Browsing Category

ଆଞ୍ଚଳିକ

ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ୪ ନିଲମ୍ବିତ

ଫୁଲବାଣୀ : ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ବୁଧବାର ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ପାତ୍ର, ପୂର୍ବତନ ବ୍ଲକ ଉପ ସଭାପତି ସୁବାସ ଚନ୍ଦ୍ର ପୃଷ୍ଟି, ବିଜେଡି ନେତା ସୁଧାଂଶୁ…

ଫୁଲବାଣୀରେ ପାଞ୍ଚ ଦିନ ଧରି ଚାଲିବ ପଲ୍ଲିଶ୍ରୀ ମେଳା

ଫୁଲବାଣୀ (୧୨।୦୫) : ଶୁକ୍ରବାରଠୁ ଆରମ୍ଭ ହେବ ପଲ୍ଲିଶ୍ରୀ ମେଳା । ଫୁଲବାଣୀ କରୋନେସନ ପଡିଆରେ ଏହି ମେଳା ଆସନ୍ତା ୧୭ ତାରିଖ ଯାଏଁ ଚାଲିବ । ୫ଦିନ ଧରି ହେବାକୁ ଥିବା ଏହି ମେଳା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।ସେହିପରି ଏହି ଅବସରରେ…

୨୧ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ

ଫୁଲବାଣୀ : ଗରୀବ ଲୋକଙ୍କ ମୁଣ୍ଡ ଉପରେ ଛାତଟିଏ ରହୁ । ଏହି ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଵା ମାନନୀୟ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବୁଧବାର ଦିନ ୫ନଂ ୱାର୍ଡ ସ୍ଥିତ କମ୍ୟୁନିଟି ହଲ ଠାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୨୧ ଜଣ…

୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ କୋଠା ନିର୍ମାଣ ମିସ୍ତ୍ରୀ ଗୁରୁତର

ଦାରିଙ୍ଗବାଡ଼ି, (୧୨/୫) : ଦାରିଙ୍ଗବାଡ଼ି ତିନିଛକ ବଜାର ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ କୋଠା ନିର୍ମାଣ ମିସ୍ତ୍ରୀ  ଆଜି ଗୁରୁତର ହୋଇଛନ୍ତି। ସେ ହେଲେ ଦାରିଙ୍ଗବାଡ଼ି ପଞ୍ଚାୟତ ପରପଂଙ୍କା ଗ୍ରାମର କାଳୁ ପ୍ରଧାନ(୩୦) । ଆଜି ସକାଳେ ତିନିଛକର ୩୦ଫୁଟ ଉଚ୍ଚ…

୨୧ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ

ଫୁଲବାଣୀ : ଗରୀବ ଲୋକଙ୍କ ମୁଣ୍ଡ ଉପରେ ଛାତଟିଏ ରହୁ । ଏହି ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଵା ମାନନୀୟ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବୁଧବାର ଦିନ ୫ନଂ ୱାର୍ଡ ସ୍ଥିତ କମ୍ୟୁନିଟି ହଲଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୨୧ ଜଣ…

କାଳବୈଶାଖୀରେ ଭାଙ୍ଗିଗଲା ଘର, ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଦାବୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ,ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ପୁରୁଣା ସାଇ ଗାଁର ଅଙ୍ଗଦ ସାହୁ ବହୁତ ଦୁଃଖ କଷ୍ଟରେ ରହୁଛନ୍ତି ଝାଟିମାଟି କୁଡ଼ିଆରେ ଘରେ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ ଲୋକଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

କିଡନୀ ରୋଗରେ ପୀଡ଼ିତା ବୃଦ୍ଧାଙ୍କ ମୁଣ୍ଡ ଉପରେ ଦୁଇ ମସ୍ତିଷ୍କ ବିକାରଗ୍ରସ୍ତ ପୁଅ ଝିଅଙ୍କ ବୋଝ

ମାଲକାନଗିରି : କିଡନୀ ରୋଗରେ ପୀଡ଼ିତା ବୃଦ୍ଧାଙ୍କ ମୁଣ୍ଡ ଉପରେ ଦୁଇ ମସ୍ତିଷ୍କ ବିକୃତ ପୁଅ ଝିଅଙ୍କ ବୋଝl ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ପୋଟ୍ରେଲ ପଞ୍ଚାୟତ ଅନ୍ତର୍ଗତ ଏମ ଭି ୩୪ ଗ୍ରାମରେ l ଏହି ଗ୍ରାମରେ ବାସ କରୁଥିବା ବୃଦ୍ଧା ମହିଳା…

୧୧ କେଭି ବିଦ୍ୟୁତ୍ ସ୍ପର୍ଶରେ ବଳଦ ମୃତ୍ୟୁ

ଦାରିଙ୍ଗବାଡ଼ି (୧୨/୫) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁରେ ୧୧ କେବି ବିଦ୍ୟୁତ ସ୍ପର୍ଶରେ ଆସି ଏକ ବଳଦର ମୃତ୍ୟୁ ଘଟିଛି । ବ୍ରାହ୍ମଣୀଗାଁ ଓଡିଆ ସାହିର ହାଡ଼ି ବେହର୍ଦଳାଇଙ୍କ ବଳଦ ବୋଲି ଜଣାପଡ଼ିଛି । ଲଘୁଚାପ ବର୍ଷା ପବନ ହେବା ଦ୍ବାରା ବିଦ୍ୟୁତ ତାର ଛିଡି ଭୂମିରେ…

ହାତିମୁଣ୍ଡା (ଗୁଡ୍ରିଗୁଡା)ର ୫ ଅନାଥ ଶିଶୁଙ୍କୁ ଥଇଥାନ କଲା ପ୍ରଶାସନ

ଦାରିଙ୍ଗବାଡି,୧୧/୫ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା (ଗୁଡ୍ରିଗୁଡା) ଗ୍ରାମର ୫ ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା କରିଛି । ଏହି ୫ ଅନାଥ ଶିଶୁଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ଜିଲ୍ଲା ଶିଶୁ ସୁରକ୍ଷା…

ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ, ଦଶ ଆହତ

ଦାରିଙ୍ଗବାଡ଼ି, ୧୧/୫ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ନିକଟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି | ବ୍ରାହ୍ମଣୀଗାଁ ମେଡ଼ିକାଲ ରେ କିଛି ଆହତ ବ୍ୟକ୍ତି ଚିକିଶ୍ଚିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ବ୍ରହ୍ମପୁର…