି ସନ୍ଦିଗ୍ଧ

ବ୍ରହ୍ମପୁର : ନାଗବାବା ବେଶଧାରୀ 7 ଜଣ ସନ୍ଦିଗ୍ଧ କୁ କାବୁ କଲେ ଅଞ୍ଚଳବାସୀ ଏବଂ ବଜରଙ୍ଗ ଦଳ ସଦସ୍ୟ। ଆଜି ପୂର୍ବାହ୍ନ ସମୟରେ ଗଜପତି ନଗର, ବିଦ୍ୟୁତ ପୁରୀ, ଜୟପ୍ରକାଶ ନଗର ଆଦି ଅଞ୍ଚଳରେ ବୁଲୁଥିଲା 7 ଜଣ ନାଗା ବେଶଧାରି ବ୍ୟକ୍ତିଙ୍କୁ କିଛି ଅଞ୍ଚଳ ବାସୀ ଦେଖିଥିଲେ।ସେଠାରେ ବଜରଙ୍ଗଦଳ…

ବ୍ଲକର ବିଭିନ୍ନ ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

ଦାରିଙ୍ଗବାଡ଼ି(୨୨/୮) : ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିକରମାହା , ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଝିଝିରିଗୁଡ଼ା ଏବଂ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜି.…

ଛତ୍ରପୁର ଥାନା ସମ୍ମୁଖରେ ବାଇକ ଦୁର୍ଘଟଣା

ଛତ୍ରପୁର : ଛତ୍ରପୁର ଥାନା ସମ୍ମୁଖ ରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ତିନିଜଣ ଯୁବକ ଆହାତ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l l ଆହାତ ତିନିଜଣ ଜଣ ହେଲେ ଛତ୍ରପୁର ଅଂଚଳ ର ଶୁଭଙ୍କର ମିଶ୍ର, ଶୁଭଦୀପ ସାହୁ ଓ…

ଦୁଇଶହ ପଞ୍ଚାନବେ ଜଣ ମିଲେସିଆ ଏବଂ ପାଞ୍ଚଶହ ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ମୁଖ୍ୟ ଶ୍ରୋତକୁ ଫେରିଲେ

ଚିତ୍ରକୋଣ୍ଡା (୨୨/୦୮) : ଆଜି ଓଡିଶା ପୁଲିସ ଦ୍ଵାରା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଜନ ସମ୍ପର୍କ କାର୍ଯ୍ୟକ୍ରମ ରେ ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ଓ ଧୂଳିପୁଟ ପଞ୍ଚାୟତ ଅଂଚଳରୁ ଦୁଇ ଶହ ପଞ୍ଚାନବେ ଜଣ ମିଲେସିଆ ଏବଂ…