Browsing Category

ଆଞ୍ଚଳିକ

ବିଦ୍ୟା ଷ୍ଟଡ଼ି ପଏଣ୍ଟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା : ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ବିଜ୍ଞାନ, କଳା ,ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ ସଭାରେ ଛାତ୍ରଛାତ୍ରୀମାନେ ଅଧ୍ୟାପକ,…

ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ୧୨୨ କିଲୋ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଚିତ୍ରକୋଣ୍ଡା (୦୯/୦୫) : ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦିୱେଦି ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ଟିମ ଏସ.ଆଇ. ସର୍ବେଶ୍ଵର ଭୋଇ ଙ୍କ ନେତୃତ୍ୱରେ ଟନେଲକ୍ୟାମ୍ପ,…

ଚିତ୍ରକୋଣ୍ଡା ବ୍ଲକରେ ୨୦ ଗୋଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ

ଚିତ୍ରକୋଣ୍ଡା :(୦୯/୦୫) : ମାଲକାନଗିରି ଜିଲ୍ଲା ପ୍ରଶାସନଙ୍କ ପୂର୍ବ ଯୋଜନା ମୁତାବକ ଆଜି ଚିତ୍ରକୋଣ୍ଡା ବ୍ଲକରେ ସଭାଗୃହ ଠାରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଙ୍ଗ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଯଥା-ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ଚିତ୍ରକୋଣ୍ଡା…

ମାନବିକତାର ପରିଚୟ ଦେଲେ ୨ ଯୁବକ : ହଜିଥିବା ପର୍ସ ଓ ଟଙ୍କା ଫେରାଇଲେ

ହିଞ୍ଜିଳିକାଟୁ : ହିଞ୍ଜିଳି ନେତାଜୀ ପାର୍କରୁ ପାଇଥିବା ପର୍ସ ସହିତ ୭ହଜାର ଦୁଇ ଶହ ପଚାଶ ଟଙ୍କା ଫେରାଇଲେ ପାର୍କ କୁ ଵୁଲିବାକୁ ଯାଇଥିବା ଆଙ୍କୋରଡା ଗ୍ରାମର ଦୁଇ ବନ୍ଧୁ। ଏପରି ଏକ ପରେ ମାନବିକତାର ପରିଚୟ ଦେଇଛନ୍ତି ହିଞ୍ଜିଳିକାଟୁ ଆଙ୍କୋରଡ଼ା ଗ୍ରାମର ଦୁଇ ବନ୍ଧୁ ଜୟନାୟକଙ୍କ ପୁଅ…

ଭୟଙ୍କର ଲହଡି ରେ ଡଙ୍ଗା ଅଚଳ ଯୋଗୁଁ ଫସିଲେ ୧୧ ମତ୍ସ୍ୟଜୀବୀ, ସ୍ୱତନ୍ତ୍ର ହେଲିକପ୍ଟର ସାହାସିକତାର ସହ ସୁରକ୍ଷିତ ଭାବେ…

ଚିକିଟି : ଚିକିଟି ବ୍ଲକ ସୁନପୁର ବେଳାଭୂମି ନିକଟରେ ମାର୍କଣ୍ଡି ର ୧୧ ଜଣ ମତ୍ସ୍ୟଜୀବୀ ପ୍ରଶାସନ ର ବାରଣ ସତ୍ତ୍ୱେ ମାଛ ଧରିବା ପାଇଁ ଯାଇ ଡଙ୍ଗା ଫ୍ୟାନ ଖରାପ ଯୋଗୁଁ ଖାଲ ଅଞ୍ଚଳରେ ଭୟଙ୍କର ଲହଡ଼ି ଯୋଗୁଁ ଫସିଯାଇଥିଲେ । ସକାଳ 9 ଟାରୁ ସେମାନେ ଫସିଥିଲେ ମଧ୍ୟ ଆସାନି ପ୍ରଭାଵ ରେ ଭୟଙ୍କର…

ଘର ପୋଡି ଘଟଣାରେ ଯୋସେଫଙ୍କ ପରିବାରକୁ ସହାୟତା କଲେ ବିଧାୟକ

ଦାରିଙ୍ଗବାଡ଼ି, (୯/୫) : ଗତ ରବିବାର ଦିନ ବିଦ୍ୟୁତ ସର୍ଟସର୍କିଟ ହୋଇ ଯୋସେଫ ଦିଗାଳଙ୍କ ସମ୍ପୂର୍ଣ୍ଣ ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ସୋମବାର ଦିନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗେରମାହା ଗ୍ରାମରେ ପହଞ୍ଚି ଘଟଣା କୁ ନେଇ ଦୁଃଖ…

ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ..

