Browsing Category

ଆଞ୍ଚଳିକ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରାକ୍ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ତାଲିମ୍ କାର୍ଯ୍ୟକ୍ରମ

ଛତ୍ରପୁର (୨୭.୪) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ମୁକାବିଲା ନିମନ୍ତେ ବୁଧବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରାକ୍ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…

ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଳକର ନିର୍ଵାଚିତ ଜନ ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ବୈଠକ, ପାନୀୟ ଜଳ, ଶିକ୍ଷା ଓ…

ହିଞ୍ଜିଳିକାଟୁ (୨୭/୪) : ହିଞ୍ଜିଳିକାଟୁ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଵୁଧବାର ହିଞ୍ଜିଳିକାଟୁ ମୁନିସିପାଲଟି ଅଧ୍ୟକ୍ଷ ସୁବାସ ପଲେଈ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ, ଉପାଧ୍ୟକ୍ଷ ଓ କାଉନସିଲରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ…

ମାଲକାନଗିରି ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ଆୟୋଜିତ

ମାଲକାନଗିରି : ଆଜି ମାଲକାନଗିରି ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ମହାକୁମ୍ଭ ମହା ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥ୍‌ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ…

୮ଗୋଟି ଗ୍ରାମପଞ୍ଚାୟତର ନିର୍ମାଣ ଶ୍ରମିକ ଓ ରଥ ଏଜେନ୍ସିର ବନ୍ଧୁ ମିଳନ ବୈଠକ

ଦାରିଙ୍ଗବାଡି, ତା୨୭/୦୪ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ, ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତର ନିର୍ମାଣ ଶ୍ରମିକ ମାନଙ୍କୁ ନେଇଁ ବ୍ରାହ୍ମଣୀଗାଁ ସ୍ଥିତ ଆର ଏମ ପି ପରିସରରେ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ପାଇଁ ଦୁଇବର୍ଷଧରି ନିର୍ମାଣ ଶ୍ରମିକ…

ହିଞ୍ଜିଳି : ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତୀ କାର୍ଯ୍ୟାଳୟ ସଭାଗୃହରେ ‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ସହ ଶିଶୁ ସୁରକ୍ଷା କମିଟି ତଥା ବ୍ଲକସ୍ତରୀୟ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପିଡି ଡିଆରଡିଏ ସିନ୍ଧେ ଦତ୍ତତ୍ରୟ ଭାଉ…

ରଥ ଟଣା ବେଳେ ଅଘଟଣ; ବିଦ୍ୟୁତ୍‌ ତାର ବାଜି ଚାଲିଗଲା ୧୦ ଜୀବନ

ଚେନ୍ନାଇ: ତାମିଲନାଡ଼ୁର ତଞ୍ଜାବୁର ଜିଲ୍ଲାର କାଲିମେଡ୍ଡସ୍ଥିତ ଏକ ମନ୍ଦିରରେ ଆଜି ସକାଳୁ ଘଟିଯାଇଛି ହୃଦୟ ବିଦାରକ ଘଟଣା। ମନ୍ଦିରର ରଥ ଟଣା କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୧୦ ଜଣଙ୍କ ଜୀବନହାନୀ ହୋଇଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା…

ମାଲକାନଗିରି ଜିଲ୍ଲା ବ୍ୟବସାୟୀ ସଙ୍ଘର ପ୍ରଥମ ବାର୍ଷିକ ସମ୍ମିଳନୀ…

ମାଲକାନଗିରି : ଜିଲ୍ଲା ବ୍ୟବସାୟୀ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଜିଲ୍ଲା ତଥା ଜିଲ୍ଲା ବାହରରୁ ବହୁବ୍ୟବସାୟୀ ଯୋଗଦେଇଛନ୍ତି । ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ସ୍ୱଇଛାରେ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ…

ବାଲିମେଳା : ଡଙ୍ଗା ଦୁର୍ଘଟଣାରେ ନିଖୋଜ ଥିବା ମୃତ ଦେହ ଉଦ୍ଧାର…

ଚିତ୍ରକୋଣ୍ଡା : ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଂଚଳରେ ବାଲିମେଳା ଜଳଭଣ୍ଡାର ରେ ଡଙ୍ଗା ବୁଡି ଘଟଣା ରେ ଦୁଇ ଜଣ ନିଖୋଜ ଥିଲେ। ଆଜି ସକାଳୁ ଦୁଇ ନିଖୋଜ ଥିବା ବ୍ୟକ୍ତି ଶବ ଉଦ୍ଧାର ହୋଇଛି। । ନାରିଙ୍ଗଝୋଲା ଗ୍ରାମରେ ସୋମବାର ସାପ୍ତାହିକ ହାଟ ସାରି ଏକ…

ଜଙ୍ଗଲ ଗ୍ରାମ ସାନ ଢବାଖୋଳକୁ ମିଳିବ ରାଜସ୍ୱ ଗ୍ରାମର ମାନ୍ୟତା : ଗ୍ରାମବାସୀ ପାଳନ କାଲେ ରାଜସ୍ୱ ଗ୍ରାମର ଉଦ୍ଘାଟନୀ…

ସୁନ୍ଦରଗଡ଼ : ବିଗତ ତିନି ତିନିଟି ଶାସନ କାଳରୁ ପ୍ରକୃତି କୋଳରେ ବସତି ସ୍ଥାପନ କରିଥିବା ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକ ନିଜ ନିଜ ଭିଟା ମାଟିର ପରିଚୟ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି ତଥା ସଂଘର୍ଷ ଜାରି ରଖିଛନ୍ତି। ସେହିପରି ଏକ ଆଦିବାସୀ ବହୁଳ ଜଙ୍ଗଲ ଗ୍ରାମ ହେଉଛି…

ସୁନ୍ଦରଗଡ଼ର କିଞ୍ଜିର୍ମାଠାରେ ଜିଲ୍ଲାସ୍ତରୀୟ ଚାଷୀ ମେଳା ଉଦ୍‌ଘାଟିତ…

ସଫଳ ଚାଷୀ ଓ ଏସ୍‌ଏଚ୍‌ଜିଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳବିଭିନ୍ନ ଷ୍ଟଲରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ, ଆଧୁନିକ କୃଷି ଯନ୍ତ୍ରପାତି ଓ ବିହନ ପ୍ରଦର୍ଶିତ ସୁନ୍ଦରଗଡ଼ : ଦେଶବ୍ୟାପୀ ୭୫ତମ ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଚାଷୀ…