Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଲିଗୁଡାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି | ଏହି ଅବସରରେ ପ୍ରତ୍ୟୁଷ ରୁ ସମଗ୍ର ସହର ରେ ରାମଧୁନ ପରିବେଷଣ କରାଯାଇଥିଲା l ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ଉପାଧ୍ୟାକ୍ଷା ଙ୍କ ସମେତ ସମସ୍ତ!-->…
ଗଣେଶ ପୂଜା ୨୦୨୬ – ଶାନ୍ତି କମିଟି ବୈଠକ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲା ରାଉରକେଲା ପୋଲିସ ପକ୍ଷରୁ ଆଗାମୀ ଗଣେଶ ପୂଜା ପର୍ବ ୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକରେ ଆଇନ ଶୃଙ୍ଖଳା, ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ,!-->!-->!-->…
କୋଟପାଡ଼ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
କୋଟପାଡ଼ : କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବରରେ ପାଳିତ କରାଯାଇଛି l ଏହି ଅବସରରେ ପ୍ରାତଃ ସମୟରେ ରାମଧୁନ, ପ୍ରଭାତ ଫେରି ସାରି ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତ୍ତାକା ଉତ୍ତୋଳନ ପରିଷଦ ଅଧ୍ୟକ୍ଷ ଏମ. ଶଙ୍କର ରାଓଙ୍କ ଦ୍ୱାରା!-->!-->!-->…
ଜେନ ଜି ଗୋଷ୍ଠୀଙ୍କୁ ଗୁରୁମନ୍ତ୍ର ଦେଲେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ
ନୟାଗଡ଼: ବର୍ତ୍ତମାନ ଦେଶରେ ଜେନ ଜି ମାନଙ୍କର ସ୍ଥିତି ଓ ଭବିଷ୍ୟତ ପରିସ୍ଥିତି ସମ୍ପର୍କରେ ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଛାତ୍ର ବିଜେଡ଼ି ପକ୍ଷରୁ ଏକ ବିଶାଳ କର୍ମଶାଳା ତଥା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଅଛି।ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଦେଶରେ ଜେନ ଜି!-->…
ଶ୍ରୀ ଜଗନ୍ନାଥ ଜୀୟୁଙ୍କ ପୀଠରେ ଝୁଲଣ ଯାତ୍ରା ଉଦଯାପିତ
ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଶନିବାର ଦିନ ପାରମ୍ପରିକ ରୀତିନୀତି ସମ୍ପନ୍ନ ସହିତ ଜଗନ୍ନାଥ ମନ୍ଦିର ପରିସରରେ ମହାସମାରୋହରେ ଝୁଲଣ ଯାତ୍ରା ଉଦଯାପିତ ହୋଇଯାଇଛି l!-->…
ରାଉରକେଲା ପୋଲିସ ପକ୍ଷରୁ ‘ରବିବାର ସାଇକେଲ ରାଲି’
ବୀରମିତ୍ରପୁର : ସୁସ୍ଥତା, ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପ୍ରତି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାଉରକେଲା ପୋଲିସ ପକ୍ଷରୁ ରବିବାର ‘ସାଇକେଲ ରାଲି’ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ସଂସ୍କରଣ ଆୟୋଜିତ ହୋଇଯାଇଛି।
ଅଗଷ୍ଟ ୩୦ ତାରିଖରେ ଆୟୋଜିତ ଏହି ସାଇକେଲ ରାଲି!-->!-->!-->!-->!-->…
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବୀରମିତ୍ରପୁର ବିଧାୟକ
ବୀରମିତ୍ରପୁର: ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲ୍ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ତାଙ୍କୁ ଦଳ ପକ୍ଷରୁ ଦାୟିତ୍ୱ!-->…
ରାଜସୁନାଖଳା ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୟାଗଡ଼ (ନିସର୍ତ୍ତ): ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ରାଜସୁନାଖଳା କଲେଜ ପରିସରରେ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ରବିବାର ଦିନ ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୁବର୍ଣ୍ଣ ଜୟନ୍ତୀ ଆୟୋଜନ କରିବା ଉଦ୍ଦେଶ୍ୟରେ ପୂର୍ବତନ!-->…
ଛେଣ୍ଡ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ଛେଣ୍ଡ ଥାନା ଅନ୍ତର୍ଗତ ସେକ୍ଟର-୨୦ କମ୍ୟୁନିଟି ସେଣ୍ଟର ପରିସରରେ ‘ଆମ ପୋଲିସ ସମିତି’ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମିତିର ସଦସ୍ୟ, ସ୍ଥାନୀୟ ଅଧିବାସୀ ଓ ପୋଲିସ ଅଧିକାରୀମାନେ ଯୋଗଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ସହ ଜନସୁରକ୍ଷା,!-->…
ଧରାପଡିଲେ ଅଲଟ୍ରାସାଉଣ୍ଡ କରୁଥିବା ସରକାରୀ ଡାକ୍ତର
ନୟାଗଡ଼ : ନୟାଗଡ଼ ସ୍ବାସ୍ଥ୍ୟ ପ୍ରଶାସନର ଅପାରଗତା ପାଇଁ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଦୀନେଶ ଖଟୁଆ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅଲଟ୍ରାସାଉଣ୍ଡ କରୁଥିବାର ଆଜି କଂଗ୍ରେସ ଟିମ୍ ଦ୍ଵାରା ନୟାଗଡ଼ ଲାଇଫ କେୟାର ଡ଼ାଇଗ୍ନୋଷ୍ଟିକ ସେଣ୍ଟରରୁ ଧରାପଡ଼ିଥିବା ଜିଲ୍ଲା କଂଗ୍ରେସ ସଭାପତି ତଥା!-->…