Browsing Category

ଆଞ୍ଚଳିକ

ସରକାରୀ ଜାଗା ଜବର ଦଖଲକୁ ନେଇ ତାରିଣୀ ମନ୍ଦିର ସାହିରେ ଉତ୍ତେଜନା

ମାଲକାନଗିରି : ମାଲକାନଗିରି ତାରିଣୀ ମନ୍ଦିର ସାହି ୱାର୍ଡ ନଂ ୮ରେ କିଛି ଦିନ ହେବ ଉତ୍ତେଜନା ଲାଗି ରହିଛି ଖବରରୁ ଜଣାପଡିଛି | ଯେ ତାରିଣୀ ମନ୍ଦିର ସାହିରେ ୨୦ବର୍ଷରୁ ଉର୍ଦ୍ଧ ସମୟ ଧରି କିଛି ଆଦିବାସୀ ତଥା ଭୂମିହୀନ ଲୋକ ବସ୍ତି ନିର୍ମାଣ କରି ରହି ଆସୁଥିଲେ l ସମସ୍ତେ ନିଜନିଜ ଭିତରେ ଭାଇ…

ବ୍ଲକରେ ଚାଲିଥିବା ଅରାଜକତା ଓ ଦୁର୍ନିତୀ ନେଇ ବିଡିଓଙ୍କୁ ଦାବୀପତ୍ର

ଛତ୍ରପୁର : ଛତ୍ରପୁର ବ୍ଲକରେ ଚାଲିଥିବା ଅରାଜକତା ଓ ଦୁର୍ନିତୀ ସମ୍ପର୍କରେ ଅଭିଯୋଗ ନେଇ ସ୍ଥାନୀୟ ବିଧାୟକଙ୍କ ସପକ୍ଷ ଗୋଷ୍ଠୀର ପଂଚାୟତ ପ୍ରତିନିଧି ଓ ବିଜୁ ଜନତା ଦଳର କିଛି ଦଳୀୟ ନେତୃ ମଣ୍ଡଳୀ ଗୁରୁବାର ଛତ୍ରପୁର ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ପ୍ରକାଶ କୁମାର ମିଶ୍ରଙ୍କୁ ଭେଟି ଏକ…

ଋଷିକୁଲ୍ୟା ନଦୀଗର୍ଭରେ ସୀମିତଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ନିମନ୍ତେ କ୍ୟାବିନେଟରେ ମଞ୍ଜୁରୀ

ଛତ୍ରପୁର ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଛତ୍ରପୁର : ଦୀର୍ଘ ଦିନର ଦାବି ପରେ ଅଂଚଳ ବାସିଙ୍କ ହିତ ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଋଷିକୁଲ୍ୟା ନଦୀ ମଧ୍ୟରେ ୧୪୯.୬୦ କୋଟି…

ଅଟୋ ଓଲଟି ୪ ଗୁରୁତର

ଛତ୍ରପୁର : ଛତ୍ରପୁର ବାଇପାସ ନିକଟ ଥିବା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ରେ ଏକ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ଙ୍କ ସମେତ ଚାରି ଗୁରତର ଆହାତ ହୋଇଛନ୍ତି । ଗୁରୁତର ଆହାତ ମାନେ ହେଲେ, ବିନାୟକ ଦାସ, ଜୟକୃଷ୍ଣ ଦାସ, ପ୍ରେମଲତା ଦାସ, ଭାସ୍କର ଦାସ ଓ ବାସନ୍ତି…

ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଉନ୍ନୟନ କମିଟି ସହ ଆଲୋଚନା କଲେ ଗଂଜାମ ଏସପି

ଛତ୍ରପୁର : ଗତକାଲି ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଉନ୍ନୟନ କମିଟି ପକ୍ଷରୁ ବିଭିନ୍ନ ଦାବୀ ନେଇ ଭାରତୀୟ ବିରଳ ମୃତ୍ତିକାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନ କରାଗଲେ ଆଗାମୀ ଦିନ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ…

ତେଲେରାଇ ଛକ ନିକଟ ଜଙ୍ଗଲରେ ଗଳିତ ଶବ ଚିହ୍ନଟ

ମାଲକାନଗିରି : ମାଲକାନଗିରି କିଛି ଦିନହେବ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଜଙ୍ଗଲ ମଧ୍ୟରେ ଥିବା ଖବର ପ୍ରଘଟ ହେଇଥିଲା । ଶବଟି ଦୀର୍ଘ ତିନିରୁ ଚାରିଦିନର ପରି ଜଣା ଯାଉଛି | ଘଞ୍ଚ ଜଙ୍ଗଲ ମଧ୍ୟ୍ୟରେ ବ୍ୟକ୍ତି ଜଣଙ୍କ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ | ଘଟଣା ସ୍ଥଳେ କାଲିମେଳା ପୋଲିସ…

ନିମ୍ନମାନର ରାସ୍ତାକାମ ଅଭିଯୋଗ

ଫୁଲବାଣୀ : ଫୁଲବାଣୀ ପୌରପରିଷଦର କୃଷି ଛକ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପଯ୍ୟନ୍ତ ରହିଥିବା ମୁଖ୍ୟରାସ୍ତା ମଧ୍ୟରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚି ଥିବା ଲକ୍ଷ୍ୟ କରାଯାଇଛି। ପୂର୍ତ୍ତବିଭାଗର ନିମ୍ନମାନର ରାସ୍ତା କାମ ଯୋଗୁଁ ସାଧାରଣ ଜନତା, ଜିଲ୍ଲାପାଳଙ୍କ କାଯ୍ୟାଳୟ ଠାରୁ…

ଏବିଭିପି ଛାତ୍ରଛାତ୍ରୀଙ୍କ ବିଶାଳ ରାଲି ଏବଂ ଏସପି ଅଫିସ ଘେରାଉ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ ନାବାଳିକା ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରି ଆଜି ଗୁରୁବାର ଏବିଭିପି ପକ୍ଷରୁ ବିଭିନ୍ନ କଲେଜର ଶହ ଶହ ସଂଖ୍ୟାରେ…

ପେଟ୍ରୋଲ ପମ୍ପରେ କାର୍ଯ୍ୟ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳର ଦୁଇ ଯୁବତୀ

ମାଲକାନଗିରି : ମାଲକାନଗିରି ଆଜିର ଯୁବତୀ ଚାରି କାଂଥ ଭିତରେ ସୀମିତ ନରହି ସ୍ୱତନ୍ତ୍ର ଭାବେ ନିଜ ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଯୁବକ ମାନଙ୍କ ଭଳି ବାହାର ଦୁନିଆଁ ରେ କାର୍ଯ୍ୟ କରି କିଛି ଅର୍ଥ ରୋଜଗାର କରି ଘର ସମସ୍ୟା ସହ ନିଜ ସ୍ୱପ୍ନ ମଧ୍ୟ ପୂର୍ଣ କରିବା ପାଇଁ ଚେଷ୍ଟା…

ରାଇଘର ବ୍ଲକ ଶାନ୍ତିନଗରଠାରେ ପୁଣି ମାଓ ପୋଷ୍ଟର

ଉମରକୋଟ(୨୧/୦୭) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଶାନ୍ତିନଗରଠାରେ ଆଜି ସକାଳେ ପୁଣି ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି | ମାଓ ପୋଷ୍ଟର ରେ ମାଓବାଦୀ ସୀତାନଦୀ ଡିଭିଜନ ପକ୍ଷରୁ ଚେତାବନି ଦେଇଛନ୍ତି | ଫରେଷ୍ଟ ବାଲାକୁ କେନ୍ଦ୍ରକରୀ ଲେଖିଛନ୍ତି ଟଙ୍କା ଖାଇ ଜଙ୍ଗଳ କାଟିବା ବନ୍ଦ…