Browsing Category

ଆଞ୍ଚଳିକ

ବର୍ଷା ପାଣି ଘେର ମଧ୍ୟରେ ରହିଗଲେ ୧୨ ଜଣ ଶ୍ରମିକ

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ର ଚିର୍ମା ଗ୍ରାମ ଠାରେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ଵାରା ନିର୍ମାଣାଧୀନ ବ୍ରିଜ ରେ କାର୍ଯ୍ୟରତ ୧୨ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ଲଘୁଚାପ ଜନିତ ବର୍ଷା ପାଣି ଘେର ମଧ୍ୟରେ ରହି ଯାଇଥିଲେ। ଏହି ଖବର ପାଇ ନବରଙ୍ଗପୁର…

ଅଗ୍ନିଶମ ବାହିନୀ ଦ୍ୱାରା ଦୁଇଟି ବଳଦ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ଅଞ୍ଚଳରେ ବନ୍ୟା ସ୍ରୋତରେ ଦୁଇଟି ବଳଦ ଭାସିଯାଉଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ନଦୀର ପ୍ରବଳ ସ୍ରୋତକୁ ଖାତିରନ କରି ଭାସିଯାଉଥିବା ଦୁଇଟି ବଳଦକୁ ଉଧାର କରିବାରେ…

ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଛତ୍ରପୁର(୦୮/୦୮) ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ କନିଷ୍ଠ ବର୍ଗ…

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ଜିତେନ୍ଦ୍ର…

ଝାଡା ବାନ୍ତି ରେ ଅଢେଇ ବର୍ଷର ପୁଅ ର ମୃତ୍ୟୁ…

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ହାଟଭରଣ୍ଡି ପଂଚାୟତ ର ତୋରାଇଡ଼ିହି ଗ୍ରାମରେ ଏକ ଦୁଃଖ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଲା, ସୂଚନା ଅନୁଯାୟୀ ସନ୍ତୋଷ ଗଣ୍ଡ ଙ୍କ ପୁଅ ନୀଲେଶ ଗଣ୍ଡ ଯାହାର ବୟସ ମାତ୍ର ଅଢେଇ ବର୍ଷ ହଟାତ କୌଣସି କାରଣରୁ ଗତ କାଲିଠୁ ନୀଲେଶ କୁ ଝାଡା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକ ମୃତ ଜଣେ ଗୁରୁତର ଆହତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରୀମାହା ପଞ୍ଚାୟତର ଭଞ୍ଜପଦର ଠାରେ ଜାତୀୟ ରାଜପଥରେ ଆଜି ଏକ ଧଳା ରଙ୍ଗର ମାରୁତି ଅଲଟୋ ୮୦୦ କାର (OD 12 B 2903) ବିଶିଷ୍ଟ ଫୁଲବାଣୀରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିବା ବେଳେ ଏକ ଆମ୍ବ ଗଛରେ ପିଟି ହୋଇଯିବା ଫଳରେ କାରରେ…

ବର୍ଷା ଯୋଗୁଁ ପାପଡାହାଣ୍ଡି ବ୍ଲକର ଜନଜୀବନ ଅସ୍ତବ୍ୟସ୍ତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସ୍ଥିତ ତୁରୀ ନଦୀ ଉପରେ ୨ ଫୁଟ ରୁ ଉର୍ଦ୍ଧ ବର୍ଷାଜଳ ପ୍ରବାହିତ । ପାପଡାହାଣ୍ଡି ର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାପଡାହାଣ୍ଡି ଉମରକୋଟ କୁ ଯାତାୟତ ବନ୍ଦ ହୋଇଯାଇଛି। ବନ୍ୟାର ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିବା…

ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସମସ୍ତେ ପାଳନ କରିବାର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରଭାତ ଫେରି

ମାଲକାନଗିରି, ୭।୮: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ମୁଖ୍ୟ ଡାକ ଘରଠାରେ ଆଜି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସମସ୍ତେ ପାଳନ କରିବାର ବାର୍ତା ପହଞ୍ଚାଇବା ପାଇଁ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି ମୁଖ୍ୟ ଡାକ ଘରର ମୁଖ୍ୟ ପରିଚାଳକ…

ବ୍ରହ୍ମପୁରରେ ଗିରି ଭାଇ ଜୁଏଲର୍ସର ନୂତନ ସୋ ରୁମ

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥାନୀୟ ବଡବଜାର କମଳାବାରୀ ସାହିଠାରେ ଗିରି ଭାଇ ଜୁଏଲର୍ସର ନୂତନ ସୋ ରୁମ ଉଦଘାଟିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ ଏବଂ ସ୍ଥାନୀୟ କର୍ପୋରେଟର ଜେ ଶ୍ରୀନିବାସ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ରିବନ କାଟି ଏହାର ଶୁଭ…

ଛାତ୍ରବତ୍ସଳ ପୂର୍ବତନ ଶିକ୍ଷକ ନଟବର ସାହୁଙ୍କ ପରଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ତାନୀୟ ଏଜେଓ ହାଇସ୍କୁଲର ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ନଟବର ସାହୁଙ୍କ ନିଜ ବାସଭବନରେ ପରଲୋକ ହେଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୮୫ ବର୍ଷ ହୋଇଥିଲା l ଶିକ୍ଷକ ନଟବର ସାହୁଙ୍କ ମୃତ୍ୟୁରେ ଜିଲ୍ଲା ପ୍ରେସ କ୍ଳବ ସଭାପତି ତଥା…