Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅଟୋ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର
ଫୁଲବାଣୀ(୧୧/୬) : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ରୁଜାଙ୍ଗୀଠାରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ଡ୍ରାଇଭର ସମେତ ଜଣେ ଯାତ୍ରୀ ଆହାତ ହୋଇଛନ୍ତି l ସ୍ଥାନୀୟ ଲୋକେ ଆହତ ୨ ଜଣଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି!-->!-->!-->…
ସ୍ୱାଭିମାନ ଅଞ୍ଚଳରେ ୨୯୫ ମିଲିସିଆଙ୍କ ଆତ୍ମସମର୍ପଣ : ଫେରିଲେ ମୁଖ୍ୟ ସ୍ରୋତ କୁ…
ଚିତ୍ରକୋଣ୍ଡା : ମାଲକାନଗିରି ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ। ବିଏସଏଫ କ୍ୟାମ୍ପରେ ପୁଲିସ ଡିଜିଙ୍କ ସମ୍ମୁଖରେ!-->!-->!-->…
ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନଥିଲେ ଡାକ୍ତର , ସି ଡି ଏମ ଓ ବଞ୍ଚାଇଲେ ରୋଗୀଙ୍କ ଜୀବନ …
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ରହିଛି ମୂଖ୍ୟ ଡାକ୍ତର ଖାନା l ଏଠାକୁ ପ୍ରତିଦିନ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥାଏ l ଲୋକେବି ବହୁ ଆଶା ଭରସା ନେଇ ଆସିଥାନ୍ତିl ତେଵେ ଶୁକ୍ରବାର ଅପରାହ୍ନରେ ଖଜୁରୀପଡା ବ୍ଳକ ବିଲାବାଡ଼ୀ ଗ୍ରାମର ରେବତୀ!-->!-->!-->…
ଦୁର୍ନୀତି ରେ ଉବୁଟୁବୁ ରାଇଘର ବ୍ଲକ : ରକ୍ଷକ ସାଜିଛି ଏଠାରେ ଭକ୍ଷକ..!
ଧର୍ମକୁ ଆଖି ଠାର ନୀତି ରେ ଉର୍ନ୍ନୟନ ମୂଳକ କାର୍ଯ୍ୟ...!
ଉମରକୋଟ :- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ମାଓ ପ୍ରଵଣ ଅଞ୍ଚଳ ହେଉ ଥିବାରୁ ଏହାର ସୁଯୋକ ନେଇ ସରକାର ଙ୍କ ବିଭନ୍ନ ଜନ ହିତାଧିକାରୀ ଯୋଜନା ଯଥା ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା ହେଉ କିମ୍ବା ମନରେଗା,!-->!-->!-->!-->!-->!-->!-->!-->!-->!-->!-->…
ଵଜ୍ରାଘାତରେ ମହିଳା ଗୁରୁତର…
ହିଞ୍ଜିଳିକାଟୁ, ୧୧/୬: ଶନିବାର ପୁର୍ବାହ୍ନ ରେ କାଳବୈଶାଖୀ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବର୍ଷା, ପବନ ସାଙ୍ଗକୁ ଆକାଶରେ ବିଜୁଳି ଚମକିଥିଲା । ଉକ୍ତ ସମୟରେ ବଜ୍ରାଘାତ ଘଟିବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ ହିଞ୍ଜିଳି ଥାନା ହିଞ୍ଜିଳିକାଟୁ ବ୍ଲକ୍ ଧୋଵାଡି ଗ୍ରାମ!-->…
ଦାରିଙ୍ଗବାଡି : ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ…
