Browsing Category

ଆଞ୍ଚଳିକ

ଅଗ୍ନିପଥ ଯୋଜନାକୁ ବିରୋଧ କରି ହିଞ୍ଜିଳି କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ…

ହିଞ୍ଜିଳିକାଟୁ : ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ସତ୍ୟାଗ୍ରହ କରୁଛି କଂଗ୍ରେସ । ସକାଳ ୧୦ଟାରୁ ୧ ଘଣ୍ଟା ପର୍ଯ୍ୟନ୍ତ ହିଞ୍ଜିଳିକାଟୁ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଆରମ୍ଭ ହୋଇଛି । କେନ୍ଦ୍ର ସରକାର ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ଫେରାଇ ନିଅନ୍ତୁ ବୋଲି କଂଗ୍ରେସ ଦାବି କରି…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ବ୍ରହ୍ମପୁର : ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା.ଶ୍ରବଣ କୁମାର ବିବେକଙ୍କ ମିଳିତ ଏହି ଜନ ଅଭିଯୋଗ…

ମରଣ ଯନ୍ତା ସାଜିଛି ଟିକାବାଲି ବସଷ୍ଟାଣ୍ଡ ରାସ୍ତା : ପ୍ରଶାସନ ନଜର ଦେବାକୁ ସାଧାରଣ ରେ ଦାବୀ…

ଫୁଲବାଣୀ :- କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକର ହେଡକ୍ୱାଟର ହେବା ହେତୁ ସକାଳ ହେବl ମାତ୍ରକେ ଅନେକ ଲୋକ ବିଭିନ୍ନ କାମ ନେଇ ବଜାର କୁ ଆସିଥାନ୍ତି।କହିବାକୁ ଗଲେ ଟିକାବାଲି ବ୍ଲକର ଥିବା ବସଷ୍ଟାଣ୍ଡ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜନ ଗହଳିରେ ପରିପୂର୍ଣ୍ଣ।ଫୁଲବାଣୀ ଠାରୁ ବ୍ରହ୍ମପୁର…

ବ୍ରହ୍ମପୁର ଅର୍ବlନ ନିର୍ବାଚନ ବିଭିନ୍ନ ଜୋନରେ କଡା ମୁକାବିଲା…

ବ୍ରହ୍ମପୁର -ବ୍ରହ୍ମପୁର ସମବାୟ ସହରାଞ୍ଚଳ(ଅର୍ବାନ) ବ୍ୟାଙ୍କ ଲିମିଟେଡର ନିର୍ଦେଶକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ,ସହରର ମୋଟ ୪୨ଟି ୱାର୍ଡକୁ ୧୫ଟି ଜୋନ୍‌ରେ ଭାଗ କରାଯାଇଥିଲା ପୂର୍ବରୁ ୬ଟି ଜୋନ୍‌ରେ ନିର୍ଦେଶକ ପଦବୀ ଅପ୍ରତିଦ୍ବନ୍ଦ୍ବିତା ରହିଥିବା ବେଳେ ୧୩ ନମ୍ବର…

ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକ

କବିସୂର୍ଯ୍ୟନଗର(୨୬/୦୬) : ସ୍ଥାନୀୟ ଗୌଡ ଢେପ କାଳିଞ୍ଜିକୁଳ ସଭାଗୃହ ଠାରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ଏକ ସାଙ୍ଗଠନିକ ବୈଠକ ସଂଘ ଉପଦେଷ୍ଟା ସୁରତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଶିବରାମ ପ୍ରଧାନ, ଉପସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ…

ଚିକିଟିରେ ମଁl ବାଙ୍କେଶ୍ୱରୀ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଚିକିଟି : ଚିକିଟି ପେଣ୍ଠ ନୂଆ ସାହି ସ୍ଥିତ ମଁl ବାଙ୍କେଶ୍ୱରୀଙ୍କ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ଆରମ୍ଭ ହୋଇଯାଇଛି। ଆଜି ତା ୨୬.୦୬.୨୦୨୨ ରିଖ ରବିବାର ମୁଖ୍ୟ ପୁରହିତ ଶ୍ରୀ ଅଶୋକ କୁମାର ପାଢ଼ୀଙ୍କ ପୌରହିତ ଏବଂ କର୍ମକାଣ୍ଡ ପଣ୍ଡିତ ମାନଙ୍କ ଦ୍ୱାରା…

ଗଞ୍ଜାମ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ହିଞ୍ଜିଳି ବ୍ଲକ୍ ଓ ପୌରପରିଷଦ ପରିଦର୍ଶନ

ହିଞ୍ଜିଳିକାଟୁ (୨୬।୬) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରବିବାର ଅପରାହ୍ନରେ ହିଞ୍ଜିଳିକାଟୁ ବ୍ଳକ ଓ ମୁନିସିପାଲିଟି କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗଞ୍ଜାମ ପରିକଳ୍ପନା ନିର୍ଦ୍ଦେଶକ କିର୍ତ୍ତୀ ଭାସନ ଭି ପ୍ରଥମେ ହିଞ୍ଜିଳିକାଟୁ ବ୍ଳକ ପରିଷର ସଭାଗ୍ରୁହରେ ଏକ…

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ

ବାଲିଗୁଡା : ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ସଫେଇ କରାଯାଇଛି l ଅନେକ ଦିନରୁ ଏ ଗୁଡିକ ଆବର୍ଜନାମୟ ଓ ଅବ୍ୟବହୃତ ଅବସ୍ଥାରେ ଥିଲା l ଏହା ଭିତରେ ଅନେକ ଗୁଡ଼ିଏ ମଦକାଚ,ଗାଈ ଗୋବର, ପ୍ଲାଷ୍ଟିକ ବୋତଲ, ପାଣି ଜରି ଅନେକ…

ଆନ୍ତର୍ଜାତିକ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟ ଅପବ୍ୟବହାର ସଚେତନତା ଶୋଭାଯାତ୍ର ଅନୁଷ୍ଠିତ

ମାଲକାନଗିରି(୨୬/୦୬) : ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଚୋରା ଚାଲାଣ ବିରୁଦ୍ଧ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଛି।ସକାଳ ୭.୩୦ ମିନିଟ ସମୟରେ ଏକ ଶୋଭାଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡ ରୁ ବାହାରି ଜିଲ୍ଲାପାଳଙ୍କ…

ଜିଲ୍ଲା ବିଜୁ ଜନତାଦଳର ଜୋନସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ମାଲକାନଗିରି(୨୬।୬) : ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ଦଳୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଧକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି…