Browsing Category

ଆଞ୍ଚଳିକ

ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ସାମା ଖୁରାମି ଙ୍କ ଅନାଥ ପିଲାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଇଣ୍ଟରନ୍ୟାସନାଲ…

ମଲକାନଗିରି : ଚଲାନଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଟିବେରୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା l ପରିବାର କହିଲେ ତିନି ଶିଶୁକୁ ବୁଝାଉଛି l କିଛି ସପ୍ତାହ ପୂର୍ବରୁ ୩ ଜଣ ଶିଶୁ ମାଙ୍କୁ ହରାଇ ଆଖିରୁ ଲୁହ ଶୁଖିନଥିବା ବେଳେ ଗତ ସପ୍ତାହରେ ବାପାଙ୍କ ମୃତ୍ୟୁରେ ଦୁଃଖର…

ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା…

ମାଲକାନଗିରି : ମାଥିଲି ବନାଞ୍ଚଳ ଅନ୍ତର୍ଗତ କୁଟଣିପାଲି ଗ୍ରାମ ଠାରେ ବନ ବିଭାଗ ମାଥିଲି ତରଫରୁ ଆଞ୍ଚଳିକ ଭାଷାରେ ଏକ ପଥପ୍ରାନ୍ତ ନାଟକ ଓ ଲୋକ ନୃତ୍ୟ ଆୟୋଜନ କରାଯାଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜଙ୍ଗଲର ବୃକ୍ଷରାଜି, ପଶୁ ପକ୍ଷୀ ଜୀବ ଜନ୍ତୁ ର ସୁରକ୍ଷା କରିବା ବେଣ୍ଟ ଶିକାର ନ…

ମାଓଦମନ ସହ ବୃଦ୍ଧା ଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାରେ ମାଲକାନଗିରି ପୋଲିସ ବାହିନୀର ଡିଭିଏଫ ଯବାନ…

ମାଲକାନଗିରି : ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲୀ ଅଂଚଳରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହେବାର ଥିଲା।ଏନେଇ ଗାଁ ଗାଁରେ ପ୍ରଚାର କରାଯାଉଥିଲା।ତେବେ ଯବାନ ଗାଁରେ ପହଞ୍ଚି ଲୋକଙ୍କୁ ଏନେଇ ସଚେତନ କରାଉଥିବା ବେଳେ କମାରପାଲୀ ଗ୍ରାମର ଆପୁ ପଡିଆମି ନାମକ ବୃଦ୍ଧ ରୋଗାଗ୍ରସ୍ତ ହୋଇ…

ମହିଳା ଶିକ୍ଷାବର୍ଗରେ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ ହେଲା ମାଲକାନଗିରି

ମାଲକାନଗିରି, (୩୦।୪) : ଓଡିଶାରେ ମହିଳା ଶିକ୍ଷା ବର୍ଗରେ ମାଲକାନଗିରିକୁ ସର୍ବାଧିକ ସଫଳତା ହାସଲ କରିଥିବା ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଛି । ଇଣ୍ଡିଆ ଟୁଡେ ରାଜ୍ୟ ସ୍ତରୀୟ କନକ୍ଲେଭରେ ମାଲକାନଗିରି ଜିଲ୍ଲାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଇଣ୍ଡିଆ ଟୁଡେ ରାଜ୍ୟ ସ୍ତରୀୟ…

ଜଳସଂରକ୍ଷଣ ଅଭିଯାନ ସମୀକ୍ଷା ବୈଠକ ଅନୁଷ୍ଠିତ

ମାଲକାନଗିରି,(୩୦।୪) : ମାଲକାନଗିରି ଜିଲ୍ଲାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ସଭା ଗୃହରେ ବର୍ଷାଜଳ ସଂରକ୍ଷଣ କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି | ମାଲକାନଗିରିଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯାଳୟ ଅଗଷ୍ଟ ୧୫- ୨୦୨୨ ସୁଦ୍ଧା ବର୍ଷାଜଳକୁ…

ଖଣି ଖନନରେ ଅବିଳମ୍ବେ ରୋକ୍ ଲଗାଇବା ନିମନ୍ତେ ଲୋକଶକ୍ତି ଅଭିଯାନ ତରଫରୁ ଚିତ୍ରକୋଣ୍ଡାରେ ସାମ୍ବାଦିକ ସମ୍ମିଳନୀ

ଚିତ୍ରକୋଣ୍ଡା(୩୦/୦୪) : ମାଲକାନଗିରି ଜିଲ୍ଲାର ଉପାନ୍ତ ବ୍ଲକ୍ ଚିତ୍ରକୋଣ୍ଡା ଠାରେ ଆଜି ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଆନୁକୂଲ୍ୟରେ ଲୋକଶକ୍ତି ଅଭିଯାନ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ସଂଗଠନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରେସ୍…

ଜାଲ ସାର୍ଟିଫିକେଟ ଦେଇ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ଅଭିଯୋଗ

ଦାରିଙ୍ଗବାଡ଼ି,(୩୦/୪) : ଜାଲ ସାର୍ଟିଫିକେଟରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ହୋଇଥିବା ଅଭିଯୋଗ ଆଣିଛନ୍ତି ପର୍ତମାହା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପେତରବାଡ଼ି ଗ୍ରାମର ଜୁନସ ପ୍ରଧାନ । ପର୍ତମାହା ପଞ୍ଚାୟତ ଅନ୍ତର୍ଗତ ବଗୁଟି ଅଙ୍ଗନବାଡ଼ି କେନ୍ଦ୍ରରେ ନିଯୁକ୍ତି ପାଇଥିବା ଅଙ୍ଗନବାଡ଼ି କର୍ମୀ…

ସାମନ୍ତିଆପଲ୍ଲୀ ବନ ବିଭାଗ ପକ୍ଷରୁ ଚଢାଉ, ତିନିଗୋଟି ସ୍ଥାନରୁ ୧୨୦ ସିଏଫଟି ମୁଲ୍ୟବାନ କାଠ ଜବତ, ଜଣେ ଗିରଫ

ପାତ୍ରପୁର : ସାମନ୍ତିଆପଲ୍ଲୀ ରେଞ୍ଜ ତରଫରୁ ଆଜି ତିନିଗୋଟି ସ୍ଥାନରେ ଚଢ଼ାଉକରି ୧୨୦ ସିଏଫଟି ଶାଗୁଆନ କାଠ ଜବତ କରିବା ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି। ବେଆଇନ ଭାବେ ବହୁ ମୁଲ୍ୟବାନ ଶାଗୁଆନ କାଠ ଗଛିତ ରଖିଥିବା ନେଇ କୋୖଣସି ସୁତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଏହି ଚଢାଉ…

ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

ଦାରିଙ୍ଗବାଡି,୩୦/୪ : ୫୬ ବର୍ଷୀୟ ବୃଦ୍ଧାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୁଷ୍କର୍ମକାରୀ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲେ କାଜୁରିପାଙ୍ଗା ଗ୍ରାମର ଲିଖୁନ ନାୟକ(୨୨)…

ଅବକାରୀ ଚଢ଼ଉ, ମହୁଲ ଜବତ, ଜଣେ ଗିରଫ

ଦାରିଙ୍ଗବାଡ଼ି,୩୦/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସ୍ଥିତ ଜୁଡାବାଡ଼ି ଗ୍ରାମରେ ବାଲିଗୁଡା ଅବକାରୀ ଓ ରାଇକିଆ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୧୫ କ୍ୱିଣ୍ଟାଲ ୬୦ କିଲୋ ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା…