Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ କମିଟିମାନଙ୍କର ଏକ ପ୍ରଶିକ୍ଷଣ ଶିବିର
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ର ପାପଡାହାଣ୍ଡି ବ୍ଲକ ର ମୋକିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ କମିଟି ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇ ଯାଇଛି। ଜିଲ୍ଲାପାଳ ଡଃ ମିଶ୍ର ଉପସ୍ଥିତ ଥିବା ସଭାର ସମସ୍ତ!-->…
ସୁନ୍ଦରଗଡ଼ ବିଜେପି ପାଳନ କଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ପୁଣ୍ୟତିଥି
ସୁନ୍ଦରଗଡ଼ : ଭାରତୀୟ ଜନତା ପାର୍ଟି, ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଭୋଜପୁର ଠାରେ ଭାରତୀୟ ରାଜନୀତି ର ଅଜାତଶତୃ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ!-->…
ସ୍କୁଲ ପିଲାମାନେ କୋଦାଳ ଧରି ସ୍କୁଲ ସମୟରେ କାମ କରିବା ଘଟଣା : ମିଛ ଖବର ପରିବେଷଣ କୁ ନେଇ ଗ୍ରାମବାସୀ ଉଦବେଗ..!
ଦୁଇ ସଚେତନ ଆଦର୍ଶ ଛାତ୍ର...
ଉମରକୋଟ: ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଓଡ଼ଣ୍ଡୀ ଗ୍ରାମରେ ଥିବା ପ୍ରାଇମାରୀ ସ୍କୁଲ ଶିକ୍ଷକଙ୍କ ନାମରେ ଯେଉଁ ଖବର ବିଗତ ଦିନରେ ଏକ ନିର୍ଦ୍ଧିଷ୍ଟ ନିଉଜ୍ ତଥା ରାଇଘର ଅଞ୍ଚଳ ରେ ପବ୍ଲିକ ଆପ ଜରିଆରେ ପ୍ରସାରଣ ହୋଇଥିଲା ତାହା ସମ୍ପୂର୍ଣ!-->!-->!-->…
ଗୁଡ଼ସେଡ ନିକଟରେ ଶ୍ରମିକ ମୃତ
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗୁଡସେଡ ସ୍ଥିତ ସିମେଣ୍ଟ ଗୋଦାମ ନିକଟରେ ଜଣେ ଶ୍ରମିକ ମୃତ୍ୟୁ ଘଟିଛି । ପୋଲିସ କହିବା ଅନୁସାରେ ଫୁଲୁଟା ଗ୍ରାମର ପପୁ ସାସମଲ ନାମକ ଜୈନକ ପ୍ରତିଦିନ ପରି ଗତକାଲି ମଜୁରୀ ପାଇଁ ଜଗନ୍ନାଥ ପୁର ଗୁଡ ସେଡ ଯାଇ କାମ କରିବା ସମୟରେ ହଟାତ!-->!-->!-->…
ବାଲିଗୁଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜି୍ଲ୍ଲାପାଳ ଆଶିଶ ଇଶ୍ୱର ପାଟିଲ ଅଭିଯୋଗ ଶୁଣାଣୀ କରିଛନ୍ତି । ଏଥିରେ କନ୍ଧମାଳ ଏସପି ବିନିତ ଅଗ୍ରଓାଲ,ଏସଡିପିଓ ଜିଆର ରାଘେବେନ୍ଦ୍ର, ଉପ ଜିଲ୍ଲପାଳ ଦୁଃଖବନ୍ଧୁ ନାୟକ, ପିଏ!-->…
ଧମକ ଦେଇ ମାଓବାଦୀଙ୍କ ନାମରେ ଅର୍ଥ ଆଦାୟ କରୁଥିବା ନକଲି ମାଓବାଦୀ ଗିରଫ
ମାଲକାନଗିରି, ୧୬।୮ : ମାଲକାନଗିରି ପୁଲିସ ଦ୍ଵାରା ଜଣେ ନକଲି ନକ୍ସଲକୁ ଗିରଫ ହୋଇଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲାର ବୈପାରିଗୁଡା ଗ୍ରାମର କୁମ ଗଲୋରୀ ନାମକ ବ୍ୟକ୍ତି ମାଲକାନଗିରିର ବାସିନ୍ଦା କେ.ରାମୁ ନାମକ ବ୍ୟବସାୟୀଙ୍କୁ ନକ୍ସଲ ନାମରେ ଭୟ ଦେଖାଇବା ସହ ୧୦ ଲକ୍ଷ ଏବଂ ମାଓବାଦୀଙ୍କ!-->…
ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ନୂତନ ରୋଗୀ କଲ୍ୟାଣ ସମିତିର ବୈଠକ
ହିଞ୍ଜିଳିକାଟୁ ୧୬।୮: ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ନୂତନ ରୋଗୀ କଲ୍ୟାଣ ସମିତି ର ପ୍ରଥମ ବୈଠକ ମଙ୍ଗଳବାର ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଚିକିତ୍ସାଧିକାରୀଣୀ ଡ଼ ପ୍ରତିଭା ପାତ୍ର ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରୋଗୀ କଲ୍ୟାଣ ସମିତି!-->…
ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ : ଚାଲାଣକାରୀ ଚମ୍ପଟ ମାରିଲେ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପକ୍ଷରୁ ୨୭ କିଲୋ ୩୦୦ ଗ୍ରାମ ଗଞ୍ଜେଇ ସହ ଏକ କାରକୁ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନ ସମୟରେ ପୁଲିସ ପାଟ୍ରୋଲିଂରେ ଯାଉଥିବା ସମୟରେ ରାଇକିଆ ଥାନା ଅନ୍ତର୍ଗତ ପେଟାପାଙ୍ଗା ଛକ!-->…
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର ସଦସ୍ୟ
ଦାରିଙ୍ଗବାଡି,୧୫/୮, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରାୟ ୭ ଦିନ ଧରି ଲାଗି ରହିଛି। ହେଲେ କମିବାର ନା ଧରୁନାହିଁ। ଚାଷ ଜମି ସହିତ ଜନ ଜୀବନ ସହ ଗୃହପାଳିତ ପ୍ରାଣୀ ସବୁ ଲଘୁଚାପ ଜନିତ ବର୍ଷାରେ ବହୁ ପ୍ରଭାବିତ ହୋଇଥିବା ଖବର ହସ୍ତଗତ ହୋଇଛି। ବ୍ଲକ!-->…
ମାଟି ଅତଡା ଖସି ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି, ୧୬/୮: ଦୁଇ ଦିନ ହେବ ଲଗାଣ ବର୍ଷା ହେବା ଫଳରେ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଥିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଖବର ହସ୍ତଗତ ହୋଇଛି। ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିଙ୍ଗି ଠାରୁ କିଲିମେରା ପ୍ରଧାନ ମନ୍ତ୍ରୀ ରାସ୍ତାରେ ଏଭଳି ସ୍ଥିତି ଉପୁଜିଥିବା!-->!-->!-->…