Browsing Category

ଆଞ୍ଚଳିକ

ବାଲିଗୁଡା ସଂକୁଳର ଏକଦିନିଆ କର୍ମଶାଳା ଅନୁଷ୍ଠିତ

ଫୁଲବାଣୀ/ବାଲିଗୁଡା:- କନ୍ଧମାଳ ଜିଲ୍ଲାର ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାଲିଗୁଡା ସଂକୁଳର ଏକଦିନିଆ କର୍ମଶlଳା ଅନୁଷ୍ଠିତ ହୋଇ ଯାଇଛି l ସଂକୁଳ ସଂଯୋଜକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନା ଓ ସଂକୁଳ ପ୍ରମୁଖ ଶ୍ରୀ ତୀର୍ଥବlସି ଘଡ଼lଇଙ୍କ ମାର୍ଗ ଦର୍ଶନରେ…

ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନିତ

ଫୁଲବାଣୀ : ଉଫୁନl, ଓଡିଶା ତରଫରୁ ଆୟୋଜିତ ପୁସ୍ତକ ଲୋକାର୍ପଣ ଓ କବି ସମ୍ମିଳନୀ ଅବସରରେ କନ୍ଧମାଳର ଜଣାଶୁଣା ସାହିତ୍ୟିକ ଡ଼ଃ. ନୃସିଂହାନନ୍ଦ ମହାପାତ୍ରଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି l ଅବସରପ୍ରାପ୍ତ ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦୁଇଟି ପୁସ୍ତକ "ତତ୍ୱବୋଧ ଓଡ଼ିଆ ଭାଗବତ" ଓ…

କ୍ଲିନିକର କର୍ମଚାରୀ ୧୦ ଲକ୍ଷ ଟଙ୍କା ନେଇ ଫେରାର

ବ୍ରହ୍ମପୁର : ଅଶୋକ ନଗରରେ ଥିବା ଏକ କ୍ଲିନିକର ଜଣେ କର୍ମଚାରୀ ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ବେଳେ ଏ ନେଇ କ୍ଲିନିକର ମାଲିକ ଡା. ସୁଶାନ୍ତ ପାଣିଗ୍ରାହୀ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି l ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ…

ଦାରିଙ୍ଗବାଡ଼ି ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଦାରିଙ୍ଗବାଡ଼ି, (୧୭/୭) : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓଡ଼ିଶାର କାଶ୍ମୀର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ଚିର ପରିଚିତ। ସେଇଭଳି ଦାରିଙ୍ଗବାଡି ବଣିକ ସଂଘରବି ବ୍ଲକ ଅଞ୍ଚଳ ସହିତ ଜିଲାରେବି ସତନ୍ତ୍ର ପରିଚୟ ରହିଛି। ଯାହାକି ଏହି ସଙ୍ଘ ପକ୍ଷରୁ ବିଭିନ୍ନ ସମୟରେ ଅସହାୟଙ୍କୁ ସହାୟ…

ରାଜ୍ୟ ସମାଜସେବୀ ମହାସଂଘ ଓଡ଼ିଶାର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର (୧୭/୦୭) : ଆଜି ରାଜ୍ୟ ସମାଜସେବୀ ମହାସଂଘ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକରୁ ମନୋନୀତ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନେଇ ଭୁବନେଶ୍ବର ସ୍ଥିତ CYSD ମହାନଦୀ ହଲରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ଉପଦେଷ୍ଟା ଦେବଦାସ ମହାନ୍ତି…

ବାରହା ଆକ୍ରମଣରେ ବିଧବା ମହିଳା ଗୁରୁତର

ପାତ୍ରପୁର : ପାତ୍ରପୁର ବ୍ଲକ ସୁରଙ୍ଗୀ ପଂଚାୟତ ଅନ୍ତର୍ଗତ ତିତିଗାଁ ଗ୍ରାମର ଜଣେ ବିଧବା ମହିଳା ରବିବାର ବାରହା ଆକ୍ରମଣରେ ଗୁରୁତର ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣକ ହେଉଛନ୍ତି ଗ୍ରାମର ପ୍ରମିଳା ସେଠୀ।ରବିବାର ମଧ୍ୟାହ୍ନରେ ସେ ନିଜ ଶାଶୁ ସତ୍ୟ…

ଚିକିଟିରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ

ଚିକିଟି : ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଜାରୀ ରହିଛି ବୃକ୍ଷ ରୋପଣ, ରକ୍ତଦାନ ଶିବିର ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ । ସେହି କ୍ରମରେ ଆଜି ସ୍ଥାନୀୟ ବିଧାୟିକା…

ବ୍ଲକସ୍ତରୀୟ ସରପଞ୍ଚ ସଂଘ ଗଠନ

ମାଲକାନଗିରି (୧୭/୦୭) : ମାଲକାନଗିରି ସଦର ବ୍ଲକ ର ୧୯ ଗୋଟି ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ ସଭ୍ୟା, ସଭ୍ୟଙ୍କ ଉପସ୍ଥିତ ରେ ଆଜି ମାଲକାନଗିରି ରାଜଶ୍ରୀ ହୋଟେଲ ସମ୍ମିଳନୀ କକ୍ଷ ଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସରପଞ୍ଚ…

ଜଗଜୀବନରାମ ଛାତ୍ରାବାସରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ମାଲକାନଗିରି,୧୭/୦୭:- ମାଲକାନଗିରି ମହାବିଦ୍ୟାଳୟ ପରିସରରେ ବାବୁ ଜଗଜୀବନରାମ ଛାତ୍ରାବାସରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ଶେଷ ବର୍ଷ ପିଲାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର…

ଟାଟା କମ୍ପାନୀର ଦବଙ୍ଗଗିରି : ବିଦ୍ୟୁତ ବିଲ ଆଦାୟକୁ ନେଇ ୪ଦିନ ଅନ୍ଧାରରେ ରଖିଲା ଖଡ଼ିକାଯୋଡି ଗ୍ରାମକୁ

ପ୍ରତିବାଦରେ ବିଦ୍ୟୁତ କର୍ମଚାରୀ ଙ୍କୁ ଅଟକ ରଖିଲେ ଗ୍ରାମବାସୀ ମାଲକାନଗିରି : ବର୍ଷା ଋତୁରେ ଚାଷୀମାନେ ଜମିହଳ କରିବା, ବିହନ ସଂଗ୍ରହ, ଖତ ସାର ସଂଗ୍ରହ ଭଳି ନାନା ରକମର ଅସୁବିଧା ସମ୍ମୁଖୀନ ହୋଇ ଋଣ କରି ଚାଷ କରିଥାଆନ୍ତି । ଏହି ଆଦିବାସୀ ଚାଷୀ ଗ୍ରାମରେ ବିଜୁଳି ବିଲ ଆଦାୟ ନାଁରେ…