Browsing Category

ଆଞ୍ଚଳିକ

ସଂଘର୍ଷମୟ ବଲିଉଡ ଅଭିନେତା ଏନ ଏସ ଡି ଯଦୁନନ୍ଦନ

ଫୁଲବାଣୀ :- ସଂଘର୍ଷର ଅନ୍ୟନାମ ଯଦୁନନ୍ଦନ l ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଭିନୟ ଓ କଳା ନିର୍ଦେଶକରେ ଶିକ୍ଷା ଲାଭ ପରେ ଅନେକ ବଲିଉଡ ସିନେମାରେ ଅଭିନୟ କରିଛନ୍ତି ଯଦୁନନ୍ଦନ l ସେହିପରି କଳା ନିର୍ଦେଶନା ଦାଇତ୍ୱ ନେଇ ଅନେକ ହିନ୍ଦୀ, ମରାଠୀ, ପଂଜାବୀ, ସିରିଏଲ ଓ ସିନେମାରେ ଅଭିନୟ…

ବର୍ଷାରେ ଉପୁଡ଼ିଲା ବିରାଟକାୟ ଆମ୍ବ ଗଛ, ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ !

ନବରଙ୍ଗପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଛ ଉପୁଡ଼ି ଜାତୀୟ ରାଜପଥ ଅବରୋଧ । ଲଘୁଚାପ ପ୍ରଭାବରେ ନବରଙ୍ଗପୁରରେ ଆଜି ସକାଳ ଠାରୁ ବର୍ଷା ଲାଗି ରହିଛି । ଜିଲ୍ଲାର ତାରାଗାଁ ଛକ ନିକଟରେ ରାସ୍ତା ପାର୍ଶ୍ୱ ରେ ଥିବା ଏକ ବିରାଟକାୟ ଆମ୍ବ ଗଛ ମୂଳରୁ ଉପୁଡି ଜାତୀୟ ରାଜପଥ ଉପରେ ପଡିବାରୁ…

ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ନଟରାଜ କଳା ମନ୍ଦିର ଫୁଲବାଣୀର ମିଳିତ ଆନୁକୂଲ୍ୟରେ ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମ ଅନୁଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି…

ଲମ୍ବାଗୁଡ୍ରି ସରକାରୀ ସେବାଶ୍ରମରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ୍ରି ସରକାରୀ ସେବାଶ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରାଙ୍କ ନିର୍ଦେଶ କ୍ରମେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଙ୍କଅଧ୍ୟକ୍ଷତା ରେ ପୋଷାକ ବଣ୍ଟନ…

ଲଘୁଚାପ ଜନିତ ବର୍ଷା : କାଲିପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ ଭାସିଗଲା

ବାଲିଗୁଡା : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବା ଫଳରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଶନିବାର ଠାରୁ ଲଗାଣ ବର୍ଷା ଲାଗିରହିଛି l ଯାହା ଫଳରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ…

ବିପୁଳ ପରିମାଣର ନକଲି ପାନମସଲା ପୁଡିଆ ଜବତ, ଜଣେ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ବଡ ବଜାର ପୋଲିସ ପକ୍ଷରୁ ବିପୁଳ ପରିମାଣର ନକଲି ପୁଡିଆ, ପ୍ୟାକିଙ୍ଗ ମସିନ ସମେତ ବହୁ କଞ୍ଚାମାଲ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ ବ୍ରହ୍ମପୁର ପୋଲିସ ବିଶେଷ ସୂତ୍ରରୁ ଖବରପାଇ ବଡବଜାର ଗଣେଶ ମାର୍କେଟ ସ୍ଥିତ ବିନାୟକ ଭବନରେ ଚଢାଉ କରିଥିଲେ।…

ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଛତ୍ରପୁର (୦୭/୦୮) : ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ଅନୁଷ୍ଠିତ କନିଷ୍ଠ ବର୍ଗ…

ବିଦ୍ୟାଳୟରେ ପୁସ୍ତକ ବିତରଣ କାର୍ଯ୍ୟକ୍ରମ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଡୁତୁଲି ପଞ୍ଚାୟତ ନୂତନ ସରପଞ୍ଚ ଶ୍ରୀଚନ୍ଦ୍ର ମଲିକ ଯୋଗ ଦେଇ ପ୍ରଥମ…

ମାତୃମୃତ୍ୟୁ ରୋକିବା ରେ ଗାଁ କଲ୍ୟାଣ ସମିତି ର ଅଭିନଵ ପ୍ରୟାସ

ଧରାକୋଟ : ଧରାକୋଟ ବ୍ଲକ ଅନ୍ତର୍ଗତ ଗୋଲା ଦାମୋଦର ପଲ୍ଲୀ ପଂଚାୟତ କମାଶାସନ ଗ୍ରାମର ଗାଁ କଲ୍ୟାଣ ସମିତି ର ଅଭିନଵ ପ୍ରୟାସ ଦ୍ୱାରା ଜଣେ ଗର୍ଭବତୀ ମା ଙ୍କ ଜୀବନ ରକ୍ଷା ପାଇଲା l ପ୍ରକାଶ ଥାଉକି କମାଶାସନ ଗ୍ରାମ ହରିଜନ ସାହି ର ସୁକାନ୍ତି ନାହକ ଜଣେ ଚାରି ମାସର ଗର୍ଭବତୀ ଥିଲେ l ପ୍ରଥମେ…

ଟୁରି ନଦୀ ପୋଲ ଉପରେ ପାଣି, ନବରଙ୍ଗପୁର ଠାରୁ ରାୟପୁରକୁ ଯୋଗାଯୋଗ ବିଛିନ୍ନ

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି, ଆଜି ସକାଳୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ର ଟୁରି ନଦୀ ଫୁଲି ଉଠିଛି , ଟୁରି ନଦୀ ଉପରେ ପ୍ରବାହିତ ହେଉଛି ଦୁଇ ଫୁଟ ଉଚ୍ଚତା ର ପାଣି , ଯାହାଫଳରେ…