Browsing Category

ଆଞ୍ଚଳିକ

ବାଲ୍ୟବିବାହ ରୋକିବାକୁ ସରପଞ୍ଚ ମାନଙ୍କ ଶପଥ

ଦାରିଙ୍ଗବାଡ଼ି ୬/୭ , କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପଞ୍ଚାୟତ ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ବାଲ୍ୟବିବାହ ରୋକିବା ପାଇଁ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଓ ଏଡିକୋ ସହାୟତା ରେ ଅଞ୍ଚଳର ଆଠଗୋଟି…

ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ବନାଞ୍ଚଳରେ ୭୩ତମ ବନ ମହୋତ୍ସବ ପାଳନ

ଦାରିଙ୍ଗବାଡ଼ି ୬/୭, ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ବନାଞ୍ଚଳ ତରଫରୁ ୭୩ତମ ବନ ମହୋତ୍ସବ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଓ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବନପାଳ…

ମହାମହିମ ରାଜ୍ୟପାଳଙ୍କ ଦ୍ୱାରା କବିତା “ଶେଷ ପୃଷ୍ଠା” ଉନ୍ମୋଚିତ

ଫୁଲବାଣୀ:- ଆଜି ଓଡ଼ିଶା ରାଜଭବନରେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେସି ଲାଲ୍ ରାଧା ମୋହନ ମହାପାତ୍ରଙ୍କ କବିତା ପୁସ୍ତକ “ଶେଷ ପୃଷ୍ଠା” ଉନ୍ମୋଚିତ କରିଛନ୍ତି ।ରାଧାମୋହନ ଜଣେ ଯୁବ ସମାଜସେବୀ, ସରକାରୀ ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ, ଦରଦୀ ପରୋପକାରୀ, ଦକ୍ଷ ସଙ୍ଗଠକ ଓ କନ୍ଧମାଳ…

୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ନୀଳକଣ୍ଠ ନଗର ଶିଶୁମନ୍ଦିର ର ଶତପ୍ରତିଶତ ସଫଳତା : ଶତକଡା ୯୯.୬୭ ନମ୍ବର ରଖି…

ସାଶ୍ୱତ ସାହୁ ଏବଂ ଶିବରାମ ପାତ୍ର ବ୍ରହ୍ମପୁର - ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୦ ବର୍ଷ ଧରି ୧୦୪୯ ସଫଳତା ହାସଲ…

ଖଲ୍ଲିକୋଟ ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଷଙ୍କୁ ସ୍ୱାଗତ

ଖଲ୍ଲିକୋଟ (୫/୭) : କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜରଦୋଷ ଙ୍କୁ ଖଲ୍ଲିକୋଟ ରେଳ ଷ୍ଟେସନ କୁ ବିଜେପି ନେତା ଓ କର୍ମୀ ମାନଙ୍କ ଉତ୍ସ୍ବସିତ ସମ୍ବର୍ଧନା l ମଙ୍ଗଳବାର ଦିନ କେନ୍ଦ୍ର ରେଳ ଓ ବୟନ ରାଷ୍ଟ୍ରମନ୍ତ୍ରୀ ଏକ ସ୍ୱତନ୍ତ୍ର ରେଳ ଯୋଗେ ଭୁବନେଶ୍ୱର ଠାରୁ ଖଲ୍ଲିକୋଟ ରେଳ ଷ୍ଟେସନ ପହଂଚିବା…

ଟିପିଏସ୍ଓଡିଏଲ ଦ୍ୱାରା ସାଧାରଣ ସଭା

ବ୍ରହ୍ମପୁର(୦୫/୦୭) : ଆଜି ପୂର୍ବାହ୍ନ ୧୦.୩୦ ଘଣ୍ଟ ସମୟରେ ଶକ୍ତିନଗର ଏକ୍ସଟେନ୍ସନ ଏବଂ ଓଁବିହାର ଅଞ୍ଚଳର ଦୀପକ ରେସିଡେନ୍ସି ଠାରେ ଟି.ପି.ଏସ୍.ଓ.ଡି.ଏଲ. ଦ୍ୱାରା ଏକ ସାଧାରଣ ସଭାର ଅଯୋଜନ ହୋଇଯାଇଛି। ଏଥିରେ ବିଭାଗୀୟ ଅଧିକ୍ଷଣଯନ୍ତ୍ରୀ,କାର୍ଯ୍ୟନିର୍ବାହୀଯନ୍ତ୍ରୀ,ସହକାରୀଯନ୍ତ୍ରୀ ଓ…

ଫିରିଙ୍ଗିଆ କାର୍ଯ୍ୟରତ ସାମ୍ବାଦିକ ତରଫରୁ ଦାବିପତ୍ର

ଫୁଲବାଣୀ : ସତ୍ୟ ନିର୍ଭକ ନିରପେକ୍ଷ ଖବର ଲୋକ ଲୋଚନକୁ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ଓ ଗିରଫ ସମୟରେ କରାଯାଇଥିବା ଦୁର୍ବ୍ୟବହାର ବିରୋଧ କରି ଆଜି ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ତରଫରୁ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟ ରେ…

ଜିଲ୍ଲାପାଳ ଙ୍କ ଅଚାନକ ସ୍ୱାଭିମାନ ଅଞ୍ଚଳ ଗସ୍ତ

ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଭିୟୁ ପଏଣ୍ଟ ଚୟନ ସ୍ୱାଭିମାନ ଅଞ୍ଚଳ ର ବିଭିନ୍ନ ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା ଚିତ୍ରକୋଣ୍ଡା (୦୫/୦୭) : ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଙ୍ଗ ଅଚାନକ ତାଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଅଧିକାରୀ ଟିମ ଜିଲ୍ଲା ମୁଖ୍ୟ ଉନ୍ନୟନ…

ବେଆଇନ୍ ମଦ ପ୍ରସ୍ତୁତି କାରଖାନା ଠାବ, ଦୁଇ ଗିରଫ

ବ୍ରହ୍ମପୁର : ବ୍ୟାଙ୍କ କଲୋନି ପ୍ରଥମ ଗଳିରେ ଏକ ଭଡ଼ାଘରେ ବେଆଇନ୍ ମଦ ପ୍ରସ୍ତୁତି କାରଖାନା ଚାଲିଥିବା ଖବର ପାଇ ଗତକାଲି ଟାଉନ୍‌ ଥାନା ପୁଲିସ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ…

ସଂସ୍କୃତି ଭବନଠାରେ କଳାକାରଙ୍କ ପ୍ରତିପାଦନ ଓ ସାମର୍ଥ୍ୟ ପରୀକ୍ଷା ଆୟୋଜିତ

ମାଲକାନଗିରି : ମାଲକାନଗିରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ ଦଳ ପରିଚାଳନା ସଂସ୍ଥା(ସି.ଟି.ଏମ.ଏସ ) ମାଧ୍ୟମରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗରେ ମାଲକାନଗିରି ଜିଲ୍ଲାର ଅନ୍ ଲାଇନରେ ପଂଜିକୃତ ହୋଇସାରିଥିବା ୧୨ ଗୋଟି ଦଳର(୧୬୩ ଜଣ କଳାକାର)ଆଜି…