Browsing Category

ଆଞ୍ଚଳିକ

ହସ୍ତତନ୍ତ ଶିଳ୍ପର ବିକାଶ ନିମନ୍ତେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ

ଛତ୍ରପୁର (୨୦/୦୭) : ଗଞ୍ଜାମ ଜିଲ୍ଲାର କୁଟୀର ଶିଳ୍ପ ହସ୍ତତନ୍ତ ବହୁଳ କର୍ମ ନିଯୁକ୍ତିର ସମ୍ଭାବନା ରହିଛି । ବ୍ରହ୍ମପୁର ପାଟର ବୁଣା ପଦ୍ଧତି ଓ କାରୁକାର୍ଯ୍ୟ ଯୋଗୁଁ ବ୍ରହ୍ମପୁର ସହର ରେଶମ ସହର ଭାବେ ଜଣାଶୁଣା । ବ୍ରବ୍ମପୁର ପାଟର କାରୁକାର୍ଯ୍ୟ ଓ ଉତ୍ତମ ଗୁଣବତ୍ତା ଯୋଗୁଁ ଏହାର ଚାହିଦା…

ବ୍ଲକସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକ ଓ ସମନ୍ୱୟ ମେଳା

ଫୁଲବାଣୀ(୨୦/୭) : ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଅନୁକୁଲ୍ୟରେ ଫୁଲବାଣୀ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବ୍ୟାଙ୍କରସ ସମିତି ବୈଠକ ଓ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଫୁଲବାଣୀ ବ୍ଲକ ବିଡ଼ିଓ ଶାନ୍ତନୁ ନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା କମିଟିର ବୈଠକ

ନବରଙ୍ଗପୁର (୨୦/୭) : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ୨୦୨୨ ଖସଡ଼ା କମିଟିର ଏକ ବୈଠକ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କମିଟି ର ଅଧ୍ୟକ୍ଷ ତଥା ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ…

ନ ଖଣ୍ଡ ମୌଜାରେ ଚାଉଳ ସବ୍‌ସେଣ୍ଟର ମଞ୍ଜୁର ହେଲା

ଫୁଲବାଣୀ:-୨୦/୦୭ ମା ଲକ୍ଷ୍ମୀ ନ ଖଣ୍ଡ ମୌଜା ବିକାଶ କମିଟିର ଉଦ୍ୟମ ପ୍ରଚେଷ୍ଟା ସଫଳ ହୋଇଛି।କମିଟିର ସଭାପତି ବୈଦ୍ୟନାଥ ବେହେରାଙ୍କ ଅକ୍ଲାନ୍ତ ପରିଶ୍ରମ ରାଣୀପଥର ନ ଖଣ୍ଡ ମୌଜାକୁ ଖୁସି ଖବର ମିଳିଛି।ଦୀର୍ଘ ବର୍ଷ ହେବ ଏହି ନ ଖଣ୍ଡ ମୌଜାର ଜନ ସାଧାରଣ ପାଖା ପାଖି ୨୦ କିଲୋମିଟର ଦୂର…

ମୋଟୁ ଅଞ୍ଚଳରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସ୍ବାସ୍ଥ୍ୟକିଟ୍‌ ଓ ଶୁଖିଲା ଖାଦ୍ୟ ବିତରଣ ।

ମାଲକାନଗିରି (୨୦/୦୭) :- ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖା, ଭୁବନେଶ୍ୱର ତରଫରୁ ଏକ ଶହ ସ୍ୱାସ୍ଥ୍ୟକିଟ ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟା ପ୍ରଭାବିତ ଅଞ୍ଚଳ ମୋଟୁ, ବିନାୟକପୁର ଏବଂ କାଲୁର ଗ୍ରାମର ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟକିଟ ସହିତ…

ବିଷଧର ସାପ କାମୁଡ଼ାରେ ଶିକ୍ଷକ ଗୁରୁତର…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ଅନ୍ତର୍ଭୁକ୍ତ ନୂଆ ଟେକପଦର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଅଜିତ କୁମାର ମାଝି ,ସ୍କୁଲ ରୋଷେଇ ଘର କବାଟ ବନ୍ଦ କରୁଥିବା ସମୟ ରେ ଏକ ଚିତି ସାପ କାମୁଡି ଦେବାରୁ ଉକ୍ତ ଗ୍ରାମର ଗ୍ରାମବାସି…

ଟିକାଦାନ ବନ୍ଦ ହେତୁ ଅସନ୍ତୋଷ

ହିଂଜିଳିକାଟୁ (୧୯ା୭) : ପ୍ରାକ ସାବଧାନ ପାଇଁ ପ୍ରଦାନ କରାଯାଉଥିବା ମାଗଣା ବୁଷ୍ଟର ୩ୟ ଡ଼ୋଜ କୋଭିଡ-୧୯଼ ଟିକା କେନ୍ଦ୍ର ହିଂଜିଳିକାଟୁରେ ବନ୍ଦ ହେତୁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ପୂର୍ବରୁ ସୂଚନା ନଥିବା କାରଣରୁ ମଙ୍ଗଳବାର ଟିକା ପାଇଁ ପୁରୁଣା ଡ଼ାକ୍ତରଖାନା ଟିକା କେନ୍ଦ୍ରକୁ ଯାଇ ବହୁ…

ନାଳହୁଡାରୁ ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ (୧୯।୭) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ନାଳହୁଡା ନିକଟ ଠାକୁରାଣୀ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ଅପରାହ୍ନରେ ଖଣ୍ଡରା ଗ୍ରାମ ନିକଟରେ ନାଳ ହୁଡାରେ ମହିଳାଙ୍କ ମୃତ ଦେହ ଦେଖିଥିଲେ ସ୍ଥାନୀୟ ଲୋକ । ସେମାନେ ହିଞ୍ଜିଳି…

ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ଭତ୍ତା ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା

ଚିତ୍ରକୋଣ୍ଡା(୧୯/୦୭) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ସାକୃବନ୍ଧା ଠାରେ ଚିତ୍ରକୋଣ୍ଡା ଭାରତୀୟ ଶାଖା ପରିଚାଳକ ସିଦ୍ଧାର୍ଥ ନାୟକ ଉଦ୍ୟମ ରେ ପୁଣି ଥରେ ୧୦୫…

ଅର୍ଥତତ୍ତ୍ଵ ଚିଟଫଣ୍ଡ ଠକେଇ ମାମଲା : ମନୋଜ ପଟ୍ଟନାୟକଙ୍କ ଜାମିନ ନାମଞ୍ଜୁର

ଛତ୍ରପୁର : ଆଜି ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ଅର୍ଥତତ୍ତ୍ଵ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ-ଅଭିଯୁକ୍ତ ତଥା ପୋଲସରା ବାସିନ୍ଦା ମନୋଜ ପଟ୍ଟନାୟକଙ୍କ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରୁ ୨୯ ସେପ୍ଟେମ୍ବର, ୨୦୨୧ ଓ ୧୮ ଫେବ୍ରୁଆରୀ, ୨୦୨୨ରେ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ…