Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜେଇଇ ମେନ୍ ପରୀକ୍ଷା ଫଳରେ ଆର୍ଯ୍ୟଭଟ୍ଟ ଛାତ୍ରଛାତ୍ରୀଙ୍କ ସଫଳତା
ବ୍ରହ୍ମପୁର : ଗତକାଲି ପ୍ରକାଶିତ ଜେ.ଇ.ଇ ମେଇନ୍ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫଳରେ ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର, ଛାତ୍ରଛାତ୍ରୀମାନେ ବିଗତ ୧୭ ବର୍ଷର ସଫଳତାର କାହାଣୀ ପୁନରାବୃତ୍ତି କରିଛନ୍ତି। ଏହି ପରୀକ୍ଷା ପାଇଁ ୫୬ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ। ସେଥିରୁ ୩ ଜଣ ଛାତ୍ର ,୯୯!-->…
ଗୋବିନ୍ଦପାଲ୍ଲୀ ସରକାରୀ ହାଇସ୍କୁଲରେ ସାଇବର ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ( ଏସ.ଏସ.ଡ଼ି ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନେହେରୁ ଯୁବକେନ୍ଦ୍ର ଓ ଯୁବ ରେଡକ୍ରସ୍ ପକ୍ଷରୁ ସାଇବର ଠକେଇ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର!-->…
ଲଗାଣ ବର୍ଷାରେ ଗଛପଡ଼ି ଦାରିଙ୍ଗବାଡ଼ି – ପର୍ତ୍ତମାହା ରାସ୍ତା ଅବରୋଧ
ଦାରିଙ୍ଗବାଡ଼ି (୧୨/୭) : ଦାରିଙ୍ଗବାଡ଼ି ବ୍ଳକରେ ଲଗାଣ ବର୍ଷା ଫଳରେ ସିମନବାଡ଼ି-ବୁଡାଗୁଡ଼ା ରାସ୍ତା , ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତବିଭାଗ ରାସ୍ତାର ଶିଝିଗାଣ୍ଡା ଘାଟି ଓ ଦାରିଙ୍ଗବାଡ଼ି-ପର୍ତ୍ତମାହା ରୋଡ଼ର ଟଣ୍ଡମି ଗ୍ରାମ ନିକଟରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିଲା । ତଣ୍ଡମି!-->…
ନାବାଳିକା ଛାତ୍ରୀ ହତ୍ୟା ମାମଲାରେ ଦୋଷୀକୁ ଗିରଫ ଦାବୀ
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏ ବି ଭି ପି ଦାବୀ କରିଛି l ଏ ନେଇ ଆଜି ଜିଲ୍ଲା ସହ ସଂଯୋଜିକା ରାଜନନ୍ଦୀନି!-->!-->!-->…
ପଞ୍ଚାୟତ ପ୍ରତିନିଧିମାନଙ୍କ ଲାଗି ଜଙ୍ଗଲ ସୁରକ୍ଷା ଅଧିକାର ଆଇନ ଏବଂ ପ୍ରାକୃତିକ ସମ୍ବଳ ପରିଚାଳନା ସମ୍ପର୍କରେ ତାଲିମ…
ଚିତ୍ରକୋଣ୍ଡା (୧୧/୦୭) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ନୂଆଗୁଡା ପଞ୍ଚାୟତ ସଭାଗୃହ ଠାରେ ଉକ୍ତ ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧି ଗ୍ରାମ ମୁଖିଆ ମାନଙ୍କୁ ନେଇ ପୋରୋବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ ଏଯେଡବ୍ଲୁଏସ ସହାୟତାରେ ନୂଆଗୁଡା ସରପଞ୍ଚ ଶଶୀ ଖିଲ ଙ୍କ!-->…
ଲଗାଣ ବର୍ଷାରେ ଯୋଗାଯୋଗ ବିଛିନ୍ନ, ଯାତାୟାତ ବାଧାପ୍ରାପ୍ତ
ମାଲକାନଗିରି (୧୧।୭) : ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷାରେ ସହ ଗତ ଚାରିଦିନ ଧରି ବର୍ଷା ଲାଗି ରହିଥିଲା ବେଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ପଡିବା ସହ ରାସ୍ତା ଉପରେ ବର୍ଷା ଜଳ ଆସି ରାସ୍ତା ଅବରୋଧ ହୋଇଛି । ସୂଚନା ଅନୁଯାୟୀ ଆଜି ମଧ୍ୟାନ୍ନ ସମୟରେ ମାଲକାନଗିରି ଜିଲ୍ଲା!-->…
ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର
ମାଲକାନଗିରି,(୧୧।୭) : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଗୋପବନ୍ଧୁ ଉନୟନ ସଂସ୍ଥା ବୈଠକ ଗୃହଠାରେ ନୂତନ କରି ଚୟନ ହୋଇଥିବା ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ମାଲକାନଗିରି, ମାଥିଲି ବ୍ଲକର ଗ୍ରାମ୍ୟ ସାଧନ କର୍ମୀ ମାନେ!-->…
ସାଂସଦ ପ୍ରତିନିଧି ଭାବେ କୃଷ୍ଣଚନ୍ଦ୍ର ପାଳ ମନୋନୀତ
ମାଲକାନଗିରି,(୧୧।୭) : ମାଲକାନଗିରି ପୌର ପରିଷଦର ସାଂସଦ ପ୍ରତିନିଧି ଭାବେ ବ୍ରଜ କିଶୋର ପାଳଙ୍କୁ ଚୟନ କରା ଯାଇଛି | ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ପୌର ପରିଷଦର ସାଂସଦ ପ୍ରତିନିଧି ଭାବେ ବ୍ରଜ କିଶୋର ପାଳଙ୍କୁ ଚୟନ କରିଥିବା ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ।!-->…
ସରକାରୀ ସ୍କୁଲରେ ଗଣମାଧ୍ୟମ ପ୍ରବେଶ ନିଷେଧ ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବି
ମାଲକାନଗିରି (୧୧।୭) : ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏକ ନିର୍ଦ୍ଧେଶନାମା ଜରିଆରେ ଗଣମାଧ୍ୟମ ପ୍ରତିନିଧି ମାନେ ବିଦ୍ୟାଳୟରେ ପ୍ରବେଶକୁ ନିଷେଧ କରିବା ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘ ମିଳିତ ମଞ୍ଚ ଏହାକୁ ନିନ୍ଦା କରିବା ସହ ତୁରନ୍ତ ଏହି ଆଦେଶକୁ ପ୍ରତ୍ୟାହାର କରିବା!-->…
ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର
ହିଞ୍ଜିଳିକାଟୁ (୧୧।୭) : ପ୍ରେସ କ୍ଲବ ହିଞ୍ଜିଳିକାଟୁ ପକ୍ଷରୁ କରୋନାରେ ମୃତ୍ୟୁ ଘଟିଥିବା ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ୨ୟ ବାର୍ଷିକୀ ତିରୋଧାନ ଦିବସରେ ସୋମବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜନ ହୋଇଯାଇଛି।!-->…