ବ୍ରହ୍ମପୁର: ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ। ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ର ଭିତରେ ଗଞ୍ଜାମ ଜିଲା ସୋନପୁର ନିଟକ ସମୁଦ୍ରରେ ଫସି ରହିଛନ୍ତି ମତ୍ସ୍ୟଜୀବୀ। ସେମାନେ ପ୍ରତ୍ୟେକ ଦିନ ପରି ମାଛ ଧରିବାକୁ ଯାଇଥିଲେ, ମାଛ ଧରି ଫେରିବାବେଳେ ଡଙ୍ଗାରେ ଯାନ୍ତ୍ରିକ ତୃଟି…

ପୁର୍ତ୍ତବିଭାଗ ମୁଖ୍ୟ ରାସ୍ତା କଡରେ ବିପଦ ସଂକୁଳ ପରିସ୍ଥିତିରେ ରହିଥିବା ସୁଖିଲା ଗଛକୁ କାଟି ହଟାଇଲେ ବନବିଭାଗ…

ଖବର ପ୍ରକାଶିତ ପରେ ଚେତାପସିଲା... ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ପୂର୍ତ୍ତବିଭାଗ ଅଧିନସ୍ତ ଦାରିଙ୍ଗବାଡ଼ି-ପାଣିଗଣ୍ଡା ରାସ୍ତାରେ, ପୁଇଗୁଡା ଗ୍ରାମ ନିକଟ ରାସ୍ତା କଡରେ ଏକ ବିରାଟ ସୁଖିଲା ଗଛ ରହିଥିଲା। ସେହି ସୁଖିଲା ଗଛର ବଡ଼ ସୁଖିଲା ଶାଖା ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ଯାଏ…

ଅନିଶ୍ଚିତ ଭବିଷ୍ୟତ ନେଇଁ ୫ ଅନାଥ ଶିଶୁ : ପାଠ ପଢ଼ାରେ ଡୋରି, ବଞ୍ଚିବା ପାଇଁ ସଂଘର୍ଷ…

ସରକାରୀ ସାହାଯ୍ୟ ଧର୍ମକୁ ଆଖିଠାର...! ଦାରିଙ୍ଗବାଡ଼ି : ଭଙ୍ଗା ଦଦରା କୁଡ଼ିଆରେ ପଡ଼ି ରହିଛନ୍ତି ବାପମା ଛେଉଣ୍ଡ ୫ ଅନାଥ ଶିଶୁ ଭାଇ ଭଉଣୀ। ଓଳିଏ ଖାଇଲେ ଓଳିଏ ଉପାସ ରହି ଜୀବନ ବିତାଉଥିବା ଜଣାପଡିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ…

ସ୍କର୍ପିଓ ଧକ୍କାରେ ଅଟୋ ଚାଳକ ସମେତ ଦୁଇ ବାଳିକା ଆହତ…

ରାଉରକେଲା ; ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦(କ)ର ଵେଲକୁଦର ଛକ ନିକଟରେ ଏଇ ଅଳ୍ପ ସମୟ ପୂର୍ବରୁ ଏକ ସ୍କର୍ପିଓ ଓଡି୧୪-୫୮୯୭ ଦ୍ରୁତ ଗତିରେ ଆସି ସାମ୍ନାରେ ଯାଉଥିବା ଏକ ଅଟୋକୁ ଧକ୍କା ଦେବାରୁ ଅଟୋ ଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ରୁଜି ଯାଇଥିବା ବେଳେ, ଅଟୋ…