ଦାରିଙ୍ଗବାଡି : ଦାରିଙ୍ଗବାଡ଼ି ବ୍ଲକରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଦାରିଙ୍ଗବାଡ଼ି ବ୍ଲକର ରାଶି ପଡ଼ିଆ ପାର୍ଶ୍ଵରେ ନିର୍ମାଣ ହେଉଥିବା ଆଇସିଡିଏସ୍ ନୂତନ ଗୃହ, ଏନଏମ ସବ୍ ସେଣ୍ଟର, ମିଶନ ଶକ୍ତି ଗୃହ, ଫିଶେରୀ ଗୃହ,!-->!-->!-->…
ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ କନ୍ଧମାଳ ପ୍ରେସକ୍ଳବକୁ ଏକଲକ୍ଷ ଟଙ୍କା ପ୍ରଦାନ…
ଫୁଲବାଣୀ:-ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବର ବିଭିନ୍ନ ଅଭାବ ଅସୁବିଧାକୁ ହୃଦୟଙ୍ଗମ କରି କନ୍ଧମାଳ ସଂlସଦ ଡ଼ଃ ଅଚ୍ୟୁତ ସାମନ୍ତ ଵ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି lଏ ନେଇ ସାଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ସୂଚନା ଦେଇଛନ୍ତି lଫଳରେ ପ୍ରେସକ୍ଲବ ସଭାପତି ସୁନୀଲ!-->!-->!-->…
ମାଲକାନଗିରି ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରିଲାଏନ୍ସ ବସ ଦୁର୍ଘଟଣା…
ମାଲକାନଗିରି : ମାଲକାନଗିରି ରୁ ଭୁବନେଶ୍ୱର ଯାଉଥିବା ରିଲାଏନ୍ସ ବସ ଆଜି ସକାଳେ ଜାତୀୟ ରାଜପଥ ରମ୍ଭା ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଇଛି । ବସଯାତ୍ରୀଙ୍କ ସୂଚନା ମୁତାବକ ଆଜି ସକାଳ ସମୟ ୬ଘଟିକା ସମୟରେ ବସ ଟି ରାସ୍ତା ପାର୍ଶ୍ଵ ରେ ଥିବା ସିମେଣ୍ଟ ଡିଭାଇଡ଼ର ରେ ଧକ୍କା ହେବାସହ!-->!-->!-->…
ଦାରିଙ୍ଗବାଡ଼ି ମଣ୍ଡଳ ବିଜେପି ପକ୍ଷରୁ ଓବିସି ବର୍ଗର ସଂରକ୍ଷଣ ଦାବୀନେଇ ଆଲୋଚନା
ଦାରିଙ୍ଗବାଡ଼ି,୧୦/୬, ଦାରିଙ୍ଗବାଡ଼ି ମଣ୍ଡଳ ବିଜେପି ପକ୍ଷରୁ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ହରେନ କୁମାର ସାହୁଙ୍କ ନେତୃତ୍ୱରେ ଓବିସି ବର୍ଗର ସଂରକ୍ଷଣ ଦାବୀନେଇ ଶିଵ ମନ୍ଦିର ସଭାଗୃରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ଜଗନ୍ନାଥ୍ ସାହୁ, ରାଜ୍ୟ!-->!-->!-->…
ଠାକୁରାଣୀ ଯାତ୍ରାରେ ତିନୋଟି ବ୍ଲକର ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ
ଚିକିଟି : ଠାକୁରାଣୀ ଯାତ୍ରା ରେ ସାଧାରଣତଃ ପ୍ରତି ସଂଧ୍ୟାରେ ପଟୁଆର ବାହାରେ କିନ୍ତୁ ରଘୁନାଥ ବିହାର ରେ ଏକ ନିଆରା ଢ଼ଂଗରେ କରିଥିଲେ।ଜୁନ୍ 5ରୁ 9ପର୍ଯ୍ୟନ୍ତ ପ୍ରତି ଦିନ ସାହିର କଳାକୁଞ୍ଜ ମା କାଳୀଙ୍କ ସମ୍ମୁଖରେ ସ୍କୁଲ ପିଲାଙ୍କୁ ନେଇ ପ୍ରତିଯୋଗିତା ର ଆୟୋଜନ ହେଉଥାଏ।ସାଧାରଣ ଞାନ!-->…