Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜାତୀୟ ରାଜପଥ ପାଶ୍ୱର୍ରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ଛତ୍ରପୁର : ସ୍ଥାନୀୟ ଗ୍ରୀଡ ଛକ ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଛତ୍ରପୁର ପୋଲିସ୍ । ମୃତକ ଜଣକ ହେଲେ ସ୍ଥାନୀୟ ଚର୍ଚ୍ଚ ରୋଡ୍ (ଗଣେଷ ସାହି) ର ଦେବରାଜ ବେହେରା (୫୦) ବୋଲି ଜଣାପଡିଛି । ସେ ଗତକାଲି ରାତିରୁ ସାଇକେଲ ଯୋଗେ ଘର ବାହାରି କୈାଣସି!-->…
ସ୍ୱାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା
ମାଲକାନଗିରି : ପଡିଆ ସଦର ବ୍ଲକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଛିା ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହିଦ ତାମା ଦୋରାଙ୍କ ପରିବାର ସଦସ୍ୟ ସୁନାମ ବୁଜି ଯୋଗ ଦେଇଥିଲୋ ଭାରତର ସ୍ୱାଧିନତା!-->…
ସରଭିମପୁର ଡ୍ୟାମରେ ଭାସି ଯୁବକ ନିଖୋଜ
ଛତ୍ରପୁର : ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅନ୍ତର୍ଗତ ସରଭିମପୁର ଡ୍ୟାମରେ ଭାସି ଯୁବକ ନିଖୋଜ l ସୂଚନା ଥାଉକି ଛତ୍ରପୁର ଦେବୀନଗର ଅଞ୍ଚଳର ମୀନକେତନ ମହାରଣା ଆଜି ମଧ୍ୟାନ୍ନ ସମୟରେ ସାଙ୍ଗ ମାନଙ୍କ ସହ ସରଭିମପୁର ଗ୍ରାମରେ ଥିବା ଡ୍ୟାମକୁ ବୁଲିବାକୁ ଆସିଥିବା ସମୟରେ ଅଚାନକ ଗୋଡ଼ଖସି!-->…
ବିଶ୍ୱ ଆଦିବାସୀ ଦିବସ ପାଳିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇ ଯାଇଛିା ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ଘନଶ୍ୟାମ ମାଡକାମିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ!-->!-->!-->…
ପ୍ଳଟ ବେପାରି ପୋତି ଦେଲେ ନାଳ : ହଜାରରୁ ଉର୍ଦ୍ଧ୍ବ ଚାଷଜମି ଜଳମଗ୍ନ
ହିଞ୍ଜିଳିକାଟୁ (୯।୮) : ହିଞ୍ଜିଳିକାଟୁ ବ୍ଲକର ବୁରୁପୋଡା ଠାରେ ପ୍ଲଟ ବେପାର ପାଇଁ ଚାଷୀ ଚିନ୍ତାରେ। ଗତ ୪ ଦିନ ଧରି ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରେ ହଜାର ରୁ ଉର୍ଦ୍ଧ୍ବ ଚାଷଜମି ଉପରେ ବର୍ଷା ଜଳ ଜମି ରହିଛି। ଜଳ ନିଷ୍କାସନ ହୋଇପାରିନାହିଁ। ସର୍ବ ସାଧାରଣଙ୍କ ନାଳକୁ ପ୍ଲଟ ବେପାରୀ!-->…
ହିନ୍ଦ ମଜଦୁର ସଭାର ରାଜ୍ୟପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁର ରେ ଅନୁଷ୍ଠିତ
ସମ୍ବଲପୁର (9/8) : ଆଜି ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ ହିନ୍ଦ ମଜଦୁର ସଭାର ଯୁବ ଶାଖାର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ହିନ୍ଦ ମଜଦୁର ସଭା ରାଜ୍ଯ କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଦେଶ ତଥା!-->…
ବିଜୁ ଯୁବଛାତ୍ର ଜନତାଦଳ ପକ୍ଷରୁ ବୃକ୍ଷ ରୋପଣ
ଦାରିଙ୍ଗବାଡ଼ି(୯/୮) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ବିଜେଡ଼ି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏହି କ୍ରମରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସିମନ୍ ବାଡ଼ି ଉଚ୍ଚ ବିଦ୍ୟାଳୟ ଏବଂ ହିଲଭିଯୁ ପାର୍କ ରେ ଯୁବ ଏବଂ ଛାତ୍ର!-->…
ବ୍ଲକ କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା ପାଳନ
ଦାରିଙ୍ଗବାଡ଼ି (୯/୮) : ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ମହିଳା ଜିଲ୍ଲା ସଭାନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱରେ "ସ୍ୱାଧୀନତାର ଗୌରବ ଯାତ୍ରା" ପାଳନ ହୋଇଯାଇଛି । ଦେଶ ସ୍ଵାଧୀନ ହୋଇ ୭୫ ବର୍ଷ ହୋଇଥିବା ବେଳେ କଂଗ୍ରେସ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଙ୍କ ସ୍ମୃତି!-->…
ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ
ଦାରିଙ୍ଗବାଡି, ୯/୮, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ, ବୁଡ଼ାଗୁଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ତାତୁରା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ୱଧିନତା ଦିବସ ପାଳନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନଙ୍କ ସହିତ ସମସ୍ତ ୱାର୍ଡ ସଭ୍ୟ!-->…
ଗୁଟଖା କାରବାରର ମୁଖ୍ୟ ଅଭିଯୁକ୍ତ ନାରାୟଣ ସାହୁ ଗିରଫ
ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଗୁରୁମୂର୍ତ୍ତିପେଣ୍ଠ ଓ ସୁକୁଣ୍ଡା ଅଞ୍ଚଳରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଜବତ କରି ଉକ୍ତ ମାମଲାରେ ସଂପୃକ୍ତ ଥିବା ମ୍ୟାନେଜର ଟୁକୁନା ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି!-->…