Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନିଜ ଇଚ୍ଛା ଶକ୍ତି ବଳରେ ଜଣେ ସଫଳ ଚିତ୍ରକାର : ଭବାନୀ
ମାଲକାନଗିରି : ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଲୁକାୟିତ ଅବସ୍ଥାରେ ରହିଛି ଅନେକ ପ୍ରତିଭାବାନ ଝିଅ l ମାଲକାନଗିରି ଜିଲ୍ଲାରେ ଏମିତି ଅନେକ ଝିଅ ଅଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାକୁ ପ୍ରମାଣିତ କରିଚାଲିଛନ୍ତି l କିଛି ଝିଅ ଆଗକୁ ବଢ଼ିବା ପାଇଁ ଅନେକ ସ୍ବପ୍ନ!-->…
ମେଘା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ଦାରିଙ୍ଗବାଡ଼ି, (୨/୮) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତ ଅଧିନସ୍ତ ଗ୍ରାମ ବାସୀ ମାନେ ପାନୀୟଜଳର ଉତ୍କଟ ସମସ୍ୟାରେ ଦୀର୍ଘ ବର୍ଷ ଧରି ହଇରାଣ ହରକତ ହୋଇ ଆସୁ ଛନ୍ତି। ପାନୀୟ ଜଳ ସମସ୍ୟା ନେଇଁ ବହୁବର୍ଷ ଧରି ପଞ୍ଚାୟତ ବାସୀ ଜିଲାପାଳ, ବିଧାୟକ ଓ!-->…
ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡର ପ୍ରହାର : ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର
ଫୁଲବାଣୀ(୦୨/୦୮) : କେନ୍ଦ୍ରସରକାର ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ସୃଷ୍ଟି କରାଯାଉଛି।ଏପରିକି ଘରୋଇ ଶିକ୍ଷାନୁଷ୍ଠାନରେ ଯାହା ସବୁ ଦିଆ ଯାଉଛି ତା ଠାରୁ ଆହୁରି ଅଧିକ ସୁବିଧା ପାଇବା ପାଇଁ ନୂତନ ଶୈଳୀରେ ଉଚ୍ଚ ବିଦ୍ୟାଳୟ ମାନଙ୍କୁ କୋଟି!-->…
ଚୁକ୍ତିଭିତ୍ତିକ ନିଯୁକ୍ତି କୁ ଉଚ୍ଛେଦ ପ୍ରତିବାଦ ରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର…
ନବରଙ୍ଗପୁର : ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘ ନବରଙ୍ଗପୁର ତରଫରୁ ଆଜି ଏକ ମେମୋରେଣ୍ଡମ୍ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି । ଏଥିରେ ମୁଖ୍ୟତଃ ଚୁକ୍ତିଭିତ୍ତିକ ନିଯୁକ୍ତି କୁ ଉଚ୍ଛେଦ କରିବା ସଙ୍ଗେ ସଙ୍ଗେ ୬ ବର୍ଷ ପୂରଣ କରିଥିବା ଚାକିରୀଆ ଙ୍କୁ ସରକାରୀ ଚାକିରିଆ!-->…
ସୁନ୍ଦରଗଡ଼ ସହରରେ ସାମୁହିକ ବନ୍ଦେ ମାତରଂ କାର୍ଯ୍ୟକ୍ରମ…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ,ସ୍ୱତନ୍ତ୍ରତା ର ୭୫ ତମ ବର୍ଷ ଅବସରରେ ସାରା ଭାରତ ବର୍ଷରେ ପାଳିତ ହେଉଛି ଅମୃତ ମହୋତ୍ସବ। ୧୫ ଅଗଷ୍ଟ ୨୦୨୧ ରୁ ଏକ ବର୍ଷ ପର୍ଯ୍ୟନ୍ତ ଏହି ଉତ୍ସବ ପାଳିତ ହେବ। ଏହି କ୍ରମରେ ଆଜି ସକାଳ ୭ ଟାରେ ସୁନ୍ଦରଗଡ଼ ନଗରରେ ସାମୁହିକ ବନ୍ଦେ ମାତରଂ କାର୍ଯ୍ୟକ୍ରମ ର ଆୟୋଜନ!-->…
ଭୋଟର ସହିତ ଆଧାର ସଂଯୋଗୀକରଣ ଉପଖଣ୍ଡସ୍ତରୀୟ ବୈଠକ
ଭଞ୍ଜନଗର (୧/୮) : ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଭୋଟର ସହିତ ଆଧାର ସଂଯୋଗୀକରଣ ନିମନ୍ତେ ଉପ-ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଂକର ରାୟଙ୍କ ଆହୁତ ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧୀ ସହ ଗଣମାଧ୍ୟ୍ୟମ ପ୍ରତିନିଧୀମାନେ ଯୋଗ ଦେଇଥିଲେ | କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର!-->…
ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅଭିଯୋଗ ଶୁଣାଣୀ
ଭଞ୍ଜନଗର (୧/୮) : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ!-->…
ବ୍ଲକସ୍ତରୀୟ ତୃତୀୟ ଫିରିଙ୍ଗିଆ ଫୁଟ୍ବଲ ଲିଗ୍ ଉଦଯାପିତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ନୋଡାଲ ସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ତୃତୀୟ ବ୍ଲକ ସ୍ତରୀୟ ଫୁଟବଲ ଲିଗ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ସୁଜିତ ଫୁଟବଲ କ୍ଲବ ଫିରିଙ୍ଗିଆ ଓ ମହାକାଳ ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି!-->…
ପାଠ୍ୟପୁସ୍ତକ ପୁସ୍ତକ ପାଇବାରୁ ବଞ୍ଚିତ ହାଇସ୍କୁଲରେ ପଢୁଥିବା ଅନୁସୂଚୀତ ଜାତି ଓ ଜନଜାତିର ବିଦ୍ୟାର୍ଥୀ
ଦାରିଙ୍ଗବାଡ଼ି, (୧/୮) : କନ୍ଧମାଳ ଜିଲା ଦାରିଙ୍ଗ ବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସମସ୍ତ ହାଇସ୍କୁଲରରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ଛାତ୍ରୀ ଆଜିଯାଏଁ ପାଠ୍ୟ ପୁସ୍ତକ ପାଇବାରୁ ବଞ୍ଚିତ ହୋଇ ରହିଥିବା ଖବବର ହସ୍ତଗତ ହୋଇଛି। ପ୍ରକାଶ ଥାଉକି!-->…
ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : ଫୁଲବାଣୀ ସଦର ମହକୁମାର ସ୍ଥାନୀୟ ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ଫୁଲବାଣୀ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ସ୍ଵଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ବୀରେନ୍ଦ୍ର କଁହର , ଓଲଲିଉଡ!-->…