Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସହର ଅପେକ୍ଷା ଗ୍ରାମାଞ୍ଚଳରେ ଚାଲିଛି ରଜ ମଉଜ
ମାଲକାନଗିରି : ସହରୀ ଜୀବନର ଚାକଚକ୍ୟ ଭିତରେ ଓ ଟିଭି, ମୋବାଇଲର ମାୟା ଜାଲରେ ବାନ୍ଧି ହୋଇ ପରମ୍ପରା ଓ ଗଣପର୍ବ ଗୁଡିକୁ ଭୁଲି ଯାଇଥିବା ଭଳି ମନେହେଉଛି l ଓଡ଼ିଶାର ପ୍ରମୁଖ ପର୍ବ ମଧ୍ୟରେ ୩ ଦିନ ଧରି ପାଳିତ ହେଉଥିବା ରଜ ପର୍ବ ଅନ୍ୟତମ କିନ୍ତୁ ସହର ଅଞ୍ଚଳରେ ଦିଶୁନାହିଁ ରଜଦୋଳି କି!-->…
ବାଲିଗୁଡ଼ାରେ ବିଶ୍ଵ ରକ୍ତଦାତା ଦିବସ ପାଳିତ
ବାଲିଗୁଡ଼ା : ଆଜି ବିଶ୍ୱ ରକ୍ତଦାତା ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର ଓ ଶିକ୍ଷାନିକେତନ ମିଳିତ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ସଚେତନତା ଶୋଭାଯାତ୍ରା ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳୁ ଶିକ୍ଷାନିକେତନର!-->…
ଦୁଇବର୍ଷପରେ ଭକ୍ତଙ୍କ ଗହଣରେ ପଵିତ୍ର ସ୍ନାନଯାତ୍ରା
ହିଞ୍ଜିଳିକାଟୁ (୧୪।୬) : ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ପାବନ ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ଦେବସ୍ନାନ ଓ ଗଜବେଶ ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ଦୁଇ ବର୍ଷ ପରେ ସ୍ନାନଯାତ୍ରାରେ ସାମିଲ ହୋଇଛନ୍ତି ଭକ୍ତ । ଏନେଇ ଭକ୍ତଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି । ରତ୍ନସିଂହାସନ ରୁ!-->…
ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତଦାତା ଦିବସ ପାଳିତ
ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ଅଧ୍ୟକ୍ଷ ଵିଶାଳ ସିଂ ଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ କୌଶଳ ଯୋଜନା କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଵିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାରେଡକ୍ରସର ଆବାହକ ଡଃ ରଞ୍ଜନ!-->…
୧୯୮୮ ବ୍ୟାଚ ଦଶମଶ୍ରେଣୀ ପୁରାତନ ଛାତ୍ରୀଛାତ୍ରୀମାନଙ୍କ ବନ୍ଧୁ ମିଳନ
ବାଲିଗୁଡା : ୧୯୮୮ ବ୍ୟାଚ ଦ୍ୱାଦଶ ଶ୍ରେଣୀ ପୁରାତନ ଛାତ୍ରୀଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବାଲିଗୁଡା ସହରର ପ୍ରତିଷ୍ଠିତ ହୋଟେଲ ବିଭବ ପରିସରରେ ତିନିଦିନ ଧରି ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡା!-->…
ଯାତ୍ରୀବାହୀ ଅଟୋ ଓଲଟି ଜଣେ ଗୁରୁତର
ହିଞ୍ଜିଳିକାଟୁ (୧୪/୬): ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବୁରୁପୋଡା କାଳି ମନ୍ଦିର ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମହନ୍ତର ପୋଲାଇ (୬୮) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର!-->…
କର୍ମଚାରୀ ନେତା ସ୍ୱର୍ଗତ ସୁରେଶ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର କର୍ମଚାରୀ ନେତା ସ୍ୱର୍ଗତ ସୁରେଶ ପଟନାୟକ ଆଉ ନାହାନ୍ତି। ତିନିଦିନ ତଳେ ହଠାତ ଦେହ ଅସୁସ୍ଥ ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ।ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଚିକିତ୍ସା କରୁଥିବା ଡାକ୍ତର ରେଫର କରିଦେଇଥିଲେ।ଏବଂ ଅଳ୍ପ!-->!-->!-->…
ଡ଼୍ୟାନ୍ସ ଏକାଡେମୀ ଫୁଲବାଣୀର ୨୨ତମ ବାର୍ଷିକ ଉତ୍ସବ ରଜମଉଜ ଧୁମଧାମରେ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଗାନ୍ଧୀ ସ୍ମୃତି ଭବନ ଠାରେ ଡ଼୍ୟାନ୍ସ ଏକାଡେମୀ ଫୁଲବାଣୀର ୨୨ ତମ ବାର୍ଷିକ ଉତ୍ସବ ରଜ ମଉଜ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନ ବିହାରୀ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା!-->!-->!-->…
ଗୋରୁ ବୋଝେଇ ପିକ୍ଅପ ଗାଡ଼ି ଜବତ, ୭ ଗୋରୁ ଉଦ୍ଧାର ୨ ଦଲାଲ ଗିରଫ
ହିଞ୍ଜିଳିକାଟୁ (୧୪।୬) : ହିଞ୍ଜିଳିକାଟୁ ଅଞ୍ଚଳରୁ ବେଆଇନ ଭାବେ ଗାଇ ଗୋରୁ ଚାଲାଣ କରାଯାଉଥିବା ବେଳେ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଥାନ ଖଣ୍ଡରା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ(ଓଡ଼ି୦୭ ଏ ଏ ୫୯୮୮)କୁ ହିଞ୍ଜିଳି ପୁଲିସ ଜବତ କରିବା ସହ ଗୋଚାଲାଣକାରୀ ୨ ଜଣଙ୍କୁ!-->…
ବଜ୍ରାଘାତରେ ୩ ବଳଦ ମୃତ
ଦାରିଙ୍ଗବାଡ଼ି(୧୪/୬) : ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ପେଟେଡ଼ାବାଡ଼ି ଗ୍ରାମରେ ବଜ୍ରଘାତ ହୋଇ ୩ ଟି ବଳଦର ମୃତ୍ୟୁ ହୋଇଛି। ଆଜି ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ଏହି ବଜ୍ରପାତ ଘଟିଥିବା ଜଣା ପଡ଼ିଛି । ଏଥି ସହିତ ଅଂଚଳରେ ବର୍ଷା ପବନ ମଧ୍ୟ ହୋଇଥିଲା।!-->!-->!-->…