Browsing Category

ଆଞ୍ଚଳିକ

ଆନ୍ନା ଯୋଜନା ଏବଂ ଜନସାଧାରଣ ବଣ୍ଟନକୁ ଉତ୍ସବ ଭାବରେ ପାଳିତ…

ଫୁଲବାଣୀ:-ଭାରତର ସ୍ୱାଧୀନତାର ୭୫ ବର୍ଷର ସମାପ୍ତି ଅବସରରେ, ସରକାର ଭାରତର "ଆଜାଦୀ କା ଅମୃତ ମହୋତ୍ସବ" ଦେଶ ସାରା ପାଳନ କରୁଅଛି। ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଗୋଲ୍; ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ଆନ୍ନା ଯୋଜନା ଏବଂ ଜନସାଧାରଣ ବଣ୍ଟନକୁ…

ପୋଖରୀ ରେ ବୁଡି ଜଣେ ମୃତ…

ଚିକିଟି :-ଚିକିଟି କରବାଲୁଆ ବ୍ରହ୍ମା ବନ୍ଧ ରେ ବୁଡି ଜଣେ ଯୁବକ ଙ୍କ ର ମୃତ୍ୟୁ ହୋଇଛି।ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଲଷ୍ମୀପୁର ଛକ ର ଉଦୟ ନାଥ ସାହୁ।ଦିନ ରେ ଉଦୟ ଉକ୍ତ ପୋଖରୀ ନିକଟରେ ସନ୍ଦେହ ଜନକ ଭାବେ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି।ତେବେ ତାଙ୍କ ଶବ…

10ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଦଶମର 1807 ଜଣ ଛାତ୍ର ଛାତ୍ରୀ

ଚିକିଟି : ଆଜି ଏହି ବ୍ଲକର 1807ଜଣ ଛାତ୍ର ଛାତ୍ରୀ କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ଏସ. ଏ -2 ପରୀକ୍ଷା ଦେଇଛନ୍ତି l ଏଥିପାଇଁ ପରୀକ୍ଷା କେନ୍ଦ୍ର ଗୁଡିକୁ ପୂର୍ବରୁ ଚି଼ହ୍ନଟ କରାଯାଇଥିଲା l ଗତ ବର୍ଷ ମହାମାରୀ କରୋନା ପ୍ରଭାବରୁ ପରୀକ୍ଷା…

ନୂଆପଡା ରେ “ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଚିକିଟି : ଚିକିଟି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ନୂଆପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁସ୍ମାନ ଭାରତ ଏବଂ ଅଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଗୋଷ୍ଟି ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମୋନଜ ପାଢ଼ୀ ଙ୍କ…

ଲେଫ୍ଟନାଣ୍ଟ ଜେନେରାଲ ରାଜୁ ସ୍ଥଳ ସେନାର ଉପମୁଖ୍ୟ

ନୂଆଦିଲ୍ଲୀ: ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ। ମେ’ ୧ ତାରିଖରେ ସେ ସ୍ଥଳ ସେନାର ଉପ ମୁଖ୍ୟ ଦାୟିତ୍ୱ ନେବେ। ଆଜି ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ବିଜାପୁର ସୈନିକ ସ୍କୁଲ ଓ ନ୍ୟାଶନାଲ ଡିଫେନ୍ସ ଏକାଡେମୀରୁ ପାସ୍‌ କିଥିବା ଲେଫ୍ଟନାଣ୍ଟ ଜେନେରାଲ…

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ହିଞ୍ଜିଳିକାଟୁ (୨୯।୪ ) : ହିଞ୍ଜିଳିକାଟୁ ଵ୍ଳକ ଅନ୍ତର୍ଗତ ବୁରୁପଡା ଗ୍ରାମର କୁଞ୍ଜଲତା ସାହୁଙ୍କ ଵୁଧବାର ରାତିରେ ଵ୍ରହ୍ମପୁର ଅରଵିନ୍ଦ ନଗର ସ୍ଥିତ ବାସ ଭଵନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ଵର୍ଷ ହୋଇଥିଲା । ମୃତ୍ୟୁ ବେଳକୁ ଚାରିପୁଅ ଦୁଇ ଝିଅ ଊପସ୍ଥିତ ଥିଲେ । ସେ…

ଯୁବକଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ, (୨୯/୪) : ଶୁକ୍ରବାର ହିଞ୍ଜିଳି ଥାନା ଅନ୍ତର୍ଗତ ପୌରପରିଷଦ ୧୯ ନଂୱାର୍ଡ ହରିଜଳ ସାହିରେ ଜନୈକ ଯୁବକ ଵେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବକ ଜଣକ ହେଲେ ଶମ୍ଭୁ ନାୟକ (୨୭) । ମୃତ ଶମ୍ଭୁ ଚାରି ମାସ ଧରି ହିଞ୍ଜିଳିକାଟୁ କଲେଜରେ ଅସ୍ଥାୟୀ ଭାବେ ସୁଇପର…

ଆର୍‌ଟିଓ ଏବଂ ପୋଲିସର ମିଳିତ ଯାଞ୍ଚ,୯ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି (୨୯/୪) : ଦାରିଙ୍ଗବାଡ଼ି ପେଟ୍ରୋଲ ଟାଙ୍କି ଛକ ନିକଟ ୫୯ ନଂ ଜାତୀୟ ରାଜପଥରେ ଦାରିଙ୍ଗବାଡ଼ି ପୋଲିସ ଓ ଫୁଲବାଣୀ ଆର୍‌ଟିଓ ବିଭାଗ ପକ୍ଷରୁ ଗାଡ଼ି ଗୁଡିକ ଯାଞ୍ଚ ହୋଇଥିଲା । ଏହି ଯାଞ୍ଚ ସମୟରେ ୯ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଲାଇସେନ୍ସ ଗୁଡିକୁ…

କେନ୍ଦୁପତ୍ର ବିିକି ଘରକୁ ଫେରିବା ବେଳେ ଓଲଟିଲା ପିକ୍‌ଅପ୍‌ ୨ ମୃତ, ୫ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଲିମେଳା ଥାନା ଅନ୍ତର୍ଗତ ବଦଲିଗୁଡା ଛକ ନିକଟରେ ପିକଅପ ଭ୍ୟାନ ଓଲଟି ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆଦି ଦ୍ବିପହରରେ ଏମପିଭି ୨୯ ଗ୍ରାମର ୭ ଜଣ କେନ୍ଦୁପତ୍ର…

ମିଳିତ ନାଗରିକ କମିଟି ପକ୍ଷରୁ ଉତ୍କଳ ଗୌରବଙ୍କ ଜୟନ୍ତୀ ପାଳିତ

ଫୁଲବାଣୀ : ଏପ୍ରିଲ ୨୮ତାରିଖ ଉତ୍କଳ ଗୌରବ ମଧୁସୂଦନଙ୍କୁ ଜନ୍ମ ଜୟନ୍ତୀ ଭାବେ ସମଗ୍ର ରାଜ୍ୟରେ ପାଳନ କରାଯାଇଛି। ମିଳିତ ନାଗରିକ କମିଟି ପକ୍ଷରୁ ସାମ୍ବାଦିକ ଭବନ ଠାରେ ଉତ୍କଳ ଗୌରବ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଦସ୍ୟମାନେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜଣେ…