Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଲିଗୁଡ଼ାରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଜବତ : ଗାଡ଼ିସହ ଅଭିଯୁକ୍ତ ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଳାରେ ଦିନକୁ ଦିନ ବେଆଇନ୍ ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଥିବା ବେଳେ ଫିରିଙ୍ଗିଆ ପୋଲିସ ପବିଙ୍ଗିଆ ଛକରେ ପାଟ୍ରୋଲିଂ କରିବା ସମୟରେ ଗୋଟିଏ କାରରୁ ୩୦ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି | ଗିରଫ ହୋଇଥିବା ଅଭିଯୁକ୍ତ ବାଲିଗୁଡ଼ା ଥାନା!-->…
ତୁମ୍ବାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ପାତ୍ରପୁର : ପାତ୍ରପୁର ବ୍ଳକ ତୁମ୍ବା ଠାରେ ମିଶନ ଶକ୍ତି, ଉତ୍କଳମଣି ଯୁବକ ସଂଘ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର ରେ ୧୦୩ ଜଣଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୫ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା ।୨୫!-->…
ତାରାତାରିଣୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁମାନଙ୍କ ସେବା କଲେ ଛତ୍ରପୁରର ସ୍ବେଚ୍ଛାସବୀ
ଛତ୍ରପୁର : ଚୈତ୍ରମାସର ଶେଷ ପାଳିରେ ମଧ୍ୟ ପୂର୍ବପରି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ପାଖକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କର ସୁଅ ଛୁଟିଥିଲା। ପୂର୍ବରୁ ଦୁଇ ପାଳିରେ ସାମାଜିକ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇଥିବା ଛତ୍ରପୁରର ସ୍ବେଚ୍ଛାସେବୀମାନେ ଆଜି ବି!-->…
ବିଦ୍ୟୁତ ଟ୍ରାନ୍ସଫର୍ମର ପାଖରେ ମଦ୍ୟପ ଯୁବକ ଶୋଇପଡିଲେ, ଉଦ୍ଧାରକଲେ ଗ୍ରାମବାସୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡିଭିଜନ ଦାରିଙ୍ଗବାଡ଼ି ସେକ୍ସନ ସିମନବାଡ଼ି ଫିଡର ବୁଡ଼ାଗୁଡା ଗ୍ରାମରେ ଲାଗିଥିବା ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ସୋମବାର ସନ୍ଧ୍ୟା ସମୟରେ ଜଣେ ଯୁବକ ମଦ୍ୟପାନ କରି ଶୋଇଥିବା ଦେଖିବାକୁ ମିଳିଥିଲା l ଭାଗ୍ୟ ବଶତଃ କାଳ ବୈଶାଖୀ ମେଘ ପବନ!-->…
ବେଆଇନ ମହୁଲ ବୋଝେଇ ପିକ୍ଅପ୍ ଭ୍ୟାନ୍ ସହ ୨ ଗିରଫ
ମାଲକାନଗିରି : ମାଲକାନଗିରି ପୁଲିସ ଏକ ମହୁଲ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରିବା ସହ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଗିରୀଶ କୁମାର ସାରକାଙ୍କ ନେତୃତ୍ବରେ ଏକ ଟିମ୍ ଗତକାଲି!-->…
ଦୁଇ ଶିକ୍ଷକ ନିଲମ୍ବିତ
ଫୁଲବାଣୀ : ନିର୍ବାଚନ ପରିଚାଳନାରେ ଅବହେଳା ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଶିକ୍ଷକ ଦୁଇଜଣ ହେଲେ ରାଇକିଆ ବ୍ଳକର ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ପାତ୍ର ଓ କେ.ନୂଆଗାଁ ବ୍ଲକର ସହକାରୀ ଶିକ୍ଷକ ନବ କିଶୋର ଓଝା। ଗତ!-->!-->!-->…
ସ୍ୱାଭିମାନ ଅଞ୍ଚଳର ସ୍କୁଲ ଓ ଅଙ୍ଗନବାଡ଼ିକୁ ଯାଇ ପାଠ ପଢାଇବା ସହ ସ୍ଥିତି ପରଖିଲେ ଜିଲ୍ଲାପାଳ
ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ଭିସାଲ ସିଂ ସ୍ୱାଭିମାନ ଅଞ୍ଚଳ ର ଯନ୍ତାପାଇ,ଟୋଟାଗୁଡା,ବିଦରପକନା ଓ ହନ୍ତାଳଗୁଡା କୁ ଯାଇ ସମସ୍ତ ଅଙ୍ଗନବାଡ଼ି ଓ ସ୍କୁଲ ମାନଙ୍କ ରୁପ ରେଖ କୁ ପରଖିଥିଲେ । ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟ ଓ କିଭଳି ଖାଇବାକୁ ଦିଆଯାଉଛି ତାହା ବାବଦରେ!-->!-->!-->…
ସେଟେଲମେଣ୍ଟ କାର୍ଯ୍ୟାଳୟର ଟିଣ ଉଡି ରେକର୍ଡ ରୁମରେ ପାଣି
ଫୁଲବାଣୀ : ଗତ ଶୁକ୍ରବାରଦିନ ହୋଇଥିବା ଉପରବେଳା ବର୍ଷା ପବନରେ ଉଡିଯାଇଛି ଫୁଲବାଣୀ ସେଟେଲମେଣ୍ଟ କାର୍ଯ୍ୟାଳୟର ଛପର । ସରକାରଙ୍କ କୋଟି କୋଟି ଟଙ୍କା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଖର୍ଚ୍ଚ ହେଉଛି ଅଥଚ ଫୁଲବାଣୀ ସେଟେଲମେଣ୍ଟ କାର୍ଯ୍ୟାଳୟ ପ୍ରତି କାହାର ନଜର ପଡୁନି ।ଉଣେଇସି ଶହ!-->!-->!-->…
ହାର୍ଡକୋର ମାଓବାଦୀ ବନ୍ତଲା ରାଜୁର ଆତ୍ମସମର୍ପଣ
ଆଜି ମାଲକାନଗିରି ଏସ୍ପି ଓ ବିଏସଏଫ ଡି.ଆଇ.ଜିଙ୍କ ନିକଟରେ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା ଥିବା ଆନ୍ଧ୍ର ଓଡିଶା ଜୋନାଲ କମିଟିର ଏସିଏମ ରେଙ୍କ ର ହାର୍ଡକୋର ମାଓବାଦୀ ବନ୍ତଲା ରାଜୁ ଓରଫ ସାଗର ଲାଲ ବାହିନୀର ହାତ ଛାଡି ଆତ୍ମ ସମର୍ପଣ କରିଛି । ସାଗର 2016 ମସିହାରେ ଏ.ଓ.ବି ମାଓ!-->!-->!-->…
ଚିକିଟିର ବିଭିନ୍ନ ସ୍ଥାନରେ ଶ୍ରୀରାମନବମୀ ପାଳିତ
ଚିକିଟି-ପବିତ୍ର ଚୈତ୍ର ଶୁକ୍ଳ ନବମୀ ଯାହା ଶ୍ରୀରାମ ନବମୀ ନାମରେ ସୁ ପ୍ରସିଦ୍ଧ। ଏହି ଅବସରରେ ଗତ କାଲି ଚିକିଟି ର ବିଭିନ୍ନ ସ୍ଥାନ ଯଥା ବକ୍ସିବଜାର ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ଗଡ଼ ସ୍ଥିତ ଭଗବତ ଦାସ ସ୍ଥିତ ମଠ ରେ ପ୍ରଭୁ ଶ୍ରୀରାମଙ୍କୁ ନୀତିକାନ୍ତି ଅନୁଯାଇ ସଡ଼ଶ ଉପଚାରରେ!-->…