Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦଶ କେଜି ପାଞ୍ଚଶହ ଗ୍ରାମର ଗଞ୍ଜେଇ ଜବତ : ଜଣକୁ କୋର୍ଟ ଚାଲାଣ
ଦାରିଙ୍ଗବାଡି (୩୧/୭) : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରୁ ଦଶ କେଜି ପାଞ୍ଚଶହ ଗ୍ରାମ ର ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଟାମା ପଞ୍ଚାୟତ ର ରଙ୍ଗାଗୁଡ଼ା ଗ୍ରାମ!-->…
ଲେଖକ ସାମ୍ମୁଖ୍ୟର ମାସାନ୍ତ ଆସର ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମୁଖ୍ୟର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି l ସଭାପତି ରବିନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆସରରେ ସମ୍ପାଦକ ବନ ବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ କବୟିତ୍ରୀ ଅଧ୍ୟାପିକା ହରପ୍ରିୟା!-->…
କାଲୁଗୁଡ଼ା ଗ୍ରାମ ଜଙ୍ଗଲରେ ବିପୁଳ ପରିମାଣରେ କଇଁଛ ଚୋରା କାରବାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ କାଲୁଗୁଡ଼ା ଗ୍ରାମ ପାର୍ଶ୍ଵରେ ଥିବା ପଡ଼ିଆ ପାଖରେ ଆଜି 10 ରୁ 12 ବସ୍ତା କଇଁଛ ର ବେଆଇନ ଭାବେ କଳା କାରବାର ହେଉଥିଲା । ସୂଚନା ପାଇ MV79 ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁ ଙ୍କ ଆଦେଶ କ୍ରମେ ଫୋରେଷ୍ଟର ମୁରୁଲୀଧର!-->…
କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠକୁ ଶହ ଶହ କାଉଡ଼ିଆଙ୍କ ଆଗମନ
ବାଲିଗୁଡା : ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ କାଉଡ଼ିଆ ମାନେ ସେମାନଙ୍କର ମାନସିକ ପୁରଣ ପାଇଁ ଶୈବପୀଠ ମାନଙ୍କୁ ଯାଇ ପାରିନଥିବା ବେଳେ ଚଳିତ ବର୍ଷ କୌଣସି ପ୍ରକାର କଟକଣା ନଥିବା ଯୋଗୁଁ ପ୍ରତି ସୋମବାର ଶହ ଶହ ସଂଖ୍ୟା ରେ କାଉଡ଼ିଆ ଜାଳଲାଗି ବିଭିନ୍ନ ଶୈବ ପୀଠ ମାନଙ୍କୁ ଗସ୍ତ କରୁଥିବା!-->…
ଜିଲ୍ଲା ପ୍ରେସ କ୍ଲବ ଓ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ରବିବାର ବୃଦ୍ଧାଶ୍ରମ ରାସ୍ତାରେ ବିଭିନ୍ନ କିସମର ଯଥା ନିମ୍ବ ଗଛ, ଜାମୁ କୋଳି ଗଛ, ପଣସ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ସୁନୀଲ!-->…
ବିଜେପି ମଣ୍ଡଳ ପକ୍ଷରୁ ସ୍ବାଧୀନତାର ୭୫ବର୍ଷ ପାଳନ ନେଇଁ ପ୍ରସ୍ତୁତି ବୈଠକ
ଦାରିଙ୍ଗବାଡ଼ି(୩୧/୭) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବିଜେପି ମଣ୍ଡଳ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପାଳନ ନେଇଁ ପ୍ରସ୍ତୁତି ବୈଠକ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ବ୍ରାହ୍ମଣୀଗାଁ ମଣ୍ଡଳ ଅଧିନସ୍ତ ପ୍ରତେକ ଗ୍ରାମ ପଂଚାୟତର କର୍ମକର୍ତ୍ତା ଯୋଗ ଦେଇଥିବା ଜଣାପଡିଛି।!-->…
ରାଉରକେଲା: ସୌରଶକ୍ତିକୁ ପ୍ରୋତ୍ସାହନ ଲାଗି ସୋଲାର ପ୍ୟାନେଲ୍ ବସାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଦିଆଯିବ ଫାଇନାନ୍ସ…
ରାଉରକେଲା,: ରାଉରକେଲା ସ୍ମାର୍ଟ ସିଟିକୁ ସୌରଶକ୍ତି ହବ୍ରେ ପରିଣତ କରିବା ଲକ୍ଷ୍ୟ ନେଇ ରାଉରକେଲା ମହାନଗର ନିଗମ ଓ କୋଏଲ ଫ୍ରେସର ମିଳିତ ସହଯୋଗରେ ‘ସୋଲାରାଇଜେସନ୍ ରାଉରକେଲା’ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସହରର ଜନସାଧାରଣ କିପରି ଅଧିକରୁ ଅଧିକ ସୌରଶକ୍ତିର ବ୍ୟବହାର କରିବେ,!-->!-->!-->…
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ…
ରାଉରକେଲା : ୭୬ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ସରକାରଙ୍କ ଗୃହ ବିଭାଗ!-->!-->!-->…
ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତ୍ତି ଜବତ
ଭୁବନେଶ୍ୱର : ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସଂପତ୍ତି ଆଟାଚ୍। କଟକର ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଓ ନୋଇଡ଼ାରେ ଥିବା ଏକ ମିଡିଆ ଗ୍ରୁପର ସଂପତ୍ତି ମିଶି ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ଆକ୍ଟ!-->…
ରନ୍ଧନ ଗ୍ୟାସର କଳା ବଜାରୀ : ଯୋଗାଣ ବିଭାଗର ଚଢାଉ
ମାଲକାନଗିରି(୩୦।୭) : ବେଆଇନ ରୂପେ ରନ୍ଧନ ଗ୍ୟାସ ଗଚ୍ଛିତ ରଖି ଚୋରା କାରବାର କରାଯାଉଥିବା ଖବର ପାଇ ଯୋଗାଣ ବିଭାଗ ତରଫରୁ ଚଢ଼ଉ କରାଯାଇ ୧୫ଟି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମ୍ପିଭି-୧ ଗ୍ରାମରେ ରନ୍ଧନ ଗ୍ୟାସର କଳା ବଜାରୀ!-->!-->!-->…