Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଲଙ୍ଗଳେଶ୍ୱର ଦଣ୍ଡର ଢୋଲିଆଙ୍କ ହୃଦଘାତରେ ମୃତ୍ୟୁ
ଖଲ୍ଲିକୋଟ (୧୪/୪) : ଗତକାଲି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ଦଣ୍ଡର ଢୋଲିଆ ମାସନ୍ତ ମେରୁ ଯାତ୍ରା ସାରି ଫେରିବା ପରେ ମୃତ୍ୟୁ ବ ରଣ କରଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଲଙ୍ଗଳେଶ୍ୱର ଗ୍ରାମ ର ପାରମ୍ପରିକ ଦଣ୍ଡ ନାଚର ଢୋଲିଆ ଗତ ୨୧ ଦିନ ଧରି ଦଣ୍ଡ ନାଚ ରେ ବୁଲି!-->!-->!-->…
ପାରମ୍ପରିକ ଦଣ୍ଡଯାତ୍ରା ଉଦ୍ଯାପିତ, ମେରୁଯାତ୍ରାରେ ଝୁମିଲେ ଭକ୍ତ
ଖଲ୍ଲିକୋଟ (୧୪/୪) : ଗତ ମେଷ ସଂକ୍ରାନ୍ତିଠାରୁ ଗଂଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ବିଭିନ୍ନ ବ୍ଲକ ରେ ଆରମ୍ଭ ହୋଇଥିବା ପାରମ୍ପରିକ ଦଣ୍ଡଯାତ୍ରା ବିଷୁବ ସଂକ୍ରାନ୍ତି ଦିନ ଶେଷ ହୋଇଛି l ଗୁରୁବାର ଦିନ ଦଣ୍ଡ ଯାତ୍ରା ର ଅନ୍ତିମ ଦିବସରେ ମାନସିକ ଦଣ୍ଡୁଆ ମାନେ ଦୀର୍ଘ ୧୩ ଦିନ ବ୍ୟାପି!-->!-->!-->…
ରସି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା
ଦାରିଙ୍ଗବାଡ଼ି (୧୪/୪) : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିଆଙ୍ଗବାଲି ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗତକାଲି ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ହେଲେ ଆରେଙ୍ଗା ନାୟକଙ୍କ ଝିଅ ପିଣ୍ଟିକା ନାୟକ । ପୋଲିସ ସୂଚନା ପ୍ରକାରେ, ପିଣ୍ଟିକା ନାୟକ ଘରେ ଥିବା!-->!-->!-->…
ରୋଗରେ ପୀଡିତ ବୃଦ୍ଧଙ୍କ ଚିକିତ୍ସା ପାଇଁ ହାତ ବଢ଼େଇଲେ ଯୁବ ସ୍ବେଚ୍ଛା ସେବୀ ଓ ମହିଳା ସଂଘ
ଦାରିଙ୍ଗବାଡି (୧୪/୦୪) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଇନ୍ଦିରା କଲୋନି (ମାରିଆପଲ୍ଲି) ସାହିର ରୋମାନ ପରିଛା ବୟସ ପ୍ରାୟ (୬୦) ଦୀର୍ଘ ୪ ବର୍ଷ ଧରି ଅଜଣା ଗୋଡ଼ ଫୁଲା ରୋଗରେ ପୀଡିତ ହୋଇ ଘରେ ପଡି ରହିଥିଲେ। ଦିନକୁ ଦିନ ବୃଦ୍ଧଙ୍କ ପରିସ୍ଥିତି ଶୋଚନୀୟ ହେବାରୁ ଯୁବ!-->!-->!-->…
ବ୍ରାହ୍ମଣୀଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ବଣ୍ଟନ
ଦାରିଙ୍ଗବାଡି (୧୪/୦୪) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପଣା ସଂକ୍ରାନ୍ତି ଉପଲକ୍ଷେ ଶିଶୁ ବିଦ୍ୟା ମନ୍ଦିର ଛକରେ ସରବତ ପଣା ବଣ୍ଟନ କରିଛନ୍ତି। ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା, କର୍ମଚାରୀ ଓ ପରିଚାଳନା କମିଟି!-->…
ପ୍ରତିଶ୍ରୁତି ଦେଇ ଭୁଲିଗଲେ ଅଧିକାରୀ, ଦୀର୍ଘ ଦୁଇବର୍ଷ ପରେ ମୋ ବଗିଚା କାମ ପଇସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଗଙ୍ଗଲା ପଂଚାୟତରେ ଗତ୨ ବର୍ଷ ପୂର୍ବେ ଏସ.ଏଚ.ଜି ମାଆ ମାନେ ସେମାନଙ୍କ ଘରେ ଘରେ ମୋ ଉପକାରି ବଗିଚା କରିଥିଲେ । ପ୍ରତି ବଗିଚା ପିଛା ୬୦୦୦ ହଜାର ଟଙ୍କା ରହିଥିଲା । ଗଙ୍ଗଲା ପଂଚାୟତର ୮ ଗୋଟି ଏସ.ଏଚ.ଜି ମାଆ ଏହି ଯୋଜନା ଦ୍ୱରା ବଗିଚା!-->!-->!-->…
ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ବୃକ୍ଷ ଛେଦନ
ଫୁଲବାଣୀ : ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ସ୍ଥାନୀୟ ପେଞ୍ଜିସାହି ନିକଟସ୍ଥ ନବୀନ କଁହରଙ୍କ ବଗିଚା ଠାରେ ବୃକ୍ଷ ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଭାପତି ପି.!-->…
ନିଶାସକ୍ତ ସ୍ବାମୀର ଶାବଳ ମାଡରେ ସ୍ତ୍ରୀ ମୃତ
କୋରାପୁଟ: ପାରିବାରିକ କଳହର କରୁଣ ପରିଣତି । ମଦ୍ୟପ ସ୍ବାମୀର ଶାବଳ ମାଡରେ ଆଖି ବୁଜିଲା ସ୍ତ୍ରୀ । ସ୍ବାମୀ ଜମୁ ମାଝୀଙ୍କୁ ଗିରଫ କରିଛି ପୋଲିସ ।ମଦୁଆ ସ୍ବାମୀର ଉନ୍ମତ୍ତ କାଣ୍ଡ ଫଳରେ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି | କୋରାପୁଟ ସହର ଭୂଦାନ କଲୋନୀରେ ରୁହନ୍ତି ଜମୁ ମାଝୀ ଓ ତାଙ୍କ!-->!-->!-->…
‘ପାହାଡ଼ ରାଣୀ’ କବିତା ପୁସ୍ତକ ଉନ୍ମୋଚନ କଲେ ଜିଲ୍ଲାପାଳ
ଚିକିଟି : ରାଜସ୍ବ ବିଭାଗ ପକ୍ଷରୁ ଚିକିଟି ତହସିଲ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ ଶିଶୁ କବି ରୁଦ୍ରରୁପାଙ୍କ ସ୍ବରଚିତ "ପାହାଡ ରାଣୀ, କବିତା ସଙ୍କଳନ ଉନ୍ମୋଚନ କରିଛନ୍ତି। ପିତାତଳି ଆଦର୍ଶ!-->…
5-ଟି ସଚିବଙ୍କୁ ସାକ୍ଷାତ କଲେ ଚିକିଟି ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ
ଚିକିଟି : ନବୀନ ନିବାସ ରୁ ଡାକରା ପାଇ ଗଂଜାମ ଜିଲ୍ଲା ଚିକିଟି ଏନଏସି ଅଧକ୍ଷା ଦୀପା କୁମାରୀ ସାହୁ ଓ ଉପାଧକ୍ଷ ଦୁର୍ଗା ପ୍ରସାଦ ଦେଓ(ସାନଦେଓ) ବୁଧବାର ଭୁବନେଶ୍ୱର ଯାଇଥିଲେ । ସେଠାରେ ଉଭୟ 5-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ପୌର ନିର୍ବାଚନରେ ବିଜୟ!-->…